ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମହିଳା ମାନଙ୍କ ର ମାସିକ ଋତୁଶ୍ରାବ ହୋଇଥାଏ ଯାହାକୁ ଆମେ ପିରିୟଡ୍ସ ବୋଲି ମଧ୍ୟ କୁହନ୍ତି। ଏହା ଏକ ସାଧାରଣ ପ୍ରକ୍ରିୟା ଅଟେ ମହିଳା ମାନଙ୍କ ମଧ୍ୟରେ ଯାହାକି ଜଣେ ଝିଅ ର ପ୍ରଜନନ କ୍ଷମତା କୁ ସୂଚାଇ ଥାଏ। ତେବେ କିନ୍ତୁ ଏହି ପିରିୟଡ୍ସ ସମୟ ରେ ଝିଅ ମାନ ଙ୍କୁ ବହୁତ ସମସ୍ୟା ହୋଇଥାଏ ଏବଂ ତାଙ୍କୁ କଷ୍ଟ ସହିବାକୁ ପଡିଥାଏ। ଆଉ ଏହି ମାସିକ ଋତୁ ଶ୍ରାବ ଚାଲି ଥିବା ସମୟ ରେ ଝିଅ ମାନେ ବହୁତ ରାଗି ରାଗି ହୋଇଥାନ୍ତି ଏବଂ ସମସ୍ତ ଙ୍କ ଉପରେ ଚିଡ଼ ଚିଡ଼ ହୁଅନ୍ତି। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଜଣେଇବୁ କି ଝିଅ ମାନେ କାହିଁକି ପିରିୟଡ୍ସ ସମୟ ରେ ଏହିପରି ହୁଅନ୍ତି।
ତେବେ ଅନେକ ମହିଳା ମାନେ ପିରିୟଡ଼ ସମୟରେ ଚିଡିଛିଡା ହେଇଯାନ୍ତି ତାଛଡା ତାଙ୍କ ମନ ସେହି ପିରିୟଡ଼ ପାଖରେ ଅଟକି ରହିଥାଏ ।ଆଉ ସେମାନଙ୍କୁ କିଛି ନମ୍କିନ ଖାଇବାକୁ ଇଛା ହୁଏ, ହେଲେ ମହିଳା ମାନେ କନସିଭ କରିବାକୁ ଚାହୁଁଥିବା ବେଳେ ଏମିତି ଭୁଲ କରନ୍ତୁ ନାହିଁ ।ଲୁଣି ଖାଦ୍ୟ ବା ନମ୍କିନ ଖାଦ୍ୟ ଖାଇଲେ ଆପଣଙ୍କ ଅଣ୍ଡା ଠିକରେ ରିଲଜ ହୁଏ ନାହିଁ ଆଉ ଅଣ୍ଡାରେ ସେତିକି ଗ୍ରୋଥ ହୁଏ ନାହିଁ ଯେତିକି ଗୋଟିଏ ପିଲା କନସିଭ ପାଇଁ ଦରକାର ।
ତେବେ ବହୁତ ସମୟରେ କୁହାଯାଏ କି ପିରିୟଡ଼ ଯେତେବେଳେ ହେବ ସେତେବେଳେ ମୁଣ୍ଡ ଧୋଇ ଗାଧେଇ ଆସିବା ପାଇଁ ।ତେବେ ମନେ ରଖିବେ କି ଅଣ୍ଡା ଯାହା ଗୋଟିଏ ଗରମ ଜିନିଷ ଆଉ ତାହା ଶରୀର ରୁ ବାହାରିବା ପାଇଁ ବହୁତ ହିଟ ଦରକାର ହେଇଥାଏ ।ଆଉ ଆପଣ ଯଦି ଗାଧେଇ ଆସୁଛନ୍ତି ତାହେଲେ ପିରିୟଡ଼ ର ବ୍ଲିଡ଼ିଂ ହଠାତ ବନ୍ଦ ହେଇଯାଏ ଆଉ ଦେହ ପୁଣି ଗରମ ହେଲେ ଯାଇ ବ୍ଲିଡ଼ିଂ ଆରମ୍ଭ ହୁଏ ।ତେବେ ଯେଉଁ ମହିଳା ମାନେ ପିଲା ଚାହୁଁଛନ୍ତି ତାହେଲେ ସେମାନେ ତ ଏମିତି ମୁଣ୍ଡ ଧୋଇ ବିଲକୁଲ ଗାଧାନ୍ତୁ ନାହିଁ ।
ତେବେ ଏହି ସମୟ ରେ ମହିଳା ମାନ ଙ୍କୁ ରେଷ୍ଟ ର ଆବଶ୍ୟକତା ହୋଇଥାଏ , ଯେହେତୁ ତାଙ୍କର ଶରୀର ରେ ଏହି ସମୟ ରେ ପୀଡା ହୋଇଥାଏ ଏବଂ ଦେହ ହାତ ରେ ଯନ୍ତ୍ରଣା ଅନୁଭବ କରିବା ସହ ପେଟ ରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ତେବେ ଏହି ସମୟ ରେ ସେମାନେ ବିରକ୍ତ ପ୍ରକାଶ କରିଥାନ୍ତି। ତେବେ ପୂର୍ବ କାଳ ରେ ଏହି ପିରିୟଡ୍ସ ସମୟ ରେ ଝିଅ ବୋହୁ ମାନ ଙ୍କୁ ଗୋଟିଏ ଘରେ ବନ୍ଦ କରି ରଖା ଯାଉଥିଲା ଏବଂ ତାଙ୍କୁ କୌଣସି କାମ କରିବା କୁ ଦିଆଯାଉ ନଥିଲା। ତେବେ ଏହାର ବୈଜ୍ଞାନିକ ମତ ଥିଲା କି ଝିଅ ମାନ ଙ୍କୁ ସେହି ସମୟ ରେ ରେଷ୍ଟ ଦରକାର ଯାହା ତାଙ୍କ ପାଇଁ ଭଲ ହୋଇଥାଏ ।