ବନ୍ଧୁମାନେ ବିବାହ ଏକ ପବିତ୍ର ବନ୍ଧନ ଅଟେ, ଯେଉଁଠି କେବଳ ଦୁଇଟି ବ୍ୟକ୍ତି ସମ୍ପର୍କ ରୁ ଏକ ବିରାଟ ସମ୍ବନ୍ଧ ର ସୃଷ୍ଟି ହେଇଥାଏ ।ତେବେ ଆଜିକାଲି ର ବିବାହ ଗୁଡିକରେ ଘଟୁଥିବା ଘଟଣା ଗୁଡିକ ଦେଖିଲେ ଏହି ବିବାହ ମହତ୍ୱ ହଜିବାରେ ଲାଗୁଚି ।ଆଉ ବର୍ତ୍ତମାନ ବି ଏମିତି ଏକ ଘଟଣା ସୋସିଆଲ ମେଡିଆରେ ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣଙ୍କ ର ବିବାହ ଉପରୁ ଭରଷା ଉଠିଯିବ । ତେବେ ଏହି ଵିଵାହ ରେ ସବୁକିଛି ହେଉଛି ଏମିତି କି ବିବାହ ବି ସମ୍ପନ୍ନ ହେଉଛି କିନ୍ତୁ ଠିକ ଝିଅ ବିଦା ବେଳକୁ ଝିଅ ନିଜ ପ୍ରେମିକ ସହ ଫେରାର ହେଇ ଯାଉଛି ।
ତେବେ ଆପଣ ଦେଖୁଥବେ କି ଗୋଟିଏ ବିବାହ ସମ୍ପର୍କ ଯୋଡିବା ପାଇଁ ପରିବାର ଲୋକମାନେ କେତେ ଖୁସି ଦେଖାଇଥାନ୍ତି ।କିନ୍ତୁ ସେହି ମାଁ ସମ୍ମାନ କୁ ମାଟିରେ ମିଷେଇବା ପାଇଁ ଆଜିର ଯୁବକ ଯୁବତୀ ମନେ ଟିକିଏ ସମୟ ବି ନେଉ ନାହାନ୍ତି ।ତେବେ ଆଜିର ଏହି କନିଆ କୁ ବି ଆପଣ ଦେଖୁ ନାହାଁନ୍ତି କେମିତି ବାହାଘର ପରେ ପ୍ରେମିକ ଗାଡି ପଛରେ ପୁରା ଫିଲ୍ମ ଷ୍ଟାଇଲ ଭାଗି ଯାଉଛନ୍ତି ।ଆଉ ଏପଟେ ଏହି ଘଟଣା ବିଷୟରେ ପରିବାର ଲୋକ ମାନେ ଓ ବର ଘର ଲୋକମାନେ ଜାଣିବା ପରେ କଣ ହେଉଛି ଦେଖନ୍ତୁ ।
ତେବେ ଘଟଣା ଟି ହେଉଛି ବଲାଙ୍ଗୀର ଟାଉନ ରେ ଥିବା ବ୍ରାହ୍ମଣ ପଡ଼ା ରେ ।ତେବେ ମୁକୁନ୍ଦ ପୁର ର ନାରାୟଣ ମାଝି ଙ୍କ ପୁଅ ପ୍ରେମକୁମାର ସହିତ ବ୍ରାହ୍ମଣ ପଡ଼ା ର ସୁରେନ୍ଦ୍ର ସାହୁଙ୍କ ଝିଅ ଲିଜା ର ବିବାହ ଠିକ ହୋଇଥିଲା ।ଆଉ ଗତ ଗୁରୁବାର ଦିନ ଖୁବ ଧୂମ ଧାମରେ ବରଯାତ୍ରୀ ଆସିଥିଲେ, ବର ଯାତ୍ରୀ ର ସ୍ଵାଗତ ସରିବା ପରେ ବ୍ରାହ୍ମଣ ଙ୍କ ମନ୍ତ୍ର ରେ ବୈଦିକ ରୀତିନୀତି ରେ ଉଭୟ ଙ୍କ ର ବାହାଘର ମଧ୍ୟ ସମ୍ପୂର୍ଣ୍ଣ ହେଲା ।ହେଲେ କଣ ହେବ କାହା ମ୍ବର କଥା କିଏ ବା ଜାଣିବା, ଏପଟେ କନ୍ୟା ର ଠିକ ବିଦାୟ କୁ ସମସ୍ତେ ଅପେକ୍ଷା କରିଥିବା ବେଳେ କନ୍ୟା କିନ୍ତୁ ନିଜ ପ୍ରେମିକ ସହ ଫେରାର ହେଇଗଲା ।
ତେବେ ଏହି ଘଟଣା ବିଷୟରେ ପାଖରେ ପାଖରେ ଥିବା ସିସିଟିଭିରେ ଔର ରେକର୍ଡ ହେଇଥିଲା ।ତେବେ ବିବାହ ସରିବା ପରେ ସ୍ବାମୀ ଙ୍କୁ ଶିଶୁପାଳ କରି ଦେଇ କନ୍ୟା ଜଣଙ୍କ ନିଜ ପ୍ରେମିକ ସହ ଫେରାର ହେଇଯିବା କଥା ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଣ୍ଟୁ ଥିବା ବେଳେ ଅନ୍ୟ ପଟେ ଏହି ଘଟଣା କୁ ନେଇ ବର ଘର ଲୋକମାନେ ରାଗି ଯାଇଥିଛନ୍ତି ।ତେଣୁ ଏନେଇ ବର ଘର କନ୍ୟା ଘର ଓ କନ୍ୟା ଉପରେ ଥାନା ରେ ଅଭିଯୋଗ କରିଛନ୍ତି ।ତେବେ ବର ଙ୍କ କହିବା ଅନୁସାରେ ବିବାହ ଆଗରୁ ଯାଇଥିଲେ ଯାଇଥାନ୍ତେ ବାହାଘର ସରିବା ପରେ ପଳେଇ ଯିବା ଆମ ପରିବାର ପ୍ରତି ଅପମାନ ତେଣୁ ଆମର ସମସ୍ତ କ୍ଷତିପୂରଣ ଦେବା ସହ କନ୍ୟା ଙ୍କୁ କଠର ଦଣ୍ଡ ଦିଆଯାଉ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।