“ଯିଏ ଏହି ସିନେମା କୁ ସୋସିଆଲ ମିଡ଼ିଆ ରେ ଲିକ କରିଛି ତାକୁ ମୁଁ ପାଇଲେ ଢୋ କି ଦେବୀ। ଏହି ସିନେମା ହଲ ର ଦାୟିତ୍ୱ ଥିଲା କି ଯେପରି ଏହି ସିନେମା ଟିକୁ କେହି ରେକର୍ଡ ନକରନ୍ତି ବୋଲି। କାଇଁ କୋଉ ହିନ୍ଦୀ ସିନେମା ତ ଲିକ ହେଉନି।
ଯେଉଁ ଓଡ଼ିଆ ସିନେମା ଟି ଭଲ ନୁହେଁ ଲୋକେ ଦେଖିବା କୁ ପସନ୍ଦ କରୁ ନାହାନ୍ତି ତାକୁ ଲିକ କରୁନ, ବହୁତ ଦିନ ପରେ ଓଡ଼ିଆ ସିନେମା କୁ ତାଙ୍କର ଦର୍ଶକ ଙ୍କୁ ଫେରି ପାଇବା ପାଇଁ ଗୋଟେ ପ୍ରୟାସ ଥିଲା ତାକୁ ମାରିବାକୁ ବସିଛ।ବନ୍ଧୁଗଣ ଏହା କହିଛନ୍ତି ଓଡ଼ିଆ ସୁପର ହିଟ ସିନେମା “ଦମନ” ସିନେମା ର ଜଣେ ଅଭିନେତା। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ଉପରେ ଆଉ କଣ କହିଛନ୍ତି ସେ ଦମନ ସିନେମା ଲିକ କୁ ନେଇ ।
ତେବେ ଆପଣ ମାନେ ଜାଣିଥିବେ କି ସିନେମା ଟି ହଲ ରେ ରିଲିଜ ହେବା ପରେ ପରେ ସୋସିଆଲ ମିଡ଼ିଆ ରେ ଉପଲବ୍ଧ ଥିଲା। ତେବେ ଗତ ନଭେମ୍ବର ୪ ରେ ଏହି ସିନେମା “ଦମନ” ସିନେମା ହଲ ରେ ରିଲିଜ ହୋଇଥିଲା। ମାତ୍ର ଆଶ୍ଚର୍ଯ୍ୟ କି ଫିଲ୍ମ ରିଲିଜ ହେବା ର ମାତ୍ର କେଇ ଘଂଟା ପରେ ଏହି ସିନେମା ୟୁ ଟ୍ୟୁବ ରେ ଆପଲଡ଼ କରାଯାଇ ଥିଲା। ଯାହା ଫଳରେ ଲୋକ ମାନେ ସିନେମା ହଲ କୁ ନଯାଇ ନିଜ ମୋବାଇଲ ରେ ଦେଖିବା ର ସୁବିଧା ପାଇଥିଲେ। ଯାହା ଫଳରେ ଏହି ସିନେମା ଦ୍ୱାରା ଓଡିଆ ସିନେମା ଇନ୍ଦ୍ରଷ୍ଟ୍ରି କୁ ପୁଣି ପୂର୍ବ ସ୍ଥାନ କି ଫେରାଇବା ର ଚେଷ୍ଟା ରେ ବ୍ୟାଘାତ ସୃଷ୍ଟି ହୋଇଥିଲା।
ତେବେ ବର୍ତ୍ତମାନ ବାବୁସାନ ଙ୍କ ନୁଆ ସିନେମା “ଦମନ” ସିନେମା ହଲ ରେ ପଡିଛି, ତେବେ ଏହି ସିନେମା ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଛି ମଧ୍ୟ। କାରଣ ଏହି ସିନେମା ଟି ଜଣେ ସମାଜ ସେବୀ ଡାକ୍ତର ଓଁକାର ଙ୍କ ଜୀବନ ବିଷୟ ରେ ରହିଛି ଯାହାକି ଏହା ରିଏଲ ଷ୍ଟୋରି ଅଟେ।ତେବେ ଏହି ସିନେମା ଟି ଆମ ଓଡ଼ିଆ ମାଟି ର ଜଣେ ବୀର ଙ୍କ ର କାହାଣୀ ରହିଛି ଯାହାକୁ ନେଇ ଏହି ସିନେମା ଟି ପ୍ରସ୍ତୁତ କରାଯାଇଛି। ତେବେ ଏହି ସିନେମା ଟି ଏକ ଭିନ୍ନ ଏବଂ ସ୍ୱତନ୍ତ୍ର ସମାନ ଦେବା କୁ ଯାଉଛି ଆମ ଓଡ଼ିଆ ସିନେମା ଇନ୍ଦ୍ରଷ୍ଟ୍ରି କୁ ବୋଲି ଆଶା କରାଯାଉ ଥିଲା।
ତେବେ ଏହି ସିନେମା ର ଏହିପରି ହଲ ପ୍ରିଣ୍ଟ ୟୁ ଟ୍ୟୁବ ରେ ଭାଇରାଲ ହେବା କୁ ନେଇ ସିନିୟର ଅଭିନେତା ଜଣଙ୍କ ବିରକ୍ତ ପ୍ରକାଶ କରିଛନ୍ତି ଆଉ କହିଛନ୍ତି କି,ଯିଏ ଏହି ସିନେମା କୁ ସୋସିଆଲ ମିଡ଼ିଆ ରେ ଲିକ କରିଛି ତାକୁ ମୁଁ ପାଇଲେ ଢୋ କି ଦେବୀ।କାଇଁ କୋଉ ହିନ୍ଦୀ ସିନେମା ତ ଲିକ ହେଉନି। ବହୁତ ଦିନ ପରେ ଓଡ଼ିଆ ସିନେମା କୁ ତାଙ୍କର ଦର୍ଶକ ଙ୍କୁ ଫେରି ପାଇବା ପାଇଁ ଗୋଟେ ପ୍ରୟାସ ଥିଲା ତାକୁ ମାରିବାକୁ ବସିଛ।ତେବେ ତାଙ୍କର ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।