Daily news update , Real odisha local news

jitu das amrutabani -ଆଜି 24 ,11, 2022 ମାର୍ଗଶିର ମାସର ଦ୍ୱିତୀୟ ମାଣବସା ଗୁରୁବାର କାହାକୁ କିଛି ନକହି ମାନନ୍ତୁ ଏହି ୫ଟି ନିୟମ ମା ଲକ୍ଷ୍ମୀ ନିଜେ କରିବେ ମାଲାମାଲ…..

0 774

ବନ୍ଧୁମାନେ ହିନ୍ଦୁ ଧର୍ମ ଅନୁସାରେ ମାତା ଲକ୍ଷ୍ମୀ ଙ୍କୁ ଧନ ଓ ସମ୍ପଦର ଦେବୀ କୁହାଯାଏ ।ମାଆ ଙ୍କର କୃପା ଯାହା ଉପରେ ରହିଥାଏ ତାର ଜୀବନରେ କେବେ ଧନ ର ଅଭାବ ରହେ ନାହିଁ ।

ତେବେ ମାର୍ଗଶିର ମାସ ଗୁରୁବାର ଯାହା ମାତା ଲକ୍ଷ୍ମୀ ର ଦିନ ଅଟେ ଏହିଦିନ କେହି ଯଦି ମାଆ ଙ୍କୁ ପୂଜା କରିଥାଏ ତେବେ ସେ ଜୀବନରେ ବହୁତ ଖୁସିରେ ରହେ ।ତେବେ ଆଜି ହେଉଛି ସେହି ମାର୍ଗଶିର ମାସର ଦ୍ଵିତୀୟ ଗୁରୁବାର, ତେଣୁ ଏହିଦିନ ଆପଣ ଏମିତି କିଛି କାମ କରନ୍ତୁ ଯାହା ଉପରେ ମାଆ ଲକ୍ଷ୍ମୀ ଆହୁରି ସନ୍ତୁଷ୍ଟ ହେବେ ।ଆଉ ଆପଣଙ୍କ ର ସବୁ ଇଛା ପୂରଣ କରିବେ, ତେବେ ଆସନ୍ତୁ ସେହି ଉପାୟ ଗୁଡିକ ବିଷୟରେ ଜାଣିବା ।

-ବନ୍ଧୁମାନେ ମନେ ରଖିବେ କେବେ ହେଲେ ଗୋଟିଏ ହାତରେ ଭଗବାନ ଙ୍କୁ ପ୍ରଣାମ କଟିବେ ନାହିଁ ।ଯଦି କେତେବେଳେ ସେମିତି ଅସୁବିଧାରେ ପ୍ରଣାମ କରିବାକୁ ପଡୁଛି ତେବେ ମୁଣ୍ଡ ନୁଆଇଁ ନେଇ ପାରିବେ ।

-ପ୍ରତିଦିନ ନାରୀ ମୁଣ୍ଡରେ ସିନ୍ଦୁର ପିନ୍ଧିଲା ବେଳେ କେବେ ଆଙ୍ଗୁଳିରେ ସିନ୍ଦୁର ନଲଗାଇ ବରଂ ରୂପାରେ କଣ୍ଟା ରେ ସିନ୍ଦୁର ଲଗାଇଲେ ଶୁଭ ହେଇଥାଏ ।

-ଆପଣଙ୍କ ଘରେ ପୂର୍ବ ପୁରୁଷ ଙ୍କ ଫୋଟ କୁ କେବେ ଦକ୍ଷିଣ ବା ପଶ୍ଚିମ ଦିଗରେ କାନ୍ଥରେ ଲଗାଇବେ ନାହିଁ ବରଂ ସବୁବେଳେ ଉତ୍ତର ଦିଗ କାନ୍ଥରେ ଲଗାଇଲେ ତାଙ୍କ ମୁଁହ ଟି ଦକ୍ଷିଣ ଦିଗକୁ ରହିବ, ଏଥିରେ ଗୃହର ସର୍ବବିଧ ମଙ୍ଗଳ ହୋଇଥାଏ।

-ଘରେ କେବେ ଅଚଳ ଘଣ୍ଟା ରଖନ୍ତୁ ନାହିଁ ଆଉ ଦକ୍ଷିଣ କାନ୍ଥରେ ବି ଘଂଟା ରଖିବେ ନାହିଁ ।ଆଉ ନି ଆଲମାରୀ ର କୁହ ଦକ୍ଷିଣ ଦିଗକୁ କରି ରଖିବେ ନାହିଁ, ଟେପରି କଲେ ପରିବାରରେ କାହାର ନା କାହାର ଦେହ ସର୍ବଦା ଅସୁସ୍ଥ ରହିଥାଏ ।

-ଆପଣ ଯେବେ ବି ଝାଡୁ କିନେବେ ସେଦିନ ଶନିବାର ହେଇଥିବା ଦରକାର, ଆଉ ଝାଡୁ କୁ କେବେ ଗୋଡ଼ରେ ଏଡେଇବେ ନାହିଁ ।ଆଉ ଘରର ପଶ୍ଚିମ ଦିଗରେ ଝାଡୁ ରଖିବେ ।

-ମନେ ରଖିବେ ସୁନା ଜିନିଷ କେବେ ବାମ ହାତରେ ପିନ୍ଧିବେ ନାହିଁ ଆଉ ସୁନା କୁ ସବୁବେଳେ ନାଲି ବା ହଳଦିଆ କପଡାରେ ଗୋଡ଼ାଇ ରଖନ୍ତୁ ।

-ପ୍ରତ୍ୟେକ ଗୁରୁବାର ଦିନ ଆପଣ ଅଶ୍ୱସ୍ତ ଗଛ ମୂଳେ ଜଳ , କଞ୍ଚା ରେ ହଳଦୀ ମିଶାଇ ଢାଲନ୍ତୁ ଆଉ ଗଛ ଚାରିପଟେ ବୁଲନ୍ତୁ ।ଏହା ଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ।

-ଅନ୍ଧାର ଘରେ ଭୋଜନ କରିବେ ନାହିଁ, ଆଉ କେବେ ପଥର, କାଠର ପିଢ଼ାରେ ବଶି ଠାକୁର୍ ପୂଜା କରନ୍ତୁ ନାହିଁ ,ଏହା ଦ୍ବାରା ଘରକୁ ଦୁର୍ଭାଗ୍ୟ ମାଡ଼ି ଆସିଥାଏ ।ତେଣୁ ସବୁବେଳେ କୁଶ ଓ ଆସନ ରେ ବସି ପୂଜା କରିବେ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.