Daily news update , Real odisha local news

ଜନ୍ମ ଜନ୍ମର ସାଥୀ ନାଗୁଣୀର ପାଖ ଛାଡୁନି ନାଗ!! | ଏହି ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ !!

0 735

ପ୍ରେମ ନିରନ୍ତର, ପ୍ରେମ ଶ୍ଵାଶତ୍ୱ ,ପ୍ରେମ ର ନା ଥାଏ କିଛି ବାଛ ବିଚାର ନା ତାର ରହିଛି ଆରମ୍ଭ ନା ଶେଷ। ତେବେ ସତ ପ୍ରେମ କରୁଥିବା ଲୋକେ କିଛି ବୁଝନ୍ତି ନାହିଁ ସେ ବାସ ନିଜ ହୃଦୟ ର ପ୍ରତି କୋଣ ଅନୁକୋଣରେ ବିଶ୍ୱାସ ର ସହ ପ୍ରେମ କରିଥାନ୍ତି।ପରିସ୍ଥିତି କିଛି ବି ହେଉ ନା କାହିଁକି କେବେବି କେହି କାହାର ହାତ ଛାଡିବେ ନାହିଁ ବୋଲି ଶପଥ ନେଇଥାନ୍ତି।

ତେବେ ଏହି ଭଲ ପାଇବା ଓ ପ୍ରେମ ହୁଏତ ଆଜିକାଲି ର ମଣିଷ ପାଖରେ ନାହିଁ ମାତ୍ର ଆଜି ବି ପଶୁପକ୍ଷୀ ଙ୍କ ପାଖରେ ଆପଣ ଏହା ଦେଖିବା କୁ ପାଇବେ।

ଏହିଭଳି ଏକ ନାଗ ନାଗୁଣି ର ସତ୍ୟ ପ୍ରେମ ବିଷୟ ରେ ଆମେ ଆପଣ ଙ୍କୁ ଜଣେଇବା କୁ ଯାଉଛୁ ଯାହା ଜାଣିଲେ ଆପଣ ଙ୍କ ହୃଦୟ କାନ୍ଦି ଉଠିବ। ତେବେ ଘଟଣା ଟି କିଛି ଏହିପରି କି ନେଉଳ ର ଆକ୍ରମଣ ରେ ନାଗୁଣି ର ମୃତ୍ୟୁ ହେବା ପରେ ନାଗ ସେହିପରି ତା ପାଖରେ ଜଗି ବସିଛି ,ତାକୁ ଛାଡି କୁଆଡେ ଯାଉ ନାହିଁ ।ଜନ୍ମ ଜନ୍ମ ର ସାଥି କୁ ହରେଇ ତା ହୃଦୟ ରେ ବିତଉଥିବା ଦୁଃଖ ଆପଣ ତାକୁ ଦେଖିଲେ ଜାଣି ପାରିବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ।

ସୂଚନାଯୋଗ୍ୟ ଯେ, ଘଟଣା ଟି ହେଉଛି ଉତ୍ତର ପ୍ରଦେଶ ର ଏକ ଗ୍ରାମ ରେ ଯେଉଁ ଠାରେ ଏକ ନାଗ ନାଗୁଣି ଯୋଡି ବହୁ ଦିନ ରୁ ରହି ଆସୁଥିଲେ ଏବଂ କେବେ ବି କାହାର କ୍ଷତି କରୁ ନଥିଲେ। ତେବେ କିନ୍ତୁ ଉଭୟ ଙ୍କ ମଧ୍ୟରେ ଗୋଟିଏ ନେଉଳ ସବୁବେଳେ ଆସୁଥିଲା ଆଉ ସେ ନାଗ କୁ ଆକ୍ରମଣ କରୁଥିଲା। ମାତ୍ର ନାଗୁଣି ତା ସହ ଯୁଦ୍ଧ କରି ସବୁବେଳେ ନାଗ କୁ ରକ୍ଷା କରୁଥିଲା। ମାତ୍ର ସେଦିନ ନେଉଳ ଟି ହଠାତ ଉପରେ ନାଗୁଣି କୁ ଆକ୍ରମଣ କରିଥିଲା। ଆଉ ନେଉଳ ର ଆକ୍ରମଣ ରେ ସଂଗେ ସଂଗେ ନାଗୁଣି ର ମୃତ୍ୟୁ ସୋଇଥିଲା।

ତେବେ ନାଗୁଣି କୁ ମୃତ୍ ଦେଖି ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲା ନାଗ ଆଉ ନିଜକୁ ପଥର ରେ ଖଣ୍ଡିଆ କରିଥିଲା ଆଉ ସେହିପରି ମୃତ ନାଗୁଣି ପାଖରେ ବସି ରହିଥିଲା। କାହାକୁ କିଛି କହୁ ନଥିଲା ତାର ନାଗୁଣି କୁ ଧରି ସେହିପରି ସେ ବସି ରହିଛି , ତେବେ ଏହାକୁ ଦେଖିବା ପାଇଁ ସେଠାରେ ଲୋକ ଙ୍କ ର ଭିଡ଼ ଲାଗି ରହିଛି। କିନ୍ତୁ ନାଗ ତାର ଜନ୍ମ ଜନ୍ମର ସାଥି କୁ ଏକା ଛାଡିବା କୁ ଚାହେଁ ନାହିଁ ତେଣୁ ତା ପାଖ ରେ ସେ ସେହିପରି ଜଗି ରହିଛି। ତେବେ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଭାଇରାଲ ହେଉଛି। ସତରେ ନିଜ ପ୍ରିୟଜନ ଙ୍କ ଠାରୁ ଦୂରେଇ ରହିବାର କଷ୍ଟ ଏହି ନାଗ ଆଖିରେ ଦେଖା ଯାଉଚି। ଭଗବାନ ଏହିପରି କାହା ସହ କରନ୍ତୁ ବୋଲି ଆମେ ପ୍ରାର୍ଥନା କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.