Daily news update , Real odisha local news

ଗୁରୁବାର ଦିନ ଭାଗବତ ପଢନ୍ତି ନାହିଁ କାହିଁକି ? ରହିଛି ବିରାଟ କାରଣ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II KESABA DWITIKRUSHNA

0 886

ବନ୍ଧୁମାନେ ଆମ ଜୀବନକୁ ସତ ବାଟରେ ନେବା ପାଇଁ ଅନେକ ଧର୍ମ ଶାସ୍ତ୍ର ଖୁବ ସହାୟତା କରିଥାଏ ।ଯେପରି ଗୀତା ଭାଗବତ ପରି ପୁରାଣ ଗୁଡିକୁ ଆମେ ଯେତେ ମାତ୍ରାରେ ଆପଣେଇ ପାରିବୁ ସେତେବେଳେ ମାତ୍ରାରେ ଆମ ଜୀବନ ଖୁବ ଭଲରେ ବିତିବ ।ଆପ ବହୁତ ବ୍ୟକ୍ତି ପ୍ରତିଦିନ ଭାଗବତ ପଡ଼ିବାକୁ ଓ ଶୁଣିବାକୁ ଖୁବ ପସନ୍ଦ କରନ୍ତି କିନ୍ତୁ ବହୁତ ଜଣକ କହିଥାନ୍ତି କି ଗୁରୁବାର ଦିନ ଭାଗବତ ପଡିବା ଉଚିତ ନୁହେଁ ।ହେଲେ ଗୁରୁବାର ଦିନ କାହିଁକି ଭାଗବତ ପଡିବା ଉଚିତ ନୁହେଁ ଏହା ପଛରେ କଣ କାରଣ ରହିଛି ତାହାକୁ ନେଉ କୁନି ପ୍ରବଚକ କଣ କହିଛନ୍ତି ଆସନ୍ତୁ ଜାଣିବା ।

ବନ୍ଧୁମାନେ ଆମେ ସଂସାର ରେ କିଛି ଉଦ୍ଦେଶ୍ୟ ନେଇ ଜନ୍ମ ହେଇ ଥାଉ କିନ୍ତୁ ଜନ୍ମର ହେବା ପରେ ଆମେ ଆମେ ସେହି ଉଦ୍ଦେଶ୍ୟ କୁ ଭୁଲିଯାଉ ।ଭଗବାନ ଙ୍କ ନାମ ଜପିବା ତାଙ୍କ ସଂକୀର୍ତ୍ତନ ଶୁଣିବା ଆଦି ଭୁଲି ଯାଉଥିବା ଯୋଗୁ ଆମେ ପଥଭ୍ରଷ୍ଟ ହେଇ ଯାଉଛୁ ।ଏହା ବ୍ୟତୀତ କୌଣସି କାମ କରିବା ପାଇଁ କେହି କେବେ ମନା କରି କଥାନ୍ତି ।ତେବେ କୁନି ବାବା କହିଛନ୍ତି କି କୌଣସି ର୍କ ସଂକୀର୍ତ୍ତନ ରେ ଜଣେ ବ୍ୟକ୍ତି ଖୋଳ ବଜାଉଥିବା ବେଳେ ହଠାତ ଖୋଳ ଫାଟି ଗଲା ।ଆଉ ଏହା ପରେ ତାଙ୍କୁ ଦେଖି ପୁଣି ଜଣେ ବ୍ୟକ୍ତି ସେମିତି ଖୋଲା ବଜାଇବା ବେଳେ ଜାଣିଶୁଣି ଖୋଳ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ।

ତେବେ ଭାଗବତ ଗୁରୁବାର ନପଡିବା ବିଷୟରେ କୌଣସି ବିଶେଷ କାରଣ ନାହିଁ କିନ୍ତୁ କେହି ଜଣେ କଣ ସତ ମିଛ କହିଥିବେ ତାହାକୁ ପରେ ପରେ ଲୋକମାନେ ମାନି ଆସୁଛନ୍ତି ।ଯେମିତି ବାବା ପୂର୍ବରୁ ଉଦାହରଣ ଦେଇ କହିଛନ୍ତି କି କେମିତି ଜଣେ ବ୍ୟକ୍ତିଙ୍କ ଦ୍ଵାରା ଖୋଳ ଭାଙ୍ଗିଗଲା ପରେ ଅନ୍ୟମାନେ କେମିତି ଖୋଳ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ।ତେବେ ପ୍ରତ୍ୟେକ ଦିନ ଭାଗବତ ପଡିବା ଓ ଶିନୀବା ଉଚିତ ।ଏମିତି କୌଣସି ଦିନ ନାହିଁ ବା ଅନ୍ୟ କିଛି ନିୟମ ନାହିଁ କୁ ଆପଣ ଭଗବତ ପଡ଼ି ପାରିବେ ନାହିଁ ।

ଶେଷରେ କୁନି ବାବା ଏହା କହିଥିଲେ କି ମଣିଷକୁ ମଣିଷ ଜନ୍ମ ଖୁବ କଷ୍ଟ ରେ ମିଳିଥାଏ ।84 କୋଟି ଯୋୖନି ରେ ଜନ୍ମ ହେବା ପରେ ଜାଣି ଜଣେ ମଣିଷ ଜନ୍ମ ନେଇ ଥାଏ ଆଉ ଏହି ମଣିଷ ଜନ୍ମ ନେବା ପରେ ସେହି ମଣିଷ ଭଗବାନ ଙ୍କର ଆରାଧନା ନକରୁଛି ତାହେଲେ ମଣିଷ ଜନ୍ମର ଅର୍ଥ କିଛି ନଥାଏ ।ଭାଗବତ ଶୁଣିବା ପଡିବା ଆମ ଜୀବନ କୁ ଖୁବ ସଜାଡ଼ିଥାଏ ଆଉ ଠିକ ରାସ୍ତା ଦେଖାଇ ଥାଏ ତେଣୁ କେବେ କୋଉ କଥା ନଶୁଣି ଭଗବତ ସହିତ ଯୋଡି ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.