Daily news update , Real odisha local news

ମୋ ଝିଅ ଯେତେବେଳେ ପରୀକ୍ଷା ଦେବାକୁ ବାହାରୁଛି ସେହି ସାପ ତାକୁ ଗୋଡେଇ କାମୁଡୁଛି – ଦେଖନ୍ତୁ ଭିଡିଓ

0 568

ପରୀକ୍ଷା ଦେବା କୁ ଘରୁ ବାହାରିବା ବେଳେ ଛାତ୍ରୀ ଙ୍କୁ ଗୋଡେଇ ଗୋଡେଇ କାମୁଡୁଛି ବିଷ ଧର ସାପ। ଥରେ କି ଦୁଇ ଥର ନୁହେଁ ବରଂ ତିନି ତିନି ଥର ଛାତ୍ରୀ ଙ୍କୁ ଚୋଟ ମାରି ସାରିଲାଣି ସାପ। ଠିକ ପରୀକ୍ଷା ଦେବା କୁ ବାହାରିବା ବେଳକୁ କାମୁଡୁଛି ସାପ ଯାହା ଫଳରେ ଯୁକ୍ତ ଦୁଇ ର ପରୀକ୍ଷା ଠିକ ଭାବରେ ଦେଇ ପାରୁ ନାହାନ୍ତି ଛାତ୍ରୀ ଜଣଙ୍କ। ତେବେ ଆସନ୍ତୁ ଜାଣିବା କେଉଁଝର ଜିଲ୍ଲା ର ଆନନ୍ଦପୁର ଅଞ୍ଚଳ ରେ ଘଟିଥିବା ଏହି ଘଟଣା ବିଷୟ ରେ।

ବନ୍ଧୁଗଣ ଆପଣ ମାନେ ଅନେକ ପ୍ରକାରର ସାପ କାହାଣୀ ବିଷୟ ରେ ପୂର୍ବରୁ ଶୁଣିଥିବେ ଏବଂ ଟିଭି ଓ ସିନେମା ରେ ଦେଖିଥିବେ ମଧ୍ୟ। ତେବେ ତାହା ଭିତରେ ଏହିପରି ମଧ୍ୟ କିଛି କାହାଣୀ ରହିଥାଏ ଯେଉଁ ଥିରେ ଦେଖିବା କୁ ମିଳେ କି, ସାପ ର ମୃତ୍ୟୁ ହୋଇଯାଇଥିବ ଆଉ ସେ ମଣିଷ ରୁପ ରେ ଜନ୍ମ ଗ୍ରହଣ କରିଥିବ।ତେବେ ତା ପରେ ସେହି ସାପ ଟି ସବୁବେଳେ ସେହି ମଣିଷ ପାଖକୁ ଆସୁଥିବା ଇତ୍ୟାଦି। କିନ୍ତୁ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ସତ୍ୟ ଘଟଣା ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ତେବେ ସୂଚନା ଅନୁସାରେ, କେଉଁଝର ଜିଲ୍ଲା ର ଆନନ୍ଦପୁର ର ଏକ ଅଞ୍ଚଳ ରେ ଲିପ୍ସା ସାହୁ ନାମକ ଜଣେ ଯୁବକ ଦୁଇ ର ଛାତ୍ରୀ ଙ୍କୁ ବାରମ୍ବାର କାମୁଡୁଛି ଗୋଟିଏ ସାପ। ତେବେ ବର୍ତ୍ତମାନ ଲିପ୍ସା ଙ୍କ ର ପରୀକ୍ଷା ଚାଲିଛି ଆଉ ଯେତେବେଳେ ସେ ପରୀକ୍ଷା ଦେବା କୁ ବାହାରିଛନ୍ତି ସେତେବେଳେ ସାପ ଟି ତାଙ୍କୁ ଗୋଡେଇ ଗୋଡେଇ କାମୁଡୁଛି। ତେବେ ଥରେ ନୁହେଁ ବରଂ ତିନି ଥର ଏହିପରି ସାପ ଟି ତାଙ୍କୁ କାମୁଡ଼ି ସାରିଲାଣି ଯାହା ଫଳରେ ସେ ଠିକ ଭାବରେ ପରୀକ୍ଷା ଦେଇ ପାରୁ ନାହାନ୍ତି ମଧ୍ୟ ।ତେବେ ଏହାକୁ ନେଇ ପୁରା ପରିବାର ଚିନ୍ତା ରେ ରହୁଛନ୍ତି।

ତେବେ ଗତକାଲି ସେହିପରି ଲିପ୍ସା ପରୀକ୍ଷା ଦେବାକୁ ବାହାରିବା ବେଳେ ସାପ ଟି ତାଙ୍କୁ କାମୁଡି ଥିଲା ମାତ୍ର ଏହାକୁ ଖାତର ନକରି ଛାତ୍ରୀ ଜଣଙ୍କ ହସ୍ପିଟାଲ ଯିବା ବଦଳରେ କଲେଜ କୁ ପରୀକ୍ଷା ଦେବାକୁ ଆସିଥିଲେ। ମାତ୍ର ଅଧା ପରୀକ୍ଷା ରୁ ତାଙ୍କର ଦେହ ଅସୁସ୍ଥ ହେବା କାରଣ ରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡୁନାହିଁ କି ସାପ ଟି କାହିଁକି ବାରମ୍ବାର ଲିପ୍ସା ଙ୍କୁ କାମୁଡୁଛି ବୋଲି। ତେବେ ଘଟଣା ଟି ଭାଇରାଲ ହେବା ପରେ ଲୋକେ କହିଛନ୍ତି କି ସେହି ସାପ ସହ ଯୁବତୀ ଙ୍କ ର ବଧେ ପୂର୍ବ ଜନ୍ମ ର କିଛି ସଂଯୋଗ ରହିଛି ଯାହା ପାଇଁ ସାପ ଟି ତାଙ୍କୁ କାମୁଡୁଛି ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.