Daily news update , Real odisha local news

ଅନୁଭବ ଙ୍କ ବଡ଼ ଭାଇ ଙ୍କ ସ୍ତ୍ରୀ ଙ୍କୁ ଦେଖିଲେ ଆପଣ ଅବାକ୍ ହୋଇଯିବେ, ବର୍ଷା ଙ୍କ ଠୁ ବି ସୁନ୍ଦରୀ ।।

0 1,924

ବନ୍ଧୁମାନେ ଆମେ ସବୁବେଳେ ସିନେ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଖୁବ ସୁନ୍ଦର ଭାବିଥାଉ ଆଉ ତାଙ୍କୁ ଦେଖିଲେ ତାଙ୍କ ପରି ସୁନ୍ଦରୀ ହ୍ରବ ପାଇଁ ଚେଷ୍ଟା କରିଥାଉ ।ଆଉ କେହି କେହି ଅଛନ୍ତି ଯେଉଁ ଖୁବ ଅପୋଷଶ କରିଥାନ୍ତି କି କାଶ ସେମାନେ ଟିକିଏ ସେମିତି ସୁନ୍ଦରୀ ହେଇଥାନ୍ତେ କି ।

ତେବେ ଆପଣ ଜାଣିଛନ୍ତି ଆମ ଗହଣରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ କୋଉ ହିରୋଇନ ନୁହଁନ୍ତି କିନ୍ତୁ ସେମାନେ ଏତେ ସୁନ୍ଦରୀ ହେଇଥାନ୍ତି କି କୋଉ ହିରୋଇନ ଠୁ ବି ବଳିଯିବେ ।ତେବେ ନିକଟରେ ଓଲିଉଡ ହିରୋ ଅନୁଭବ ଙ୍କ ଭାଉଜ ଜଣେ ହିରୋଇନ ନହେଇ ବି ତାଙ୍କ ସୌନ୍ଦର୍ଯ୍ୟ କୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି ।

ତେବେ ଓଲିଉଡ ର ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କୁ ଖୁବ ଭଲ ଭାବରେ ଜାଣିଚୁ, ତେବେ ସେ ତାଙ୍କର ପାରିବାରିକ ଜୀବନକୁ ନେଇଅନେକ ସମୟରେ ଖୁବ ଚର୍ଚ୍ଚାରେ ରହିଥାନ୍ତି ।ହେଲେ ନିକଟରେ ତାଙ୍କ ଭାଉଜ ପ୍ରେରଣା ଙ୍କୁ ନରି ସୋସିଆଲ ରେ ଖୁବ ଆଲୋଚନା ହେଉଛି, ତେବେ ଏହା ପଛରେ କାରଣ ହେଉଛି ପ୍ରେରଣା ଙ୍କ ସୁନ୍ଦରତା ।ତେବେ କୁହାଯାଉଛି କି ଅନୁଭଵ ସ୍ତ୍ରୀ ବର୍ଷ ଯିଏ ଜଣେ ହିରୋଇନ ଆଉ ତାଙ୍କ ସୁନ୍ଦରତା ଦେଖିଲେ ଓଡିଏନ୍ସ ପୁରା ହଜି ଯାନ୍ତି କିନ୍ତୁ ତାଙ୍କ ଠାରୁ ଅଧିକ ସୁନ୍ଦର ଅନୁଭବ ଙ୍କ ଭାଉଜ ।

ତେବେ ଅନୁଭବ ମହାନ୍ତି ଙ୍କ ଭାଇ ହେଉଛନ୍ତି ଅନୁପ୍ରାସ ମହାନ୍ତି ଆଉ ତାଙ୍କ ସ୍ତ୍ରୀ ହେଉଛନ୍ତି ପ୍ରେରଣା ଦାସ ।ତେବେ ପ୍ରେରଣା କୌଣସି ପ୍ରକାର ଭାବେ ବଲିଉଡ ଇଣ୍ଡଷ୍ଟ୍ରି ସହିତ ଯୋଡି ନାହାନ୍ତି ତେଣୁ ତାଙ୍କୁ କହିବାକୁ ଗଲେ ଖୁବ କମ ଦେଖିଛନ୍ତି ।ଆଉ ଜିଏଥରେ ତାଙ୍କୁ ଦେଖିଚି ସେ ହିଁ ଜାଣିଚି କି ସେ ଜଣେ ହିରୋଇନ ବା କୋଉ ସେଲିବ୍ରେଟି ନହେଇ ବି ଏତେ ସୁନ୍ଦର ଯେ କେହି ଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ ।ତେବେ ବର୍ତ୍ତମାନ ପ୍ରେରଣା ଙ୍କ ଏକ ଫୋଟ ଦେଖିବାକୁ ମିଳିଛି ଯାହାକୁ ଯିଏ ଦେଖୁଚି ସେ ଅନେଇ ରହିଯାଉଛି ।

ଏସବୁ ବ୍ୟତୀତ ପ୍ରେରଣା ଆଉ ଅନୁପ୍ରାସ ଙ୍କର ଗୋଟିଏ ଝିଅ ବି ରହିଛି ଯାହାର ନାଆ ଅଭିସାରିକା ଆଉଏହି ଝିଅ ବି ଖୁବ କ୍ୟୁଟ ଅଟେ ।ଅନେକ ସମୟରେ ସୋସିଆଲ ମେଡିଆରେ ଅନୁଭବ ଙ୍କୁ ଏହି ଅଭିସାରିକା ସହିତ ମସ୍ତି କରୁଥିବାର ଦେଖୀବାକୁ ମିଳିଥାଏ ।ତେବେ ପ୍ରେରଣା ଜଣେ ମାଆ ହେବା ପରେ ବି ତାଙ୍କ ସୌନ୍ଦର୍ଯ୍ୟ ରେ କିଛି ଫରକ ଆସିନାହିଁ ତେବେ ଆପଣ ବି ତାଙ୍କର ଏହି ଫୋଟ କୁ ଦେଖିଲେ ଜାଣିପାରିବେ ସେ କେତେ ସୁନ୍ଦର ।ଆଉ ନିଜେ ନିଜେ ତୁଳନା କରିପାରିବେ ହିରୋଇନ ନହେଇଥିବା ପ୍ରେରଣା କୋଉ ହିରୋଇନ ଠାରୁ କମ ନୁହଁନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.