Daily news update , Real odisha local news

Avoca Lake Surfing ଏମିତି ଦୃଶ୍ୟ ଜୀବନରେ କେବେ ବି ଦେଖି ନଥିବେ… ଦେଖନ୍ତୁ Shocking ଭିଡ଼ିଓ

0 3,517

ବନ୍ଧୁମାନେ ବହୁତ ସମୟରେ ଆମେ ସୋସିଆଲ ମେଡିଆରେ ଅନେକ ପ୍ରକାରର ଭିଡ଼ିଓ ଦେଖିଥାଉ ।ତେବେ କିଛି ଭିଡ଼ିଓରେ ଏମିତି କିଛି ନଜର ଆସିଥାଏ ଯାହା ଦେଖିଲେ ଆମ ସମସ୍ତଙ୍କ ର ହୋସ ଉଡିଯାଏ ।ତେବେ ସେହିପରି ଆମ ବାସ୍ତବ ଜୀବନରେ ବି ଅନେକ ଘଟଣା ଯାହା ହଠାତ ଘଟିଥାଏ, କିନ୍ତୁ ସେହି ଘଟଣା ଏମିତି ଝଟକା ଦିଏ ଯାହା ସହଜରେ ଭୁଲି ହୁଏ ନାହିଁ ।ତେବେ ଆପଣ ଏହି ଭିଡ଼ିଓରେ ଦେଖନ୍ତୁ କେମିତି ପାଣିରେ ସର୍ଫିଂ କରୁଥିଲା ବେଳେ ଏମିତି କିଛି ଘଟିଲା ଯାହା ସମସ୍ତଙ୍କ ହୋସ ଉଡେଇ ଦେଲା ।

ତେବେ ଆମ ଭିତରୁ ଅନେକ ଅଛନ୍ତି ଯେଉଁମାନେ ଖୁବ ଦୁଃସାହସିକ କାମ ବିନା ଡର ଭୟରେ କରି ଯାଆନ୍ତି ।ଆଉ ଆମେ ଯେତେବେଳେ ସେହି ଘଟଣା କୁ ଦେଖୁ ତାହା ଆମ ଦେହ ଶୀତେଇ ଦିଏ ।

ତେବେ ନିକଟରେ ଏମିତି ଏଜ ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ବି ଶୀତେଇ ଯିବେ ।ପାଣି ଭିତରେ କିଛି ଲୋକ ଏମିତି ଖେଳ ଖେଳୁଛନ୍ତି ତାହା ସମସ୍ତଙ୍କ ଜୋସ ଉଡାଇବାର କାମ କରୁଛି ।ତେବେ ପାଣିର ସ୍ରୋତ ସହିତ ତାଳ ଦେବା ବହୁତ ମୁସ୍କିଲ ଅଟେ କିନ୍ତୁ ଏହି ବ୍ୟକ୍ତିମାନେ ଯାହା କରୁଛନ୍ତି ଦେଖନ୍ତୁ ।

ତେବେ ସୂଚନା ଅନୁଯାୟୀ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆ ର ଆଭୋକା ଲେକ ସର୍ଫିଂ ର ।ତେବେ ସେହି ଲେକ କୁ ବହୁତ ଲୋକ ସର୍ଫିଂ କରିବାକୁ ଆସିଥାନ୍ତି ।ତେବେ ସର୍ଫିଂ ଏକ ପ୍ରକାରର ଖେଳ କହିଲେ ଅତୃପି ହେବ ନାହି ହେଲେ ଏଥିରେ ଆପଣଂକୁ ଅଗଭୀର ସମୁଦ୍ର ଉପରେ ଥିବା ଢେଉ ସହ ତାଳ ଦେବାକୁ ପଡିଥାଏ ।ଆଉ ଏଥିରେ ଆପଣ ଟିକିଏ ଭୁଲ ହେଲେ ଜୀବନ ବଞ୍ଚାଇବା ଖୁବ କଷ୍ଟ ହେଇଥାଏ ।ତେବେ ଅଷ୍ଟ୍ରେଲିଆ ର ଆଭୋକା ଲେକ ସର୍ଫିଂ ରେ ବହୁତ ଲୋକ ଖୁବ ମଜା ନେଜ ସେହି ସର୍ଫିଂ

ତେବେ ସେହି ଭିତରେ ବହୁତ ଜୋରରେ ଢେଉ ଆସୁଛି ବେଳେ ବେଳେ ବ୍ୟକ୍ତି ଦେଖା ବି ଯାଉହାନ୍ତି ।କିନ୍ତୁ ବ୍ୟକ୍ତି ମାନେ ନିଜର ବ୍ୟାଲେନ୍ସ ବଜାଇ ରଖୁଛନ୍ତି ।ତେଣୁ ସେମାନେ ପାଣିରେ ନବୁଡି ଖୁବ ସୁନ୍ଦର ଓ ମଜା ନେଇ କଖେଳି ବେଳେ ଲାଗୁଛନ୍ତି ।ହେଲେ ଅନ୍ୟପଟେ ଏହି ଭିଡ଼ିଓ କୁ ଦେଖିବା ପରେ ଦର୍ଶକ ଖୁବ ଆଶ୍ଚର୍ୟ୍ଯ ହେବା ସହିତ  ସେହି ସର୍ଫିଂ କରୁଥିବା ଲୋକ ମାନଙ୍କୁ ଖୁବ ସାବସି ଦେଇଛନ୍ତି ।ତେବେ ଜାଣି ରଖନ୍ତୁ ଆପଣ ବିନା ଟ୍ରେନିଂ ରେ କେବେ ଏମିତି ପଦକ୍ଷେପ ନେଇ ନାହିଁ ସର୍ଫିଂ କରିବାରେ ।ଏଥିପାଇଁ ଉପଯୁକ୍ତ ପ୍ରଶିକ୍ଷଣ ନିହାତି ଜରୁରୀ ଅଟେ ତାପରେ ଯାଇ ଆପଣ ବିନା ଡର ଭୟରେ ସର୍ଫିଂ କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.