Daily news update , Real odisha local news

Jitu Das Amrutabani – ଆପଣଙ୍କ ଗୃହକୁ ମା ଲକ୍ଷ୍ମୀଙ୍କ ଆସିବାର ଶୁଭ ସଙ୍କେତ ଜାଣନ୍ତୁ ….

0 1,376

ବନ୍ଧୁମାନେ ଘରକୁ ଯେତେବେଳେ ମାଆ ଲକ୍ଷ୍ମୀ ଙ୍କର କୃପା ଦୃଷ୍ଟି ପଡିଥାଏ ସେତେବେଳେ ଘରୁ ସବୁ ଅସୁବିଧା ଦୂର ହେବା ସହିତ ଜୀବନରେ ଧନ ଓ ଅର୍ଥ ର ଅଭାବ ରହିଥାଏ ।ତେବେ ବହୁତ ସମୟରେ ଆମ ଆଖି ଆଗରେ ଅନେକ ଘଟଣା ଘଟିଥାଏ ଯାହାର ଅର୍ଥ କଣ ଆମେ ବୁଝି ପାରୁ ନାହିଁ ।ତେବେ ଏମିତି କିଛି ଲକ୍ଷଣ ଦେଖିବାକୁ ମିଳିଥାଏ ଯାହା ମାଆ ଲକ୍ଷ୍ମୀଙ୍କର ଆଗମନର ସଙ୍କେତ ଦେଇଥାଏ ।ତେବେ ସେହି ସଙ୍କେତ ଗୁଡିକ କଣ କଣ ଆସନ୍ତୁ ଜାଣିବା ।

-ତେବେ କୁହାଯାଏ କି କଳା ପିମ୍ପୁଡ଼ି ମାଆ ଲକ୍ଷ୍ମୀଙ୍କ ର ଏକ ଅଂଶ ତେଣୁ ଆପଣ ଯଦି କେତେବେଳେ ବି ଦେଖୁଛନ୍ତି ଯେ କଳା ପିମ୍ପୁଡ଼ି ଗୋଲ ଆକାରରେ ବୁଲୁଛନ୍ତି ତେବେ ଖୁସି ହୁଅନ୍ତୁ କି ଆପଣଙ୍କ ଘରକୁ ମା ଲକ୍ଷ୍ମୀ ଆସୁଛନ୍ତି ।

-ଝିଟିପିଟିକୁ ମଧ୍ୟ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ, ତେବେ ଯେତେବେଳେ ଖାଲିରେ ହଠାତ କାଁଥରେ ତିନୋଟି ଝିଟିପିଟି ଏକାଠି ଦେଖା ଯାଉଛନ୍ତି ତେବେ ତାହା ଏକ ଶୁଭ ସୂଚନା ଅଟେ ।
-ତେବେ ଆପଣ ତ ଶଙ୍ଖର ଧ୍ୱନି ଏକ ଶୁଭ ସଙ୍କେତ ଅଟେ ତେବେ ଯଦି ସକାଳ ଓ ସନ୍ଧ୍ୟା ସମୟରେ ନିତି ଶଙ୍ଖର ଧ୍ଵନି ଶୁଣା ଯାଇଥାଏ, ତେବେ ଜାଣି ରଖନ୍ତୁ କି ମାଆ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି ।ଆଉ ମାଆ ଆପଣଙ୍କ ଉପରେ ଖୁବ ସନ୍ତୁଷ୍ଟ ଅଛନ୍ତି,ତେଣୁ ସବୁ ଦୁଃଖ ଦୂର ହେବାକୁ ଯାଉଛି ।

-ଯଦି ଆପଣଙ୍କ ଡାହାଣ ହାତର ପାପୁଲି ବାରମ୍ବାର କୁଣ୍ଡେଇ ହେଉଛି ତାହାର ଅର୍ଥ ତାହା ଧନ ପ୍ରାପ୍ତିର ଶୁଭ ସଙ୍କେତ ଦେଇଥାଏ ।ଆଉ ଆପଣଙ୍କ ର ସବୁ ମନସ୍କାମନା ପୂରଣ ହେଇଥାଏ ।

-ଯଦି ଆପଣଙ୍କ ଘରେ କୌଣସି ଚଢ଼େଇ ଆସି ବସା ବାନ୍ଧିଥାଏ ତେବେ ଏହା ବହୁତ୍ ଶୁଭ ସଙ୍କେତ ମାନା ଯାଇଥାଏ। ଏହା ମା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଦେଇଥାଏ। ଏଥି ପାଇଁ ଯଦି ଆପଣଙ୍କ ଘରେ କେଉଁ ବି ଚଢ଼େଇ ବସା ବାନ୍ଧିଥାଏ ତେବେ ତାକୁ ଭୁଲରେ ବି ଭାଙ୍ଗନ୍ତୁ ନାହିଁ ।

-ଏସବୁ ବ୍ୟତୀତ ଯଦି ଆପଣଙ୍କ ସ୍ଵପ୍ନରେ ଝାଡୁ, ସାପ, ଓ ନେଉଳ ଆଦି ଦେଖୁଛନ୍ତି ତେବେ ତାହାର ଅର୍ଥ ନିକଟ ଭବିଷ୍ୟତ ରେ ନିଶ୍ଚିତ ଭାବେ ଧନ ପ୍ରାପ୍ତିର ଯୋଗ ରହିଅଛି। ଯଦି ଆପଣ ସତରେ ନେଉଳକୁ ଦେଖୁଛନ୍ତି ଆଉ ଘରୁ ବାହାରିବା ସମୟରେ ଆପଣ କହାକୁ ଝାଡୁ କରୁଥିବାର ବା ସଫା ସୁତୁରା କରୁଥିବାର ଦେଖିବାକୁ ପାଉଛନ୍ତି ତେବେ ଜାଣି ରଖନ୍ତୁ କି ଏହା ମା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ହୋଇଥାଏ ।ତେବେ ଆପଣ ଏହି ସଙ୍କେତ ଗୁଡିକ ଗୁଡିକରୁ କୋଉଠି ବି ଦେଖୁଥିଲେ ଖୁସି ହେଇ ଯାଆନ୍ତୁ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.