କଣ ପାଇଁ ହଠାତ ଭୋ ଭୋ ହେଇ କାନ୍ଦି ପକାଇଲେ ଅଭିନେତା ପୁପିନ୍ଦର ? ମୁଁହ ରେ ପଦେ ହେଲେ ଭାଷା ବାହାରୁ ନାହିଁ, କିନ୍ତୁ ଆଖି କହୁଛି ଅକୁହା କଥା…
ଆମେ ସମସ୍ତେ ସିନେମା, ଟିଭି ଓ ଯାତ୍ରା ସହ ବେଶ ଜଡିତ ଅଟୁ ,ଏହା ଯେ କେବଳ ଆମ କୁ ମନରଞ୍ଜନ କରାଏ ତାହା ନୁହେଁ ବରଂ ଏହି ସିନେମା ଓ ଧାରାବାହିକ ସିରିଏଲ ମାଧ୍ୟମ ରେ ଆମେ ଅନେକ ପ୍ରକାରର ଜିନିଷ ଶିକ୍ଷା କରିଥାଉ ମଧ୍ୟ।
ଆମ ସମାଜ ରେ ହେଉଥିବା ସମସ୍ତ ପ୍ରକାରର ପ୍ରଥା ନୀତି ନିୟମ ତଥା ଆମ ସମାଜ ପ୍ରକୃତ ରେ କେଉଁ ଭଳି ଭାବରେ ହେବା ଆବଶ୍ୟକ ତାହା ମଧ୍ୟ ଜାଣିବାକୁ ପାଇଥାଉ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ସିନ ର ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ।
ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଆମ ଓଲିଉଡ ପୁପିନ୍ଦର ଙ୍କ ର ଏହିଭଳି ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ତେବେ ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି କି ହଠାତ ଅଭିନେତା ପୁପିନ୍ଦର ଭୋ ଭୋ ହୋଇ କାନ୍ଦି ପକେଇଛନ୍ତି। ତେବେ ଦେଖା ଯାଇଛି କି ସେ ପାଟି ଟିକେ ଖୋଲୁ ନାହାନ୍ତି କିମ୍ବା କିଛି କହୁ ନାହାନ୍ତି କିନ୍ତୁ ତାଙ୍କର ଆଖିରେ ଲୁହ ର ଧାର ବହି ଯାଉଛି। ଭୋ ଭୋ ହୋଇ ସେ କାନ୍ଦି ପକେଇଛନ୍ତି ଏବଂ ବହୁତ ଇମୋସନାଲ ମଧ୍ୟ ହୋଇ ଯାଇଛନ୍ତି।
ତେବେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ କି କାହିଁକି ଏହିପରି କାନ୍ଦି ଉଠିଲେ ପୁପିନ୍ଦର ବୋଲି। ତେବେ ଆମ ପୁପିନ୍ଦର ଭାଇ ଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ, ସେ ସବୁବେଳେ ମଜା ମସ୍ତି ସିନେମା କରି ଲୋକ ଙ୍କୁ ଖୁବ ହସିଥାନ୍ତି। ମାତ୍ର ହଠାତ ସେ କାନ୍ଦିବା ନେଇ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ଥିଲେ। ତେବେ ସୂଚନା ଅନୁସାରେ , ପୁପିନ୍ଦର ଓଡ଼ିଆ ସିନେମା “ପ୍ରତୀକ୍ଷା” ଦେଖିବା ପାଇଁ ହଲ କୁ ଯାଇଥିଲେ। ଆଉ ଏହି ସିନେମା ଦେଖି ଫେରିବା ସମୟ ରେ ସେ ଭୋ ଭୋ ହୋଇ କାନ୍ଦି ପକେଇ ଥିଲେ।
ତେବେ ଯେତେବେଳେ ଅଭିନେତା ପୁପିନ୍ଦର ଙ୍କୁ ପଚରା ଯାଇଥିଲେ କି କାହିଁକି ସେ ଏହିପରି କାନ୍ଦି ପକେଇ ଲେ ବୋଲି। ସେତେବେଳେ ସେ ମିଡ଼ିଆ ଆଗରେ କିଛି କହି ନଥିଲେ କିନ୍ତୁ ତାଙ୍କର ଆଖି ବହୁତ କିଛି କହୁଥିଲେ ଆଉ ଧାର ଧାର ହୋଇ ଲୁହ ବହି ଯାଉଥିଲା। ଆଉ ପରେ ସେ କହିଥିଲେ କି ଏହି ସିନେମା ପ୍ରତୀକ୍ଷା ଦେଖିବା ପରେ ତାଙ୍କୁ ତାଙ୍କର ବାପା ଙ୍କ କଥା ତାଙ୍କର ମନେ ପଡିଗଲା ।ତେବେ ବର୍ତ୍ତମାନ ତାଙ୍କ ବାପା ତାଙ୍କ ସାଙ୍ଗ ରେ ନାହାନ୍ତି ସବୁଦିନ ପାଇଁ ତାଙ୍କୁ ଛାଡି ଚାଲି ଯାଇଛନ୍ତି। ତେଣୁ ତାଙ୍କୁ ମନେ ପକେଇ ସେ କାନ୍ଦି ପକେଇ ଥିଲେ। ତେବେ ବର୍ତ୍ତମାନ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।