JITU DAS AMRUTABANI – ଦୀର୍ଘ ୩୦ବର୍ଷ ପରେ ପ୍ରଭୁ ସନିଦେବ ହେଲେ ପ୍ରସନ ! ନୂଆବର୍ଷ 2023ରେ (17 JANUARY) ଦିନ ଏହି 5ଟି ରାଶିରେ ଧନର ବର୍ଷା….
ବନ୍ଧୁମାନେ ଗ୍ରହ ନକ୍ଷତ୍ର ମାନଙ୍କ ର ଗତି ଓ ଦେବାଦେବୀ ମାନଙ୍କ ର ବିଶେଷ କୃପା ଯୋଗୁ ବେଳେବେଳେ କିଛି ରାଶି ଗୁଡିକର ଜୀବନରେ ହଠାତ ଚମତ୍କାର ଘଟିଥାଏ ।ଆଉ ବର୍ତ୍ତମାନ ଏହି ଚମତ୍କାର ଘଟିବାକୁ ଯାଉଛି ଏହି 5ଟି ରାଶିର ଜୀବନରେ, ଦୀର୍ଘ 30 ବର୍ଷ ପରେ ପ୍ରଭୁ ଶନିଦେଵ ଙ୍କର କୃପା ଦୃଷ୍ଟି ଏହି ରାଶି ଗୁଡିକ ଉପରେ ପଡୁଛି ।ଆଉ ଏହି କାରଣ ପାଇଁ ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ଘଟିବ, ସେମାନଙ୍କ ଜୀବନ ଧନଧାନ୍ୟ ରେ ଭରି ଉଠିବ ଓ ସବୁ ସମସ୍ୟା ରାନ୍ତ ଘଟିବ ।
ତେବେ ଶନିଦେଵ ନ୍ୟାୟର ଦେବତା ଅଟନ୍ତି ତେଣୁ ତାଙ୍କ କୃପା ଦୃଷ୍ଟି ରେ ଆସିବ ଖୁବ ସୌଭାଗ୍ୟ ର କଥା ।ତେବେ 5ଟି ରାଶି ଗୁଡିକ ଜୀବନରେ ଏହି ପରିବର୍ତ୍ତନ ଆଗାମୀ ଜାନୁଆରୀ 17 ରୁ ଆରମ୍ଭ ହେଇଯିବ, ଏବେ ସେହି ରାଶି ଗୁଡିକ କଣ କଣ ଆସନ୍ତୁ ଜାଣିବା ।
1.ବୃଷ ରାଶି:-
ତେବେ ଏହି ରାଶି ପ୍ରଥମ ଅଟେ ଯାହା ଉପରେ ଶନିଦେଵ ଙ୍କ ଅଧିକ କୃପା ଦୃଷ୍ଟି ପଡୁ ଆସିଜି ।ତେବେ ଏହି ରାଶିରେ ଶନିଦେଵ ଦଶମ ଘରକୁ ଗୋଚର କରିବେ, ତେବେ ଦଶମ ଘର କର୍ମର ଘର ଅଟେ ।ଦଶମ ଘରେ ରହି ଶନିଦେବ ଆପଣଙ୍କ କର୍ମ ଦ୍ୱାରକୁ ବାଟ ଖୋଲିଦେବେ ଯେଉଁଥି ପାଇଁ ଆପଣଙ୍କ କାମରେ ଉନ୍ନତି ହେବ ।ନୂଆ କାମ ଖୋଜୁଥିଲେ ତାହା ମିଳିବ ଓ ସମସ୍ତ ଦିଗରୁ ଉନ୍ନତି କରିବେ ।
2.ତୁଳା ରାଶି:-
ତୁଳା ରାଶିରେ ଶନିଦେବ ପଞ୍ଚମ ଘରକୁ ଗୋଚର କରିବେ ଆଉ ଏହି ଗତି ଯୋଗୁ ତ୍ରିକୋଣ ରେ ୩୦ ବର୍ଷ ପରେ ଶନିଦେବ ଏମାନଙ୍କର ସପ୍ତମ ଗୃହକୁ ନଜର ଦେବେ ।ଏହି ଦୃଷ୍ଟି ପଡିଲେ ଏହି ରାଶିର ଭାଗ୍ୟ ଉଦୟ ହେବ ଧନ ସମ୍ପତିରେ ଘର ପୁରି ଯିବ ଓ ମସ୍ତ ସମସ୍ୟା ର ଅନ୍ତ ହେବ ।
3.ଧନୁ ରାଶି:-
ଏହି ରାଶି ଉପରେ ଶନିଦେଵ ଖୁବ ପ୍ରସନ୍ନ ଅଛନ୍ତି ତେଣୁ ଶନିଦେଵ ଙ୍କ କୃପାରୁ ଆପଣଙ୍କ ର ସବୁ ଅସୁବିଧା ର ସମାଧାନ ହେବ ।ଅନେକ ଖୁସି ସମ୍ବାଦ ଆପଣଂକୁ ମିଳିବ ଓ ଇଛା ଅନୁଯାୟୀ ସବୁକିଛି ପ୍ରାପ୍ତ ହେବ ଆପଣଂକୁ ।ପରିବାର ଭିରେ ସୁସମ୍ପର୍କ ସ୍ଥାପନ ହେବ ।
4.ମକର ରାଶି:-
ଏହି ରାଶି ର ବ୍ୟକ୍ତି ମାନେ ଆଗାମୀ ସମୟରେ ଅତ୍ୟନ୍ତ ସୁନ୍ଦର ଜୀବନ ବିତାଇବେ , ଶନିଦେଵ ଙ୍କ କୃପାରୁ ଏମାନଙ୍କ ଜୀବନରେ ସବୁକିଛି ପୁରା ବଦଳିଯିବ ।ଘରେ ଆର୍ଥିକ ପରିସ୍ଥିତି ସୁଦୃଢ ହେବ ଓ ପାରିବାରିକ ଜୀବନ ଖୁସିରେ ବିତିବ ।
5.କୁମ୍ଭ ରାଶି:-
ଶନିଦେଵ ଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ରାଜ ଯୋଗ ବନୁ ଅଛି ଆଗାମୀ ସମୟରେ ।ଆପଣଙ୍କୁ ସବୁ ଜାଗାରୁ ସଫଳତା ହାସଲ ହେବ ସମାଜରୁ ସମ୍ମାନ ଓ ପ୍ରତିଷ୍ଠା ପାଇବେ ।ପତିବର ଭିରେ ସୁଖ ଶାନ୍ତି ଲାଗି ରହିବ ଓ ଟଙ୍କା ପଇସା ର ଅଭାବ ଦୂର ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।