Daily news update , Real odisha local news

Jyotisha Shastra – 1980 ରୁ 2000 ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

0 2,323

ବନ୍ଧୁମାନେ ବହୁତ ସମୟରେ ଆମେ ନିଜ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାଉ, ସେଥିପାଇଁ ଆମେ ଜ୍ୟୋତିଷ ମାନଙ୍କ ପାଖକୁ ଯାଇଥାଉ ।ତେବେ ଭବିଷ୍ୟତ ବିଷୟରେ ଜାଣିବାକୁ କାହାର ବା ଇଚ୍ଛା ନଥାଏ,ତେଣୁ ବହୁତ ସମୟରେ ଆମେ ବିଭିନ୍ନ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ବାସ କରିଥାଉ ।ଅନେକ ସମୟରେ ଆମ ଜନ୍ମ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥାଏ ଆମ ଜୀବନ ବିଷୟରେ ।କାରଣ ଆମ ଜୀବନ ସହିତ ଆମ ନାଁ ଓ ଜନ୍ମ ସମୟରେ ସବୁକିଛି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, ତେବେ ଆଜି ଆମେ ଆପଣଂକୁ ଜଣାଇବୁ କେମିତି ନିଜ ଜନ୍ମ ବର୍ଷରୁ ନିଜ ଭବିଷ୍ୟତ ଜାଣିବେ ।

ତେବେ ଆମେ ଆଜି 1980 ମସିହାରୁ 2000 ମସିହା ଭିତରେ ଜନ୍ମ ହେଇଥିବା ଲୋକମାନଙ୍କ ବିଷୟରେ ଜଣାଇବୁ, ତେବେ ଧ୍ୟାନର ସହିତ ଆଗକୁ ପଡ଼ନ୍ତୁ ।

1.1980 – 1983
ଏହି ମସିହା ମାନଙ୍କରେ ଜନ୍ମ ହେଇଥିବା ବ୍ୟକ୍ତିମନେ ଖୁବ ଭାଗ୍ୟଶାଳୀ ଅଟନ୍ତି । ଏମାନେ ଝୁବ ସହଜରେ କାହାକୁ ବି ନଜର କରିପାରନ୍ତି ଆଉ ଏମାନେ ସବୁବେଳେ ସମସ୍ତଙ୍କ ପ୍ରିୟ ହେଇଥାନ୍ତି ।
2.1981 -1984
ଏହି ମସିହା ଗୁଡିକରେ ଜନ୍ମ ହେଇଥିବା ବ୍ୟକ୍ତିମାନେ ଲଷ୍ମୀବନ୍ତ ହେଇଥାନ୍ତି ତେଣୁ ଏମାନଙ୍କ ଜୀବନରେ କେବେ ଧନର ଅଭାବ ଦେଖାଯାଏ ନାହିଁ । ତେବେ ଏମାଙ୍କୁ ଉଚିତ ଯିବନସାଥୀ ବି ମିଳିଥାଏ ।ଏସବୁ ବ୍ୟତୀତ ଏହି ବ୍ୟକ୍ତିମାନେ ସାହସୀ ହେଇଥାନ୍ତି ଯେକୌଣସି ପରିସ୍ଥିତିରେ ହାର ମାନି ନଥାନ୍ତି ।
3.1982 -1985
ଏହି ମସିହାରେ ଜନ୍ମ ହେଇଥିବା ବ୍ୟକ୍ତିମାନେ ମାନସିକ ସ୍ତରରେ ଖୁବ ଦୃଡ଼ ହେଇଥିବା ସହ ସବୁ ପରିସ୍ଥିତି କୁ ଦୃଡ଼ତା ର ସହ ସାମ୍ନା କରିଥାନ୍ତି ।ତେବେ ଏହି ବ୍ୟକ୍ତି ମାନେ ବହୁତ ସ୍ମାର୍ଟ ହେବା ସହିତ ସର୍ବଦା ଖୁସିରେ ରହିବାକୁ ଚେଷ୍ଟା କରନ୍ତି ।
4.1886 – 1988
ଏହି ମସିହାରେ ଜନ୍ମ ହେଇଥିବା ବ୍ୟକ୍ତିମାନେ ସରଳବିଶ୍ୱାସୀ ଅଟନ୍ତି, ଏମାନେ ସର୍ବଦା ପରଉପକାରୀ ହୋଇଥାନ୍ତି |ଏମାନଙ୍କ ସ୍ୱାଭବ ସମସ୍ତଙ୍କ ଠାରୁ ଅଲଗା ଅଟେ ।

5.1987 -1989
ଏହି ବ୍ୟକ୍ତିମାନେ ଦୟାଳୁ ସ୍ଵଭାଵର ହେବା ସହିତ କାହା ସହ ଜଲଦି ବନ୍ଧୁତା କରିପାରନ୍ତି ।ତେବେ ଏମାନେ କୌଣସି ପରିସ୍ଥିତିରେ ବି ଙ୍ଘବରେଇ ବୁଝିସୁଝି କାମ କରିଥାନ୍ତି ।
6.1990 -1992
ଏହି ବ୍ୟକ୍ତିମାନେସବୁବେଳେ ନିଜୋର ସ୍ଵତନ୍ତ୍ର ବିଚାର ରଖିଥାନ୍ତି ।ତେବେ ଏମାନେ ପ୍ରେମରେ କେବେ କାହାକୁ ଧୋକା ଦେଇ ନଥାନ୍ତି ଆଉ ସବୁବେଳେ ଖୁସିରେ ରହନ୍ତି ।
7.1991-1993
ଏହି ମସିହାରେ ଜନ୍ମ ହେଇଥିବା ଲୋକମାନେ ଖୁବ ମଜାଳିଆ ସ୍ୱାଭବରେ ହେବା ସହିତ ଖୁବ ରୋମାଣ୍ଟିକ ବି ଅଟନ୍ତି ।ତେବେ ଏମାନଙ୍କୁ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡିଥାଏ ତେବେ ଏମାନେ ବହୁତ ଚତୁର ବି ହେଇଥାନ୍ତି ।
8.1994-1996
ଏହି ମସିହାରେ ଜନ୍ମ ହେଇଥିବା ବ୍ୟକ୍ତିମାନେ ଭାବୁକ ସ୍ୱାଭବର ତେବେ ଏମାନେ ଜୀବନରେ ଖୁବ ଖୁସିରେ ରହିଥାନ୍ତି ।

9.1995-1997
ଏହି ବ୍ୟକ୍ତିମାନେ ଖୁବ ବିଶ୍ବସନୀୟ ହେବା ସହିତ ଜଲଦି ଏମାନଙ୍କ ସହିତ ବନ୍ଧୁତା କରିହୁଏ ।
10.1998-1999
ଏହି ବ୍ୟକ୍ତିମାନେ ବହୁତ ଶାନ୍ତ ଓ ସରଳ ସ୍ଵଭାଵର ହୋଇଥାନ୍ତି ଆଉ ଯାହାକୁ ଜୀବନରେ ଥରେ ଭଲପାଆନ୍ତି ତାହା ସହିତ ଜୀବନ ବିତାଇଥାନ୍ତି ।
11.2000
ଏହି ମସିହାରେ ଜନ୍ମିତ ବ୍ୟକ୍ତିମାନେ ସାହସୀ ହୋଇଥାନ୍ତି ଆଉ ଜୀବନ କୁ ସାହସର ସହ ଆଗେଇ ନିଅନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.