Daily news update , Real odisha local news

“ବିନା ମୁଣ୍ଡ ଥିବା ଜୀବନ୍ତ କୁକୁର କେମିତି ବଞ୍ଚିଛି” ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

0 3,320

ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।

ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇ ଭୟଭୀତ ହୋଇଯାଇଥାଉ।

ତେବେ ବର୍ତ୍ତମାନ ଏହିଭଳି ଏକ ଫୋଟ କୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି ଯାହାକୁ ଦେଖିଲେ ଆପଣ ମଧ୍ୟ କିଛି ସମୟ ଦ୍ୱନ୍ଦ ରେ ରହିଯିବେ ଏବଂ ଭାବିବେ କି ଏହିପରି କିପରି ସମ୍ଭବ ଅଟେ ବୋଲି। ତେବେ ବନ୍ଧୁଗଣ ଆପଣ ମାନେ କେବେ ବିଶ୍ୱାସ କରି ପାରିବେ କି ଗୋଟିଏ କୁକୁର ବିନା ମୁଣ୍ଡ ରେ ଜୀବିତ ରହିଛି ବୋଲି। କିନ୍ତୁ ଏହି ଭାଇରାଲ ଫୋଟ ରେ ଆପଣ ଙ୍କୁ ଏହିପରି ଏକ ଫୋଟ ଦେଖିବା କୁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜ ଆଖି କୁ ବିଶ୍ୱାସ କରି ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ।

ତେବେ ସୂଚନାଯୋଗ୍ୟ ଯେ , ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଗୋଟିଏ ଅଦ୍ଭୁତ କୁକୁର ର ଫୋଟ ଟି ଭାଇରାଲ ହେବା ରେ ଲାଗିଛି। ତେବେ ଏହି କୁକୁର କୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ କିନ୍ତୁ ପୁରା କାହାଣୀ ଜାଣିଲେ ଆପଣ ଫୁଲ ହୋଇଯିବେ। ତେବେ ପ୍ରକୃତ ରେ ଏହା ସମ୍ଭବ ନୁହେଁ କି ଗୋଟିଏ କୁକୁର ବିନା ମୁଣ୍ଡ ରେ ବଂଚିଯିବ ବୋଲି। ତେବେ ଏହି କୁକୁର ଟିର ଯେଉଁ ଫୋଟ ଟି ଭାଇରାଲ ହେଉଛି ତାହା ଏହିପରି ଦେଖା ଯାଉଛି ଯେପରି କୁକୁର ର ମୁଣ୍ଡ କାଟି ତାର ଅପରେସନ ହୋଇଛି ଆଉ ସେ ବଞ୍ଚିଛି।

ମାତ୍ର ପ୍ରକୃତ ରେ ଏହା ହେଉଛି କୁକୁର ର ଆଜି ଗୋଡ଼ ଯାହାକି ସର୍ଜରୀ ହୋଇଛି ଏବଂ କୁକୁର ଟି ମୁଣ୍ଡ ବୁଲେଇ ବସିଥିବା ବେଳେ ତାର ମାଲିକ ଏହି ଫୋଟ ଟିକୁ ଉଠାଇ ଥିଲେ ।ମାତ୍ର ଫୋଟ ଟି ଏହିଭଳି କୌତୁହଳିକ ଭାବରେ ଉଠିଥିଲା କି ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ଚାଲିଛି। ତେବେ ଏହିପରି ଫୋଟ ଉଠେଇବା ପରେ କୁକୁର ର ମାଲିକ ଏହାକୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଆପଣ ମଧ୍ୟ ଏହି ଫୋଟ କୁ ଦେଖିଲେ କିଛି ସମୟ ଦ୍ଵଦଂ ରେ ରହିଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.