ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି। ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।
ତେବେ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଅନେକ ଲୋକ ଙ୍କୁ ତାଙ୍କର ଜୀବନ ବନାଇବା ରେ ବର୍ତ୍ତମାନ ସାହାଯ୍ୟ କରିଛି ମଧ୍ୟ। ତେବେ ଏହାର ଉଦାହରଣ ଭାବରେ ଆପଣ ରାନୁ ମଣ୍ଡଳ ଙ୍କୁ ମଧ୍ୟ ନେଇ ପାରିବେ। ଯିଏକି ଷ୍ଟେସନ ରେ ଗୀତ ଗାଉ ଗାଉ ରାତାରାତି ଷ୍ଟାର ହୋଇ ଯାଇଥିଲେ।ତେବେ ବର୍ତ୍ତମାନ ଆମ ଆଗ କୁ ଏହିଭଳି ଏକ ଟେଲେଣ୍ଟ ଆସିଛି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗୀତ ଜୀବନ ର ଏକ ସନ୍ତୁଷ୍ଟି ର ଅନୁଭବ ହୋଇଥାଏ ମାତ୍ର ଏହାକୁ ଗାଇବା ସାଧାରଣ କଥା ନୁହେଁ। ଭଲ ଗୀତ ଗାଇବା ପାଇଁ ଲୋକେ କେତେ ଶିକ୍ଷା ଗ୍ରହଣ କରୁଛନ୍ତି ମାତ୍ର ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଗ୍ରାମ ର ଗୀତ ରେ ପାରଦର୍ଶିତା ରଖିଥିବା ତଥା ବିନା ପ୍ରଶିକ୍ଷଣ ରେ ନିଜ ସ୍ୱର ର ଯାଦୁ ରେ ସମସ୍ତ ଙ୍କୁ ମୋହିତ କରୁଥିବା ଜଣେ ଗାଁ ଝିଅ ର ଭାଇରାଲ ଭିଡ଼ିଓ ଟି ବିଷୟ ରେ ଜଣେଇବୁ ଯାହା ଜାଣିବା ପରେ ଆପଣ ମଧ୍ୟ ତାଙ୍କର କଳା ଦେଖି ତାଙ୍କୁ ପ୍ରଶଂସା କରିବେ।
ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି, ଯେଉଁ ଭିଡ଼ିଓ ରେ ଆପଣ ଦେଖିବେ କି ଏକ ଗ୍ରାମ ରେ ଜଣେ ଝିଅ ହାର୍ମନିୟମ ଧରି ନିଜେ ତାକୁ ବଜାଇ ଏକ ସୁନ୍ଦର ହିନ୍ଦୀ ଗୀତ ଗାଉଛି ।ତେବେ ଗୀତ ଟି ହେଉଛି, “ଦସ୍ତ ୟେ ଜମାନା କ କ୍ୟା ହୋ ଗେୟା” ।ତେବେ ହାର୍ମନିୟମ ର ତଳେ ତଳେ ବେଶ ସୁନ୍ଦର ଭାବରେ ନିଜ ଯାଦୁର କଣ୍ଠ ରେ ସେ ଗୀତ ଗାଉଛନ୍ତି। ଆଉ ତାଙ୍କ ଗୀତ କୁ ବାଜା ର ତାଳ ଦେଉଛନ୍ତି ଆଉ ଜଣେ ଯୁବକ।
ତେବେ ଉଭୟ ସେଠାରେ ସଙ୍ଗୀତ ର ଏକ ଭିନ୍ନ ମାହଲ ବନାଇ ଦେଇଛନ୍ତି ଏବଂ ସମସ୍ତ ଲୋକ ମଧ୍ୟ ତାଙ୍କର ଏହି ସୁନ୍ଦର ଓ ଆକର୍ଷଣୀୟ ଗୀତ ରେ ପୁରା ହଜି ଯାଇଛନ୍ତି। ଏବଂ ତାଙ୍କର ଖୁବ ପ୍ରଶଂସା କରୁଥିବା ର ମଧ୍ୟ ଆପଣ ଦେଖିବା କୁ ପାଇବେ। ତେବେ କେହି ଜଣେ ବ୍ୟକ୍ତି ଏହି ଭିଡ଼ିଓ ଟିକୁ ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ଆଉ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ସମସ୍ତେ ଏହାକୁ ଖୁବ ପ୍ରଶଂସା କରିଛନ୍ତି ଏବଂ ବର୍ତ୍ତମାନ ଭିଡ଼ିଓ ଟି ମୋବାଇଲ ରୁ ମୋବାଇଲ କୁ ନିଆଁ ଭଳି ଭାଇରାଲ ହେଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।