Daily news update , Real odisha local news

Jyotisha Shastra – ଦୋଳ ପୂର୍ଣ୍ଣିମା 2023 ହୋଲି | ଏହି ୫ଟି ରାଶିରେ ଭୟଙ୍କର ଘଟଣା

0 96

ଶନି ଦେବ ଙ୍କ କୃପା ଦୃଷ୍ଟି କାହା ଉପରେ ରହିବା ଖୁବ ସୌଭାଗ୍ୟ ର କଥା, ତେବେ ଦୀର୍ଘ 30 ବର୍ଷ ପରେ ଶନି ଦେବ ଙ୍କର ଚଳନ ହେବାକୁ ଯାଉଛି କୁମ୍ଭ ରାଶି କୁ ।ଆଉ ଏହି ଚଳନ ପ୍ରଭାବରେ 5 ଟି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଧନ ର ଆଗମନ ହେବ ।ଏହା ବ୍ୟତୀତ ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ପାରିବାରିକ, ଶାରୀରିକ ଓ ବ୍ୟବସାୟ ରେ ଖୁବ ଉନ୍ନତି ହେବ ।ତେବେ ସେହି ଭାଗ୍ୟବାନ ରାଶି ଗୁଡିକ କିଏ କିଏ ଜାଣି ରଖନ୍ତୁ ।

1.ବୃଷ ରାଶି:-

ଶନି ଦେବ ଙ୍କ ଦୃଷ୍ଟି କୋଣ ଏହି ରାଶି ଉପରେ ପଡୁଥିବାରୁ ବୃଷ ରାଶିର ବ୍ୟକ୍ତି ମାନେ ବ୍ୟବସାୟରେ ଉନ୍ନତି ହେବ ।ସମାଜରେ ପ୍ରତିଷ୍ଠା ଲାଭ କରିବେ ଏହି ରାଶିର ବ୍ୟକ୍ତି ମାନେ, ଚାକିରୀରେ ପଦୋନ୍ନତି ହେବ ।ଜମିଜମା ମାମଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ହେବ, ତେବେ ଆପଣ ଙ୍କ ମାଆ ର ସ୍ୱାସ୍ଥ୍ୟ ଟିକିଏ ବିଗିଡି ପାରେ ।

2.ତୁଳା ରାଶି:-

ତୁଳା ରାଶିର ଭାଗ୍ୟ ପୁରା ଚମକି ଯିବ ଆଉ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହେବ ।ଧନ ସମ୍ପତିର ଉନ୍ନତି ହେବ ଓ ମାନ ସମ୍ମାନ ବଡିବ,ଏହି ସମୟରେ ଆପଣ ବିଦେଶ ଯାତ୍ରା ର ସୁଯୋଗ ପାଇ ପାରନ୍ତି ।ପ୍ରେମ ସମ୍ପର୍କରେ ଆଗକୁ ବଡି ବିବାହ ବନ୍ଧନରେ ବାନ୍ଧି ହେବେ ।

3.ଧନୁ ରାଶି:-

ଶନି ଦେବ ଙ୍କର ସାଡ଼େ ସାତି ଧନୁ ରାଶି ଉପରୁ ଦୂର ହେବାକୁ ଯାଉଛି, ଆଉ ଏହା ଠାରୁ ଖୁସିର କଥା କଣ ହେଇପାରେ ।ତେବେ ଆପଣଙ୍କ ସ୍ୱାଭଵରେ ପରିବର୍ତ୍ତନ ହେବ ଆଉ ଆପଣଙ୍କ କ୍ରୋଧ ର ମାତ୍ରା ବୃଦ୍ଧି ପାଇବ ତେଣୁ ନିଜର କ୍ରୋଧକୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରନ୍ତୁ ।ଶରୀର ସୁସ୍ଥ ରହିବ,ବ୍ୟାପାରରେ ଲାଭବାନ ହେବେ ଓ ଚାକିରୀରେ ରହିଥିବା ସବୁ ଅସୁବିଧା ଦୂର ହେବ ।

4.ମକର ରାଶି:-

ଏହି ରାଶିର ବ୍ୟକ୍ତି ମାନେ କୌଣସି ନୂଆ କାମ ରେ ହାତ ଦେବେ, ଚାକିରୀ କ୍ଷେତ୍ରରେ ପଦୋନ୍ନତି ର ଯୋଗ ତିଆରି ହେଉଛି ।ଧନ ସମ୍ପତି ରେ କୌଣସି ଅଭାବ ରହିବ ନାହିଁ , ସ୍ୱାସ୍ଥ୍ୟ ଠିକ ରହିବ ଓ ଖୁସିରେ ଆପଣଙ୍କ ଜୀବନ ଅତିବାହିତ ହେବ ।

5.କୁମ୍ଭ ରାଶି:-

କୁମ୍ଭ ରାଶିରେ ଶନି ଦେବ ରାଜ ଯୋଗ ସୃଷ୍ଟି କରିଛନ୍ତି,ଯେଉଁ ବ୍ୟକ୍ତି ମାନେ ବହୁତ ଦିନ ରୁ କିଛି କରିବାକୁ ଚାହୁଁଥିଲେ ସେମାନେ ଏବେ ସେହି କାମ ଆରମ୍ଭ କରିପାରିବେ ।ବ୍ୟବସାୟ ବାଣିଜ୍ୟ ପାଇଁ 2023 ମସିହା ଆପଣଙ୍କ ପାଇଁ ଖୁବ ଶୁଭ ସାବ୍ୟସ୍ତ ହେବ ।ନୂଆ ଘର ବା ଯାନବାହନ କିଣିବାକୁ ଚାହୁଁଥିଲେ ଏଥିରେ ସଫଳତା ପ୍ରାପ୍ତ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.