Daily news update , Real odisha local news

Jyotisha Shastra – ଦୀର୍ଘ 256 ବର୍ଷ ପରେ ଆସନ୍ତା କାଲିଠାରୁ ଏହି ୫ଟି ରାଶି ରାଜା ଭଳି ଜୀବନ କାଟିବେ

0 2,365

ଆମ ସମସ୍ତଙ୍କ ଜୀବନ ଗ୍ରହ ନକ୍ଷତ୍ର ଦ୍ବାରା ପରିଚାଳିତ ହେଇଥାଏ, ଯେତେବେଳେ ଆମ ଜୀବନରେ କିଛି ବି ଆକସ୍ମିକ ଘଟଣା ଘଟି ଥାଏ ତାହା ସବୁ ପଛରେ ଏହି ଗ୍ରହ ନକ୍ଷତ୍ର ର ଗତିବିଧି ସାମିଲ ଥାଆନ୍ତି ।

ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଆମ ସମସ୍ତଙ୍କ ର ଗୁଣ ଆଚାର ବିଚାର ଅନ୍ୟ ଜଣକ ପରସ୍ପର ଠାରୁ ଅଲଗା କାଟନ ଆମ ସମସ୍ତଙ୍କର ରାଶି ସମାନ ନୁହେଁ ।ରାଶି ଅନୁସାରେ କାହାର ଭାଗ୍ୟ କେତେବେଳେ ଚମକି ଉଠିବ ତାହା କହି ହେବ ନାହିଁ ।ତେବେ ନିକଟରେ ଖୁବ ଜଲଦି ନୂଆ ବର୍ଷ 2023 ମସିହା ଆସିବାକୁ ଯାଉଛି ଆଉ ଏହି ବର୍ଷରେ କିଛି ଏମିତି ବଛା ବଛା 5 ଟି ରାଶି ଙ୍କ ଜୀବନ ବଦଳିବାକୁ ଯାଉଛି ।

ତେବେ ଜଣା ପଡ଼ିଛି କି ଏହି 5 ଟି ରାଶିର ଜୀବନରେ ଏମିତି ସବୁ ପରିବର୍ତ୍ତନ ଆସିବ ଯାହା ବିଷୟରେ ବ୍ୟକ୍ତି କେବେ କଳ୍ପନା ବି କରି ନଥିବେ ।ତେବେ କଣ ସବୁ ପରିବର୍ତ୍ତନ ହେବ ଆଉ କୋଉ ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଏମିତି ଘଟିବ ତାହା ଜନୀରଖନ୍ତୁ ।
1.ମେଷ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆଗାମୀ ନୂଆ ବର୍ଷ ଖୁବ ଭଲ ଅଟେ, ଯେଉଁ ବ୍ୟକ୍ତି ମାନେ ବ୍ୟବସାୟ ବାଣିଜ୍ୟ କରୁଛନ୍ତି ତାଙ୍କ ପାଇଁ ଏହି ବର୍ଷ ଖୁବ ଶୁଭ ସାବ୍ୟସ୍ତ ହେବ ।ଅନେକ ଦିଗରୁ ଲାଭ ମିଳିବ ଏହାଛଡ଼ା ଏହି ବର୍ଷ ଆପଣଙ୍କ ର ବିବାହର ଯୋଗ ବି ରହିଛି ଆଉ ଆପଣଙ୍କ ବୈବାହିକ ଜୀବନ ଖୁବ ଭଲରେ କଟିବ ।

2.ସିଂହ ରାଶି:-

ସିଂହ ରାଶିର ବ୍ୟକ୍ତି ମାନଙ୍କର ଉପରେ ଏହି ବଟ୍ସ ମାଆ ଲକ୍ଷ୍ମୀଙ୍କ କୃପା ଖୁବ ରହିବ । 2023 ମସିହା ଅନେକ ବ୍ୟଇଟି ନିଜର ଜୀବନସାଥୀ ସହିତ ଭେଟିବେ ଆଉ ତାଙ୍କ ସହିତ ଖୁବ ଭଲ ସମୟ ବିତିବ ।ଅନର୍କ ଆଡୁ ଧନ ର ଆଗମନ ହେବ ଓ ପରିବାର ରେ ସୁଖ ଲାଗିରହିବ ।

3.ଧନୁ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନୂଆ ବର୍ଷ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ, ବର୍ଷ ଆରମ୍ଭ ରୁ ସବୁ ସମସ୍ୟା ଅନ୍ତ ଘଟିବ ।ଆପଣଙ୍କ ଯୋଉ ବି କାମ ଅଟକି ରହିଥିଲା ତାହାର ସମାଧାନ ହେବ ।ଏହି ବର୍ଷ ସାରା ଆପଣଙ୍କ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ।

4.ତୁଳା ରାଶି:-

ଏହି ରାଶିର ବ୍ୟକ୍ତିମାନେ ଏହି ବର୍ଷରେ କିଛି ନୂଆ ଆରମ୍ଭ କରିବେ,ଚାକିରୀ କ୍ଷେତ୍ରରେ ରେ ଆଶାତୀତ ଫଳ ପ୍ରାପ୍ତି ହେବ ।ସବୁଆଡୁ ଖୁବ ପ୍ରଶଂସା ଓ ସଫଳତା ମିଳିବ ।

5.କୁମ୍ଭ ରାଶି:-

ଏହି ନୂଆ ବର୍ଷରେ କୁମ୍ଭ ରାଶିର ବ୍ୟକ୍ତିମାନେ ବ୍ୟାପାର ବାଣିଜ୍ୟରେ ଅଗ୍ରଗତି ହେବେ ।ଅଟକି ଥିବା ସବୁ କାମ ପୂରଣ ହେବ ଓ ଧନ ସମ୍ପତି ରେ ଘର ପୁରି ଉଠିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.