jyotish Shstra – ଆଜି ସୋମବାର ଅଚାନକ ବଦଳିବାକୁ ଯାଉଛି ଏହି 5ଟି ରାଶିର ଭାଗ୍ୟ | ଭୋଳାନାଥ ନିଜେ କରିବେ ମାଲାମାଲ୍ …
ବନ୍ଧୁମାନେ ମଣିଷ ଜୀବନରେ ଯେତେବେଳେ କିଛି ଗ୍ରହ ଦଶା ପଡିଥାଏ ସେତେବେଳେ ତାଙ୍କ ଜୀବନ ନର୍କ ପାଲଟି ଯାଏ ।ଯେତେବେଳେ ଚେଷ୍ଟା କଲେ ବି ସେହି ବ୍ୟକ୍ତି ମାନେ କେବେ ଭଲରେ ରହି ପାରନ୍ତି ନାହିଁ ।ତେବେ ଜ୍ୟୋତିଷ ଗଣନା ଅନୁଯାୟୀ ନିକଟରେ 5 ଟି ରାଶିର ଭାଗୁ ଚମକିବାକୁ ଯାଉଛି ।କାରଣ ଭଗବାନ ଶିବ ଓ ମାତା ଲକ୍ଷ୍ମୀଙ୍କ ର କୃପା ଦୃଷ୍ଟି ସେହି ରାଶି ଗୁଡିକ ଉପରେ ପଡିବ ଆଉ ଏହାର ପ୍ରଭାବରେ ସେହି ରାଶିର ବ୍ୟକ୍ତି ମାନଙ୍କ ଜୀବନ ପୁରା ବଦଳିଯିବ ।ତେବେ ଆସନ୍ତୁ ଏବେ ଜାଣିବା ସେହି ରାଶି ଗୁଡିକ କଣ କଣ ।
1.ମେଷ ରାଶି:-
-ତେବେ ସୂଚନା ଅନୁଯାୟୀ ଏହି ରାଶି ଗୁଡିକ ଉପରେ ଥିବା ସମସ୍ତ ପ୍ରକାରର ଖରାପ ପ୍ରଭାବ ଦୂର ହେବାକୁ ଯାଉଛି ।ଖୁବ ଜଲଦି ସଫଳତା ହାସଲ କରିବା ସହିତ ଆଗାମୀ ସମୟରେ ବହୁତ ସମ୍ମାନ ର ଅଧିକାରୀ ହେବେ ଏହି ବ୍ୟକ୍ତିମାନେ ।ଯଦି କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିବ ତେବେ ତାହା ବି ଦୂର ହେବ ଓ ପରିବାର ରେ ସୁଖ ଶାନ୍ତି ଲାଗି ରହିବ ।
2.କର୍କଟ ରାଶି:-
-ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀବନରେ ଅନେକ ନୂଆ ମୋଡ଼ ଆସିବ, ନିଜ ବୁଦ୍ଧି ବଳରେ ନୂଆ ନୂଆ ରାସ୍ତା ଖୋଲି ପାରିବେ ।ତେବେ ଆଗାମୀ ସମୟରେ ଅନେକ ଲାଭଦାୟକ ସୁଯୋଗ ମିଳିବ ତେବେ ଆପଣ ତାହାକୁ ହାତ ଛଡ଼ା କରନ୍ତୁ ନାହିଁ ।ତେବେ ଆପଣ ସବୁ ଦିଗରୁ ଲାଭବାନ ହେବେ କିନ୍ତୁ ନିଜ ସ୍ଵାସ୍ଥ୍ୟ ପ୍ରତି ଟିକିଏ ଧ୍ୟାନ ଦିଅନ୍ତୁ ନହେଲେ କିଛି ବଡ଼ ଅସୁବିଧା ହେଇପାରେ ।
3.କୁମ୍ଭ ରାଶି:-
-ଏହି ରାଶିର ବ୍ୟକ୍ତି ମାନେ ଖୁବ ଶାନ୍ତ ଓ ସରଳ ପ୍ରବୃତିର ଅଟନ୍ତି ,ତେବେ ଏମାନେ ମହାଦେବ ଙ୍କୁ ଖୁବ ମାନିଥାନ୍ତି ।ଏମାନେ ଅସହାୟ ଓ ଦରିଦ୍ର ଲୋକଙ୍କୁ ସାହାଯ୍ୟ କରିବାକୁ ଖୁବ ପସନ୍ଦ କରନ୍ତି ଆଉ ଏମାନେ ମହାଦେବ ଙ୍କର ଖୁବ ପ୍ରିୟ ଅଟନ୍ତି ।ଏଡ଼ବୁ ବ୍ୟତୀତ ଏମାନେ ନିଜ ରିଲେଶନ ନେଇ ଖୁବ ସିରିୟସ ରହିଥାନ୍ତି ।
4.ଧନୁ ରାଶି:-
-ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ର ବିଶେଷ କୃପା ରହିଛି ତେଣୁ ଏମାନେ ଖୁବ ଜକଡୀ ସରକାରୀ ଚାକିରୀ ପାଇବାକୁ ଯାଉଛନ୍ତି ।ତା ଛଡ଼ା ଏମାନଙ୍କ ପାଇଁ ଉନ୍ନତିର ମାର୍ଗ ଖୋଲିଯିବ, ବାଣିଜ୍ୟ ବ୍ୟବସାୟରେ ବହୁତ ଭଲ ଲାଭ ମିଳିବ ।ଆପଣଙ୍କ ମନ ଧର୍ମ କାମରେ ଲାଗି ରହିବ ଆଉ ଦୁଃଖୀ ଦରିଦ୍ର ଙ୍କୁ ସାହାଯ୍ୟ ର ହାତ ବଡାଇବେ ।
5.ବିଛା ରାଶି:-
-ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରର ଧନ ପ୍ରାପ୍ତି ର ଯୋଗ ବନୁଅଛି ।ତେବେ ଆଗାମୀ ସମୟରେ ମାନ ସମ୍ମାନ ରେ ବୃଦ୍ଧିହେବ ।ବନ୍ଧୁ ମାନଙ୍କ ପକ୍ଷରୁ ସହାୟତା ର ହାତ ପାଇବେ, ଜୀବନସାଥୀ ଙ୍କର ପୁରା ସହଯୋଗ ମିଳିବ ।ତେବେ ଅଧୁରା ବାକି ଥିବା କାମ ନିଶ୍ଚିତ ରୂପେ ପୂରଣ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।