Daily news update , Real odisha local news

ଜଲିଉଡ କୁଇନ ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା (Rani Panda) କରିଲେ ବଡ ଖୁଲାସା ସେୟାର କରିଲେ ତାଙ୍କ ଜୀବନର କିଛି ଅକୁହା କଥା

0 231

ବନ୍ଧୁମାନେ ଆଜି ଆମେ ସନସ୍ତେ ଓଡ଼ିଶାର ଜଲିଉଡ଼ କୁଇନ କହିଲେ ଟାଣିଙ୍କୁ ବୁଝିଥାଉ ।ରାଣୀ ପଣ୍ଡା ଯିଏ ଯାତ୍ରା ଦୁନିଆରୁ ନିଜର ପରିଚୟ ସୃଷ୍ଟି କରିଥିଲେ କିନ୍ତୁ ଆଜି ସେ ଘରେ ଘରେ ପରିଚିତ ।ତେବେ ଆଜିର ଏହି ଷ୍ଟେଜରେ ପହଁଚିବା କେତେ ସହଜ ଆଉ କେତେ କଷ୍ଟ ଥିଲା ରାଣୀ ଙ୍କ ପାଇଁ ।

ତାହା ବିଷୟରେ ଆମେ କେହି ଜାଣି ନାହୁଁ ବହୁତ ସମୟରେ ତାଙ୍କୁ ସୋସିଆଲ ମେଡିଆରେ ଉଛଳା ଯାଇଛି କେତେ ଲୋକ ତାଙ୍କୁ କେତେ କଥା କହିଛନ୍ତି କିନ୍ତୁ ଆଜି ଏତେ ପରେ ସେ ସାହସ ହରେଇ ନାହାନ୍ତି ।ତେବେ ଆସନ୍ତୁ ଜାଣିବା ରାଣୀଙ୍କ କାହାଣୀ ତାଙ୍କରି ମୁହଁରୁ ।

ତେବେ ରାଣୀ ପଣ୍ଡା ତାଙ୍କର ଏକ ସାକ୍ଷାତ କାରରେ କହିଛନ୍ତି ତାଙ୍କର ଜୀବନ କେବେ ସହଜ ନଥିଲା ।ଦିନ ଥିଲା ସେ ଛତୁଆ ଖାଇ ଦିନ କାଟୁଥିଲେ ହେଲେ ସେତେବେଳେ କେହି ତାଙ୍କୁ ସାହାଯ୍ୟ କରି ନଥିଲେ ।ଯାତ୍ରା ମଞ୍ଚରେ ଆଇଟମ ଗାର୍ଲ ହେଇ ଡ୍ୟାନ୍ସ କଲେ ଆଉ ମଞ୍ଚ ତଳକୁ ଆସି ଲୋକଙ୍କ ସହିତ ମିଶିଲେ ବୋଲି ତାଙ୍କୁ ନାନା କଥା କୁହାଗଲା ।ହେଲେ ରାଣୀ କହିଛନ୍ତି ସେ କୋଉ ମାଲିସାହି ରୁ ଆସି ନାହାନ୍ତି ।ଲୋକଙ୍କୁ ଏଣ୍ଟଟେନମେଣ୍ଟ କରିବା ତାଙ୍କ କାମ ଆଉ ସେ ପଇସା ନେଇଛନ୍ତି ତ ତାଙ୍କ କାମ କେମିତି ନକରିବେ ।

 

ଏସବୁ ବ୍ୟତୀତ ରାଣୀ ନିଜେ କହିଛନ୍ତି କି ସେ ଓଡିଶା କ୍ୟାଲେଣ୍ଡର ଗାର୍ଲ ଯିଏ ନ୍ୟୁଡ଼ ଫୋଟ ସୁଟ କରିଛନ୍ତି ବହୁତ ବଡ଼ ବଡ଼ ଫୋଟୋଗ୍ରାଫର ଙ୍କ ସହିତ ।ଆଉ ଏତେ ପରେ ବି ତାଙ୍କର ବହୁତ ସ୍ୱପ୍ନ ରହିଛି ସେ ବଲିଉଡରେ ବି କାମ କରିବେ କିନ୍ତୁ ଦୁଃଖର ବିଷୟ କି ତାଙ୍କୁ ଓଲିଉଡରେ ଆଜି ଯାଏ କେହି କାମ ପାଇଁ ଅଫର ଦେଇନାହାନ୍ତି କେବଳ ପପୁ ପମ୍ପମ୍ ବ୍ୟତୀତ ।ତେଣୁ ରାଣୀ ପପୁ ପମ୍ପମ୍ କୁ ବହୁତ ସମ୍ମାନ କରନ୍ତି ସେ ହିଁ ତାଙ୍କ ଅସୁବିଧା ସମୟରେ ସାଙ୍ଗରେ ଥିଲେ ।

ତେବେ ଯଦି କେହି ଚାହିଁବେ ରାଣୀ ତେବେ ରାଣୀ ଆଇଟମ ଡ୍ୟାନ୍ସ ପାଇଁ ପିଲାଙ୍କୁ ଟ୍ରେନିଂ ବି ଦେବେ ତେବେ ତାଙ୍କର ବହୁତ ଛାତ୍ର ବି ଅଛନ୍ତି ।ଏସବୁ ବ୍ୟତୀତ ରାଣୀ ଆଉ ଗୋଟିଏ କଥା କହିଥିଲେ କି କୋଉ କାମ ଖରାପ ନୁହେଁ ସମସ୍ତେ ନିଜର ଆବଶ୍ୟକ ପାଇଁ କାମ କରୁଛନ୍ତି ।

ତେବେ ଯଦି ଫିଲ୍ମ ବା ଯାତ୍ରାରେ କିଛି ଖରାପ ଅଛି ତେବେ ଲୋକ ଜାଣି ବି କଣ ପାଇଁ ଦେଖିବାକୁ ଯାଉଛନ୍ତି ।ଆଜି ତାଙ୍କ ପାଖରେ କେହି ବି ନାହାନ୍ତି କିନ୍ତୁ ଆଖିରେ ବହୁତ ଲୁହ ରହିଛି ଯାହା ଏହି ଲୋକ ମାନଙ୍କ ପାଇଁ ।ଏମିତି ଆଗକୁ ବି ବହୁତ କଥା ରାଣୀ ନିଜ ଜୀବନ ଯାତ୍ରା ବୁଷ୍ୟରେ ଜଣାଇଛନ୍ତି ତେବେ ଆପଣଙ୍କୁ କେମିତି ଲାଗିଲା ରାଣୀଙ୍କୁ ଏତେ ପାଖରୁ ଜାଣି ନିଶ୍ଚିତ ବତାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.