ତେବେ ମଣିଷ କୁ ସର୍ବଶ୍ରେଷ୍ଠ ପ୍ରାଣୀ ଭାଵରେ ଗଢ଼ିଥିଲେ ସତ କି ସେ ଏପରି ଅନେକ ପଶୁପକ୍ଷୀ ଙ୍କୁ ସୃଷ୍ଟି କରିଛନ୍ତି ଯେଉଁମାନ ଙ୍କୁ ମଣିଷ ବହୁତ ଭୟ କରିଥାଏ ।ତେବେ ଏହି ସବୁ ମଧ୍ୟରେ ଭଗବାନ ସାପ ନାମକ ଏକ ସରୀସୃପ କୁ ସୃଷ୍ଟି କରିଛନ୍ତି ଯାହାକି ଅତ୍ୟନ୍ତ ଭୟଙ୍କର ଏବଂ ବିଷଧର ମଧ୍ୟ ।
ଏମିତି କି ଏମାନେ ଯାହାକୁ ଦଂଶନ କରନ୍ତି ତାଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ।ମଣିଷ ଜାତି ଏହି ସାପ ଙ୍କୁ ବହୁତ ଭୟ ମଧ୍ୟ କରେ ।ତେବେ ଏହିଭଳି ଏକ ଘଟଣା ର ସ୍ୱୀକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ର ଜଣେ କୁନି ଶିଶୁ ।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।
ତେବେ ବର୍ତ୍ତମାନ ଭଦ୍ରକ ଜିଲ୍ଲା ରେ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବା କୁ ମିଳିଛି ଯେଉଁ ଠାରେ ଗୋଟିଏ ଛୋଟ ଶିଶୁ ସୋଇଥିବା ବେଳେ ତାର ଚାରି ପାର୍ଶ୍ଵ ରେ ବିଷଧର ଚନ୍ଦ୍ରନାଗ ଘୁରି ବୁଲୁଥିବା ର ଦେଖା ଯାଇଥିଲା। ତେବେ ସେହି ବିଷ ଧର ସାପଟି ପୁଣି ସେହି ଘରେ ଦେଖାଯିବାରୁ ସାପ ଧରାଳି ଜଣଙ୍କ ସାପ ଟିକୁ ଉଦ୍ଧାର କରିବାକୁ ଆସିଥିଲେ, ଆଉ ସାପ ଟିକୁ ଧରିବା ପରେ ପରିବାର ଲୋକେ ସବୁ କଥା ଜଣାଇଥିଲେ ଏବଂ ପରେ ସାପ ଧରାଳି ଜଣଙ୍କ ଅତ୍ୟନ୍ତ ସାବଧାନତା ଓ କୌଶଳ ର ସହ ସାପ ଟିକୁ ଉଦ୍ଧାର କରିଥିଲେ।
ତେବେ ସୂଚନା ଅନୁସାରେ, ଘରେ ଶୋଇଥିଲା ଏବଂ ତାର ବାପା ମା ବାହାରେ ଥିଲେ, ତେବେ ଘର ଭିତରୁ ଟିକିଏ ଅଜୀବ ଶବ୍ଦ ଶୁଣା ଯିବାରୁ ମା ଘର ଭିତର କୁ ଆସିଥିଲେ ଆଉ ସେ ଦେଖିଥିଲେ କି ତାଙ୍କ ପିଲା ଶୋଇଥିବା ସ୍ଥାନ ରେ ଗୋଟିଏ ବିଷଧର ଚନ୍ଦ୍ରନାଗ ସାପ ବୁଲୁଛି। ଆଉ ଏହା ଦେଖିବା ପରେ ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ଥିଲେ ଆଉ ଭୟଭୀତ ମଧ୍ୟ। ତେବେ ସେ ଏ ବିଷୟ ରେ ସଂଗେ ସଂଗେ ସାପ ଧରାଳି ଙ୍କୁ ଜଣେଇଥିଲେ। ତେବେ ସାପ ଧରାଳି ଆସି ଦେଖିଥିଲେ କି ସାପ ଟି ପିଲା ଟିକୁ କାମୁଡି ନାହିଁ ବୋଲି।
ତେବେ ସାପ ଧରାଳି ଜଣଙ୍କ ସେହି ଯୁବକ ଙ୍କର ଘର କୁ ଆସି ବିଶାଳକାୟ ବିଷଧର ସାପ ଟିକୁ ଉଦ୍ଧାର କରିଥିଲେ ।ତେବେ ସେ କହିଥିଲେ କି ଏହି ସାପ ଟିର ଦାନ୍ତ ବହୁତ ସରୁ ଓ କ୍ଷୁଦ୍ର ତେଣୁ ଏହି ସାପ କାମୁଡ଼ି ଲେ ହଠାତ ଜଣେ ଜାଣିପାରନ୍ତି ନାହିଁ। ଭାରତ ରେ ଏହି ସାପ କୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଏ। ତେବେ ଆପଣ ମାନେ ମଧ୍ୟ ସାବଧାନ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ ।ବର୍ଷା ଦିନ ରେ ଏହିପରି ସାପ ମାନେ ଘର ମାନଙ୍କ ରେ ପଶି ଯାଇଥାନ୍ତି ତେଣୁ ଆବଶ୍ୟକ ଠାରୁ ଟିକେ ଅଧିକ ସତର୍କ ରହିବା ନିହାତି ଆବଶ୍ୟକ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।