Daily news update , Real odisha local news

ହଠାତ ସିଲଭର କଳସୀ ରେ ମୁଣ୍ଡ ପୂରାଇ ଚିତାବାଘ ( LEOPARD ) କଲା ଏମିତି… ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ.. ଦେଖନ୍ତୁ ଭିଡ଼ିଓ

0 1,466

ବନ୍ଧୁମାନେ ସୋସିଆଲ ମେଡିଆରେ ଅନେକ ପ୍ରକାରର ଘଟଣା ଦେଖିବାକୁ ମିଳେ ଆଉ ସେହି ଭିତରେ ଅନେକ ଆଶ୍ଚର୍ଯ୍ୟ କର ଘଟଣା ସମସ୍ତଙ୍କୁ ଚକିତ କରିଥାଏ ।ତେବେ ବର୍ତ୍ତମାନ ସେମିତି ଏକ ଖୁବ ଆଶ୍ଚର୍ଯ୍ୟ କ୍ର ଘଟଣା କୁ ନେଇ ଖୁବ ଜୋର ରେ ଆଲୋଚନା ହେଉଛି ସୋସିଆଲ ମେଡିଆରେ ।ତେବେ ଆପଣ ଅନେକ ଜୀବଜନ୍ତୁ ଙ୍କୁ ଦେଖିଥିବେ କେମିତି ସେମାନେ ନିଜ ମୂର୍ଖାମୀ ପାଇଁ ବିପଦରେ ପିଡ଼ି ଥାଆନ୍ତି ।ଆଉ ଆଜି ସେମିତି ଏକ ମୂର୍ଖାମୀ କରିଛି ଚିତା ବାଘଟି, ପାଣି ପିଇବାକୁ ଆସି ମୁଣ୍ଡ ଫସେଇ ଦେଇଛି ହାଣ୍ଡି ଭିତରେ ।ଆଉ ତାପରେ କଣ ଘଟୁଛି ଆସନ୍ତୁ ଆଗକୁ ଜାଣିବା ।

ତେବେ ଆମ ସୃଷ୍ଟି ରେ ଯେତେ ଜୀବଜନ୍ତୁ ଅଛନ୍ତି ସମସ୍ତେ ଖୁବ ବିଷାକ୍ତ ଆଉ ଭୟଙ୍କର ଅଟେ,ସେମାନଙ୍କ ସମ୍ନାକୁ ଗଲେ ଜୀବନ ବଞ୍ଚାଇ ଫେରିବା ମୁସ୍କିଲ ହେଇଯାଏ ।ହେଲେ ସେହି ଜୀବଜନ୍ତୁ ପାଖରେ ବୁଦ୍ଧି ର ଅଭାବ ଥାଏ ଯେଉଁ କାରଣ ପାଇଁ ସେମାନେ ମଣିଷ ପାଖରେ ହାର ମାନି ଯାଆନ୍ତି ।ତେବେ ବାଘ ନାଆ ଶୁଣିଲେ ହିଁ ଖୁବ ଭୟ ଲାଗେ, କାରଣ ଥରେ ଯିଏ ବାଘ ହାବୁଡ଼ ରେ ପଡିଛି ସେ ଜୀବନ ବଞ୍ଚେଇ ଫେରିବା ଭୁଲି ଯାଇଛି ।ହେଲେ ଆଜିର ଘଟଣା ରେ ବାଘ କାହାକୁ ଆକ୍ରମଣ କଁ କରିବ ସେ ନିଜେ ହିଁ ଏମିତି ବିପଦ ରେ ପଡି ଯାଇଛି କି ଯେତେ ଚେଷ୍ଟା କଲେ ବି ସେଥିରୁ ମୁକ୍ତି ପାଇ ପାରୁ ନାହିଁ ।

ସୂଚନା ଅନୁଯାୟୀ ଘଟଣା ହେଉଛି ରାଜସ୍ଥାନ ର ଏକ ଗାଁ ର, ଯେଉଁ ଗାଁକୁ ଚିତା ବାଘଟି ପାଣି ପିଇବା ପାଇଁ ଚାଲି ଆସିଥିଲା ।ଆଉ ବାଘଟି ଏକ ସିଲଭର ହାଣ୍ଡି ରୁ ପାଣି ପିଇ ଥିଲା, କିନ୍ତୁ ପାଣି ପିଇବା ପରେ ବାଘଟି ହାଣ୍ଡି ଭିତରୁ ମୁଣ୍ଡ ବାହାର କରିପାରି ନଥିଲା ।ତାପରେ ବାଘ ଟି ମୁଣ୍ଡରେ ହାଣ୍ଡି ବାହାର କଟିବା ପାଇଁ ଚାରି ଆଡ଼େ ଦୌଡ଼ି ବୁଲୁଥିଲା ।ଏହାକୁ ଲୋକମାନେ ଦେଖି ତାର ମୁହଁ ରୁ ହାଣ୍ଡି କୁ ବାହାର କରିବାକୁ ଯେତେ ଚେଷ୍ଟା କଲେ ବି ବାଘ କୁ ଧରି ପାରି ନଥିଲେ ।ଏହି ଭିତରେ ବାଘଟି ଗାଁ ଭିତରେ ପୁରା ଉତ୍ପାତ କରି ଚାଲିଥିଲା ଓ ଲୋକଙ୍କ ଭିତରେ ଏକ ଭୟ ବି ଖେଳେଇ ଯାଇଥିଲା ।

ଶେଷରେ ଗାଁ ଲୋକମାନେ ବନ୍ୟ ବିଭାଗ କୁ ଜଣାଇବା ପରେ ଘଟଣା ସ୍ଥାନରେ ବନ୍ୟ ବିଭାଗ କର୍ମଚାରୀ ଆସି ପହଁଚି ବାଘ କୁ ଧରିବାକୁ ଚେଷ୍ଟା କରିଥିଲେ ।ଆଉ ସେଥିରେ ଅସଫଳ ହେବାରୁ ଶେଷରେ ବାଘ କୁ ଚେତାଶୂନ୍ୟ କରି ତାର ମୁହଁରୁ ହାଣ୍ଡି ଟିକୁ ବାହାର କରିବାରେ ସଫଳ ହେଇଥିଲେ ।ତେବେ ଏହି ଘଟଣା ବର୍ତ୍ତମାନ ସୋସିଆଲ ମେଡିଆରେ ଏକ ବଡ଼ ନିଉଜ ପାଲଟିବା ଘଟଣାଟି ସବୁଠି ଏକ ବଡ଼ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.