ଆଶ୍ଚର୍ଯ୍ୟ ! ପାଚେରୀ ଉପରେ ଗୀତ ଗାଇବା ସହ ରୋମାଣ୍ଟିକ ଡ୍ୟାନ୍ସ କରୁଛି ଏହି ଶୁଆ…. ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…
କେବେ କେବେ ସୋସିଆଲ ମିଡ଼ିଆ ରେ କିଛି ଏପରି କଥା ସାମ୍ନା କୁ ଆସିଥାଏ ଯାହା ଆପଣ ଆଗକୁ କେବେ ବି ଦେଖି ନଥିବେ କି ଜାଣି ନଥିବେ।ଏବଂ ଏହାକୁ ବିଶ୍ୱାସ କରିବା ସହଜ ନୁହେଁ।ତେବେ ବନ୍ଧୁଗଣ ଆମେ ଏହି ସାମାଜିକ ଗଣମାଧ୍ୟମ ଏମିତି କି ଫୋଟ ଓ ଭିଡିଓ ବିଷୟରେ ଜାଣିବା କୁ ପାଇଥାଉ ଯାହା ଅତ୍ୟନ୍ତ ଅଦ୍ଭୂତପୂର୍ବ ହୋଇଥାଏ ଯାହା କୁ ଦେଖିବା ପରେ ଆପଣ ମଧ୍ୟ ଦ୍ୱନ୍ଦ ରେ ପଡିଯିବେ କି ଏହା କିପରି ସମ୍ଭବ ହୋଇପାରେ ବୋଲି।
ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡିଓ ବିଷୟ ରେ ଜଣେଇବୁ,ତେବେ ଆସନ୍ତୁ ଜାଣିବା ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ଟି ବିଷୟରେ ।
ମଣିଷ ଏକ ସାମାଜିକ ପ୍ରାଣୀ ଅଟେ ,ଆଉ ସେ କେବେବି ଏକାକୀ ରହିପାରେ ନାହିଁ।ସେ ଆମ ସମାଜ ମଧ୍ୟରେ ଲୋକଙ୍କ ସହ ତଥା ଅନେକ ଗୃହ ପାଳିତ ପଶୁପକ୍ଷୀ ଙ୍କ ସହ ନିଜର ଜୀବନ ବିତାଇଥାଏ। ତେବେ ଆପଣ ମାନେ ଦେଖିଥିବେ କି ଅନେକ ବ୍ୟକ୍ତି ଏହିପରି ଅଛନ୍ତି ଯେଉଁ ମାନେ ନିଜ ଘରେ କୁକୁର , ବିଲେଇ , ଶୁଆ ଆଦି କୁ ମଧ୍ୟ ନିଜର ବିଶ୍ୱସ୍ତ ତଥା ନିଜ ପିଲା ଭାବରେ ପାଳିକି ରଖିଥାନ୍ତି। ତେବେ ଏହି ଗୃହ ପାଳିତ ପଶୁପକ୍ଷୀ ମଧ୍ୟରୁ ଶୁଆ ହେଉଛି ଏହିପରି ଏକ ପକ୍ଷୀ ଯିଏକି ଧୀରେ ଧୀରେ ମଣିଷ ସହ ରହି ମଣିଷ ଭଳି କାମ ସବୁ କରିବା ଶିକ୍ଷା କରି ନେଇଥାଏ।
ତେବେ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଶୁଆ କୁ ଦେଖିଥିବେ କିନ୍ତୁ କେବେ ଆପଣ ଗୋଟେ ଶୁଆ କୁ ଛୋଟ ଛୁଆ ପରି କଥା ହେବା ମା ମା ବୋଲି ଡାକିବା ଓ କଥା ହେବାର। କିନ୍ତୁ ସୋସିଆଲ ମିଡ଼ିଆ ରେ ଏହିପରି ହିଁ ଏକ ଭିଡ଼ିଓ ଟି ଭାଇରାଲ ହେଉଛି ଯାହାକୁ ଦେଖି ସବୁ ଚକିତ। ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଦେଖିଲେ ନିଜ ଆଖିକୁ ଵିଶ୍ଵାସ କରି ପାରିବେ ନାହିଁ। ତେବେ ଭିଡ଼ିଓ ଟି କିଛି ଏହିପରି ଥିଲା କି ଜଣେ ବ୍ୟକ୍ତି ନିଜ ପାଖ ରେ ଗୋଟିଏ ଶୁଆ କୁ ପଶି ରଖିଛନ୍ତି ।ତେବେ ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛି।
ତେବେ ଭିଡ଼ିଓ ଟିରେ ଦେଖା ଯାଇଛି କି ଗୋଟିଏ ଶୁଆ ପାଚେରୀ ଉପରେ ଛିଡ଼ା ହୋଇ ଏକ ରୋମାଣ୍ଟିକ ଗୀତ ରେ ଡ୍ୟାନ୍ସ କରିଛି ଏବଂ ଗୀତ ବି ଗାଇଛି। ଯେଉଁ ଭିଡ଼ିଓ ଟିକୁ ଦେଖିଲେ ଆପଣ କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ। ମାତ୍ର ଏହା ସତ୍ୟ ଅଟେ ଏହି ଶୁଆ ଟି ଖୁବ ସୁନ୍ଦର ଭାବରେ ଡ୍ୟାନ୍ସ କରୁଛନ୍ତି ପାଚେରୀ ଉପରେ ଯାହାକି ଲୋକ ଙ୍କୁ ଖୁବ ଆଶ୍ଚର୍ଯ୍ୟ ଚକିତ କରିବା ସହ ସମସ୍ତ ଙ୍କୁ ଆଟ୍ରାକ କରିଛି ମଧ୍ୟ। ତେବେ ଆପଣ ମଧ୍ୟ ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଖୁସି ହୋଇଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।