କାନ୍ଦି କାନ୍ଦି ନିଜ ସାନ ଭାଇର ମୁଖାଗ୍ନି ଦେଉଛନ୍ତି “Amlan”, ଦେଖିଲେ କୋହ ସହୁନି, ଗଡିଯାଉଛି ଅମାନିଆ ଲୁହଗୁଡା ଏହି ଦୃଶ୍ୟ ଦେଖିଲେ ଆପଣ ବି କାନ୍ଦି ପକାଇବେ
ବନ୍ଧୁମାନେ ଦୁଃଖ ଯାହା ଜୀବନରେ ଥରେ ଆସି ଘର କରିଯାଏ ସେହି ଦୁଃଖ ରୁ ମଣିଷ ବଂଚିବା ମୁସ୍କିଲ ହେଇ ପଡେ ।ଆଉ ଅଭିନେତା ଅମ୍ଳାନ ଙ୍କ ଜୀବନରେ ଏମିତି ଏକ ଘଡିସନ୍ଦି ସମୟ ଆସିଛି ଯାହା ଭିତରେ ସେ ନିଜକୁ ପଥର କରି ଦେଇଛନ୍ତି ।ଦର୍ଶକବନ୍ଧୁ ବାପାମାଆ ଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛନ୍ତି ଅଭିନେତା ଅମ୍ଳାନ ଦାସ ।
ଥରେ ଦେଖନ୍ତୁ ଏହି ଭିଡ଼ିଓ ତାପରେ ଜାଣି ପାରିବେ ଅମ୍ଳାନ କେମିତି ଅଛନ୍ତି ଆଉ କେମିତି ଏତେ ଦୁଃଖ ଭିତରେ ସେ ଜୀବନ କାଟୁଛନ୍ତି ।
ବନ୍ଧୁମାନେ ଅଭିନେତା ମିହିର ଦାସ ଯାହାଙ୍କର ଗୋଟିଏ ବର୍ଷ ଆଗରୁ ମୃତ୍ୟୁ ଘଟିଥିଲା ଯାହାକୁ ଆଜି ଯାଏ ଦର୍ଶକ ଭୁଲି ନାହାନ୍ତି ।ଆଉ ଆଜି ପୁଣି ଏକ ଦୁଃଖ ସମୟ ଆସିଛି ତାଙ୍କ ପରିବାର ପାଇଁ କାରଣ ମିହିର ଦାସ ସାନ ପୁଅ ଅକ୍ଲାନ୍ତ ଙ୍କର ଦେହାନ୍ତ ହେଇ ଯାଇଚି ।ତେବେ ବର୍ତ୍ତମାନ ଏହି ସମୟରେ ବଡ଼ ପୁଅ ଅମ୍ଳାନ ପୁରା ଏକୁଟିଆ ହେଇ ଯାଇଛନ୍ତି ।ପ୍ରଥମେ ମାଆ ଙ୍କୁ ହରେଇବା ପରେ ଘରେ ମହୀରଦାସ ତାଙ୍କର ଦୁଇ ପୁଅ ଅମ୍ଳାନ ଓ ଅକ୍ଲାନ୍ତ ସହିତ ରହୁଥିଲେ ।ହେଲେ ବାପା ଓ ଭାଇ ଚାଲିଯିବା ପରେ ଅମ୍ଳାନ ଙ୍କ ଦୁଃଖ କହିଲେ ନସରେ ।
ତେବେ କିଛିଦିନ ହେଲା ଅକ୍ଲାନ୍ତ ଙ୍କ ଦେହ ଖରାପ ଥିବାରୁ ସେ ଭୁବନେଶ୍ୱର ଏମସ ରେ ଚିକିତ୍ସିତ ହେଉଥିଲେ କିନ୍ତୁ ଗତକାଲି ରାତିରେ ଅକ୍ଲାନ୍ତ ଙ୍କର ମୃତ୍ୟୁ ଘଟିଥିଲା ।ଆଉ ଏହି ଖବର ଶୁଣି ଅମ୍ଳାନ ନିଜ ସୁଟିଂ ସେଟ ରୁ ଚାଲି ଆସିଥିଲେ ଓ ନିଜ ସାନ ଭାଇକୁ ମୂଖାଗ୍ନି ଦେଇଥିଲେ କଟକ ସତୀଚଉରା ରେ ।ତେବେ ଭିଓ ରେ ଆପଣ ଦେଖି ପାରୁଥିବେ ଅମ୍ଳାନ କେତେ ଭାଙ୍ଗି ପଡିଛନ୍ତି ତା କ ପାଖରେ ଆହା ପଦେ କହିବାକୁ କି କାହା କାନ୍ଧରେ ଲୁହ ଝରାଇବାକୁ ଲୋକ ନାହାନ୍ତି ।ଏତେ କମ ସମୟ ଭିତରେ ମାଆ,ବାପା ଓ ଭାଇ କୁ ହରେଇବା ପରେ ପଥର ପାଲଟି ଯାଇଛନ୍ତି ଅମ୍ଳାନ ।
ମଣିଷ ଜୀବନ ନିମିଷକ ମାତ୍ର କିନ୍ତୁ ସେହି ଭିତରେ ସେ ଏମିତି ଏକ ସ୍ନେହ ଡୋରୀରେ ବାନ୍ଧି ଯାଇଥାଏ ଯେ ନିଜ ପ୍ରିୟ ଲୋକଙ୍କର ଦୁଃଖ ସହିବା କଷ୍ଟ ହେଇପଡ଼େ ।ଆଉ ଅଭିନେତା ଅମ୍ଳାନ ଙ୍କ ଜୀବନରେ ଲଗାତାର ଏମିତି ଦୁଃଖ ଆସିଲେ ସେ କେମିତି ଆଉ ଧୋର୍ୟ୍ଯ ଧରିବେ ।ଯିଏ ବି ଏମିତି ଦୁଃଖ ଦେଖୁଛନ୍ତି ତାଙ୍କ ଆଖିରେ ଲୁହ ଝରି ଆସୁଛି, ତେବେ ସେହି ଜାଗାରେ ଥିବା ବ୍ୟକ୍ତି ଉପରେ କଣ ବିତୁଥିବ ସେ ବିଷୟରେ କଳ୍ପନା କରିବା ମୁସ୍କିଲ ।ହେଲେ ଭଗବାନ ଶକ୍ତି ଦିଅନ୍ତୁ ଅମ୍ଳାନ ଙ୍କୁ ଏହି ଦୁଃଖ ରୁ ବାହାର ହେବା ଆଉ ଶକ୍ତି ଦିଅନ୍ତୁ ଏହି ଦୁଃଖ ସମୟ କୁ ପାର କରିବା ପାଇଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।