ବର୍ତ୍ତମାନ ର ଏହି ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ସହ ଆମେ ବେଶ ପରିଚିତ ଅଟୁ ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମ ରେ ଆମେ ଅନେକ ପ୍ରକାରର ଘଟଣା ଦୁର୍ଘଟଣା କମେଡି ଆଦି ଭିନ୍ନ ଭିନ୍ନ ପ୍ରକାରେ ଭିଡିଓ ସବୁ ଦେଖିବାକୁ ପାଇଥାଉ।ଆଉ ଏହିପରି କିଛି ଲୋକେ ଅଛନ୍ତି ଯେଉଁ ମାନେ କି ସୋସିଆଲ ମିଡ଼ିଆ ରେ ଏହିପରି କିଛି ପ୍ରେଙ୍କ ବା ମଜାଳିଆ ଭିଡିଓ ବନାଇଥାନ୍ତି ଆଉ ସୋସିଆଲ ମିଡ଼ିଆ ରେ ତାହାକୁ ସେୟାର କରିଥାନ୍ତି।ଆଉ କେବେ କେବେ ଆମ ସାମ୍ନା କୁ କିଛି ଏହିପରି ଭିଡ଼ିଓ ଆସିଯାଇଥାଏ ଯାହାକୁ ଦେଖିଲେ ଆମକୁ ବହୁତ ଖୁସି ଲାଗେ।
ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏହିପରି ଏକ ଭିଡ଼ିଓ ଟି ନିଆଁ ପରି ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ଙ୍କ ଚିତ ଆନନ୍ଦିତ ହୋଇଯିବ।
ତେବେ ଭିଡ଼ିଓ ଟିରେ ଦେଖା ଯାଇଛି କି ଗୋଟିଏ କୁନି ଛୁଆ ର ଜତ୍ନ ଗୋଟିଏ କୁକୁର ନେଉଛି ।ସେହି କୁକୁର ଟି କୁନି ପିଲା ଟିକୁ ତାର ନିଜର ପିଲା ଠାରୁ ବି ଅଧିକ ସେହ୍ନ କରୁଛି ଆଉ ସବୁ ବେଳେ ତା ସହ ରହୁଛି। ଏପରି କି ସେହି ଘର ର ଅନ୍ୟ ସଦରସ୍ୟ ଙ୍କୁ ମଧ୍ୟ ତା ସହ ଲାଗିବା ପାଇଁ ଦେଉ ନାହିଁ। ଏହାକୁ ଦେଖିଲେ ଏପରି ପ୍ରତୀୟମାନ ହେଉଛି ଯେପରି ସେ ତାର ମା ଓ ଆଉ ଛୁଆ କୁ ସେ ସୁରକ୍ଷା ଦେଉଛି।
ତେବେ ଭିଡ଼ିଓ ଟିରେ ଦେଖା ଯାଉଛି କି , ଗୋଟିଏ କୁନି ପୁଅ ପିଲା ପାଖରେ ଏକ କୁକୁର ଶୋଇଛି ।ଆଉ ଯେତେବେଳେ କୁନି ପୁଅ କୁ ତାର ମା ଗାଧେଇବା ପାଇଁ ନେଇ ଯାଉଛନ୍ତି ସେତେବେଳେ ସେ ତାଙ୍କ ପଛେ ପଛେ ଯାଉଛି ଆଉ କୁନି ପିଲା ଟିକୁ ନଜର ରଖୁଛି। ତା ପରେ ପୁଣି ପିଲା ର ମା ତାଙ୍କୁ ନେଇ ବେଡ଼ ରେ ଶୁଆଇ ଦେଉଛନ୍ତି। ଆଉ ସେହି ବେଡ଼ ରେ ପିଲା ପାଖରେ ଯାଇ ଶୋଇ ଯାଉଛି , ତା ଉପରେ ହାତ ଦେଉଛି, ତାକୁ ଟିକିଏ ଆଉଁସି ଦେଉଛି ଆଉ ତା ପାଖରେ ଶୋଇ ଯାଉଛି।
ଆଉ ଯେତେବେଳେ କୁନି ପିଲାକୁ ସେହି ପରିବାର ର ଜଣେ ଝିଅ ଧରିବା ପାଇଁ ଯାଉଛି ସେତେବେଳେ କୁକୁର ଟି ସେହି ଝିଅ କୁ ପିଲା କୁ ଧରିବା ପାଇଁ ଦେଉ ନାହିଁ ତାକୁ ସେଠା ରୁ ଦୁରେଇ ଦେଉଛି। ତେବେ ଏହି ଭିଡ଼ିଓ ଟି କୁ ଦେଖିଲେ ଏତେ ସୁନ୍ଦର ଲାଗୁଛି କି ଆପଣ ମଧ୍ୟ ଦେଖିଲେ ନିଜ ଆଖି ର ପୋଲୋକ ପକେଇ ପାରିବେ ନାହିଁ। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ତେବେ ଏହି ଭାଇରାଲ ଭିଡ଼ିଓ ଟିକୁ ଆପଣ ମାନେ ଥରେ ନିଶ୍ଚିତ ଦେଖନ୍ତୁ ଆପଣ ଙ୍କୁ ମଧ୍ୟ ବହୁତ ଖୁସି ଲାଗିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।