Daily news update , Real odisha local news

Kalavantin Durg Trek ଦୁର୍ବଳ ହୃଦୟ ବ୍ୟକ୍ତି ଏହି ଭିଡ଼ିଓ କୁ ଦେଖନ୍ତୁ ନାହିଁ… ମାତ୍ର 4 ଘଣ୍ଟାରେ 96 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 3,205

ବନ୍ଧୁଗଣ ଆମ ସମାଜ ରେ ଏହିପରି ଅନେକ ସ୍ଥାନ ରହିଛି ଯାହା ବିଷୟ ରେ ଜାଣିବା ପାଇଁ ତଥା ସେହି ସ୍ଥାନ କୁ ଯିବା କୁ ଆମକୁ ବହୁତ ଇଚ୍ଛା ଥାଏ। କିନ୍ତୁ ଅନେକ ଗୁଡିଏ କାରଣ ଥାନା ଯାହା ପାଇଁ ଆମେ ସେହି ସ୍ଥାନ କୁ ଯାଇ ପାରି ନଥାଉ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ର ଯୁଗ , ସବୁ ଅସମ୍ଭବ ସମ୍ଭବ ହୋଇ ପାରୁଛି।

କାରଣ ଅନେକ ୟୁ ଟ୍ୟୁବ ର ଏହିପରି ମଧ୍ୟ ରହିଛନ୍ତି ଯେଉଁ ମାନେ ସବୁ ପ୍ରସିଦ୍ଧ ତଥା ଐତିହାସିକ ସ୍ଥାନ କୁ ଯାଇଥାନ୍ତି ଆଉ ସେଠାରେ ସବୁକିଛି ନିଜ କ୍ୟାମେରା ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥାନ୍ତି।

ଆଉ ଏହି ଭିଡ଼ିଓ ଗୁଡିକ ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକମାନେ ୟୁ ଟ୍ୟୁବ ରେ ଏହାକୁ ଦେଖି ସେହି ସ୍ଥାନ କୁ ଡିଜିଟାଲ ଭାବରେ ଭ୍ରମଣ କରି ପାରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ କାଳାବନ୍ତି ଦୁର୍ଗ ର ଭ୍ରମଣ କରେଇବୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଦୁର୍ଗ ର ଭିଡ଼ିଓ ଟି ଜଣେ ୟୁ ଟ୍ୟୁବର ତାଙ୍କର ସୋସିଆଲ ମିଡ଼ିଆ ଚେନାଲ ରେ ସେୟାର କରିଥିଲେ। ତେବେ ଏହି ଦୁର୍ଗ କୁ ଯିବା ଏବଂ ଏହାର ପରିଭ୍ରମଣ ର ମଜା ନେବା ମୃତ୍ୟୁ କୁ ସାଙ୍ଗ ରେ ନେଇ ବୁଲିବା ଠାରୁ କମ ନୁହେଁ।

ତେବେ ଏହି ଦୁର୍ଗ ଟି ହେଉଛି ହଜାର ହଜାର ବର୍ଷ ପୁରୁଣା ଦୁର୍ଗ ଯାହାକି ପାହାଡ଼ କୁ କାଟି କାଟି ପାହାଚ ପାହାଚ ହୋଇ ପ୍ରସ୍ତୁତ ହୋଇଛି। ତେବେ ଏହି ଦୁର୍ଗ କୁ ଯିବା କୁ ହେଲେ ଆପଣ ଙ୍କୁ ଅନେକ ପାହାଚ ଚଢ଼ିବା କୁ ହେବ ତାହା ବି ପ୍ରଥମେ ଆପଣ ଉପର କୁ ଚଢି ଚଢି ଯିବେ ପାହାଚ ଆଉ ପୁଣି ତଳ କୁ ଯିବା କୁ ହେବ ଏବଂ ଏଥିରେ ସବୁ ପାଦେ ପାଦେ ଆପଣ ଙ୍କ ର ବିପଦ ରହିବ। କାରଣ ଏହି ସ୍ଥାନ ଟି ବହୁତ ଭୟଙ୍କର ଏବଂ ଏହିପରି ପାହାଚ ରହିଛି ଯାହାକୁ ଦେଖିଲେ ହିଁ ଭୟ ଲାଗୁଛି ଆଉ ଯିବାକୁ ତ ସେତିକି ସାହସ ଦରକାର।

ତେବେ ସେହି ୟୁ ଟ୍ୟୁବର ଜଣଙ୍କ ସେହି କାଳାବନ୍ତି ଦୁର୍ଗ କୁ ପୁରା ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଯାଇଛନ୍ତି ଯାହାକି ଅତ୍ୟନ୍ତ ବିପଦ ସଂକୁଳ ରହିଛି ମାତ୍ର ସେଥିରେ ମଧ୍ୟ ବହୁତ ମଜା ଅଛି। ଆଉ ଏହି ଦୁର୍ଗ ଟି ପୁରାତନ କାଳ ରୁ ତାର ବୈଶିଷ୍ଟ୍ୟ କୁ ନେଇ ଖୁବ ପ୍ରସିଦ୍ଧ ଅଟେ। ଏବଂ ଏହି ଦୁର୍ଗ ଚାରିପଟେ ଘେରି ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣ ଙ୍କୁ ଏଠାକୁ ଯିବାକୁ ନିଶ୍ଚିତ ଭାବରେ ବାଧ୍ୟ କରିଦେବ। ତେବେ ଏହି ଭାଇରାଲ ଭିଡ଼ିଓ ଟିକୁ ଆପଣ ମାନେ ଥରେ ନିଶ୍ଚିତ ଦେଖନ୍ତୁ ଏବଂ ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.