ବନ୍ଧୁମାନେ ବର୍ତ୍ତମାନ ସମୟରେ ଖୁବ କମ ବୟସରୁ ସମସ୍ତଙ୍କ ପାଖରେ ଅନେକ ପ୍ରକାରର ରୋଗ ବ୍ୟାଧି ଦେଖିବାକୁ ମିଳୁଛି ।ତେବେ ପୂର୍ବରୁ ଆଣ୍ଠୁ ଗଣ୍ଠି ବ୍ୟଥା ଆଫି ଅସୁବିଧା ବୟସ୍କ ଲୋକ ମାନଙ୍କ ପାଖରେ ଦେଖା ଯାଉଥିଲା ।ହେଲେ ବର୍ତ୍ତମାନ ଛୋଟ ପିଲା ମାନଙ୍କ ବି ଏହି ଆଣ୍ଠୁ ଗଣ୍ଠି ବ୍ୟଥା ଦେଖି ବାକୁ ମିଳୁଛି ।ଏମିତି ବ୍ୟଥା ପାଇଁ ବ୍ୟକ୍ତି ଙ୍କୁ ଚାଲିବା,ଉଠିବା ବଶିବାରେ ବି ଖୁବ ଅସୁବିଧା ହେଉଛି ।ତାଛଡା ଏସବୁ ଏମିତି ରୋଗ କି ଯେଉଁଥି ପାଇଁ ଯେତେ ମେଡ଼ିସିନ ନେଲେ ବି ତାହା ଠିକ ହୁଏ ନାହିଁ ।
ତେବେ ବନ୍ଧୁମାନେ ଆଜି ଆମେ ଆଣ୍ଠୁଗଣ୍ଠି ବ୍ୟଥା ପରି ଯେତେ ବ୍ୟଥା ରହିଛି ତାହାର ଚିକିତ୍ସା ପାଇଁ ଏମିତି ଏକ ଘରୋଇ ଉପାୟ ନେଇ ଆସିଛୁ ଯାହାର ବ୍ୟବହାର କଲା ପରେ ଶତ ପ୍ରତିଶତ ଉପଶମ ମିଳିବ ।ତେବେ ଯେଉଁ ଯେଉଁ ବ୍ୟକ୍ତି ଓ ପିଲାମାନେ ଏହି ଛୋଟ ଉପାୟ କୁ ଯଦି ଠିକରେ ପାଳନ କରୁଛନ୍ତି ତାହେଲେ ଏହି ଗଣ୍ଠି ଜନିତ ବ୍ୟଥା ସବୁଦିନ ପାଇଁ ଭଲ ହେଇଯିବ ।ଏବେ ଆସନ୍ତୁ ନଜର ପକାଇବା ଏହି ଘରୋଇ ଉପଚାର କେମିତି ପ୍ରସ୍ତୁତି ହେଉଛି ଓ ତାହାର ବ୍ୟବହାର ଉପରେ ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ରାଶି ତେଲ
-ରଶୁଣ ତେଲ
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ଏହି ରିମେଡି ତିଆରି କରିବାକୁ ହେଲେ ଆପଣଂକୁ 2ଟି ତେଲ ନେବାକୁ ପଡିବ ଗୋଟିଏ ରଶୁଣ ତେଲ ଓ ଖୋସା ତେଲ ।ଏହି ଫୁଇୟି ତେଲ କୌଣସି ବି ପ୍ରକାର ଗଣ୍ଠି ଜନିତ ବ୍ୟଥା ପାଇଁ ଖୁବ ଭଲ କାମ କରିଥାଏ ।ତେବେ ଖୋସା ତେଲ କୁ ଆପଣ ମାର୍କେଟ ରୁ ପାଇ ଯିବେ କିନ୍ତୁ ରଶୁଣ ତେଲ କୁ ତିଆରି କରିବାକୁ ହେବ ।ତେବେ ରଶୁଣ ତେଲ ତିଆରି କରିବା ପାଇଁ 100 ଗ୍ରାମ ଶୋରିଷ ତେଲ ନିଅନ୍ତୁ ସେଥିରେ କିଛି ରଶୁଣ କୁ ଅଧା ଚେଞ୍ଚି ପକାନ୍ତୁ ।ଏହାପରେ ସେହି ତେଲ କୁ କିଛି ସମୟ ଫୁଟାନ୍ତୁ ,ତାପରେ ଆପଣଙ୍କ ର ରଶୁଣ ତେଲ ତିଆରି ହେଇ ଯିବ ।
-ଏହାପରେ ଗୋଟିଏ ବାଟି ରେ ସମାନ ଭାଗର ରଶୁଣ ତେଲ ଓ ଖୋସା ତେଲ ନିଅନ୍ତୁ ।ଦୁଇଟି ତେଲକୁ ଭଲ ଭାବରେ ମିଶାନ୍ତୁ ଏହାପରେ ଆପଣଙ୍କ ର ଏହି ରିମେଡି ତିଆରି ହେଇଯିବ ।
ରିମେଡି ର ବ୍ୟବହାର:-
-ଆପଣ ତିଆରି କରିଥିବା ତେଲ କୁ ନେଇ ଯେଉଁ ଜାଗାରେ ବି ବ୍ୟଥା ହେଉ ଥିବ ସେହି ଜାଗାରେ ମାଲିସ କରନ୍ତୁ ।ତେବେ ରାତିରେ ଏହି ତେଲ ମାଲିସ କଲେ ଖୁବ ଲାଭ ମିଳିଥାଏ, କିଛି ଦିନ ଏହି ତେଲ ବ୍ୟବହାର କଲା ପରେ ଆପଣଙ୍କ ର ଆଣ୍ଠୁ ଗଣ୍ଠି ବ୍ୟଥା ସମ୍ପୂର୍ଣ୍ଣ ଭଲ ହେଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।