Daily news update , Real odisha local news

ଓଃ କି ଡ୍ୟାନ୍ସ ! ଦଶମ ପରୀକ୍ଷା ସରିବା ପରେ ଦେଖନ୍ତୁ ଭାଇରାଲ ହେଉଥିବା ଏହି School ଛାତ୍ରୀଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ

0 2,375

ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ଆମ ଯୁବଯୁବତୀ ଙ୍କୁ ଟିକଟକ ନିଶା ଘାରିଛି।ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଆସିବା ପାଇଁ ଏମାନେ କେଉଁ କେଉଁ କାର୍ଯ୍ୟ ସବୁ କରୁଛନ୍ତି ତାହା ଆପଣ ଅନୁମାନ ବି କରିପାରିବେ ନାହିଁ। ତେବେ ଅନେକ ସମୟ ରେ କେବଳ ଟିକ ଟକ ପାଇଁ ଲୋକମାନେ ନାହିଁ ନଥିବା ସମସ୍ୟା ର ସମ୍ମୁଖିନ ହେଉଛନ୍ତି କିନ୍ତୁ ପରିବର୍ତ୍ତନ ର ନାମ ନେଉନାହାନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ ଭିଡିଓ ବିଷୟରେ ଜଣେଇବାକୁ ଯାଉଛୁ ,ଯାହା ଦେଖିଲେ ଆପଣ ହସି ହସି ଗଡି ଯିବେ।

ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏକ କଲେଜ କପୁଲ ଛାତ୍ର ଓ ଛାତ୍ରୀ ଙ୍କର ରିଲ ଭିଡିଓ ବିଷୟ ରେ ଜଣେଇବାକୁ ଯାଉଛୁ, ଯେଉଁ ଭିଡିଓ ଗୁଡିକ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେବା ରେ ଲାଗିଛି। ସେହି ସ୍କୁଲ କପୁଲ ଙ୍କର ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଆଉ ନିଜ ପିଲା ଙ୍କୁ କଲେଜ ଛାଡିବା ଆଗରୁ ହଜାର ଥର ଚିନ୍ତା କରିବେ ନିଶ୍ଚିତ। ତେବେ ଆସନ୍ତୁ ଜାଣିବା ସେହି ଭାଇରଲ ଭିଡ଼ିଓ ଟି ବିଷୟରେ।

ବନ୍ଧୁଗଣ ବର୍ତ୍ତମାନ ର ଛୋଟ ପିଲା ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ରିଲ ଭିଡିଓ ବନାଇବାରେ ବ୍ୟସ୍ତ ।ତେବେ ସେହି ଭଳି ଏକ ବିଦ୍ୟାଳୟ ଓ ଜଣେ ଛାତ୍ର ଓ ଛାତ୍ରୀ ଏକତ୍ର ହୋଇ ଅନେକ ରିଲ ଭିଡିଓ କରୁଛନ୍ତି ।ସେମାନେ ପ୍ରାୟ ସବୁ ଭିଡିଓ ଗୁଡିକ ବିଦ୍ୟାଳୟ ର ୟୁନିଫର୍ମ ରେ କରିଥାନ୍ତି ।ତେବେ ଉଭୟ ଛାତ୍ର ଓ ଛାତ୍ରୀ ଜଣଙ୍କ ହିନ୍ଦୀ, ଓଡ଼ିଆ, ସମ୍ବଲପୁରୀ ଆଦି ଗୀତରେ ରିଲ ଭିଡିଓ ବନାଇଥାନ୍ତି। ତାଙ୍କର ଭିଡ଼ିଓ ରେ କମେଡ଼ି ସହ ଡ଼୍ୟାନ୍ସ ରହିଥାଏ। ଯାହାକୁ ଲୋକ ମାନେ ଖୁବ ପସନ୍ଦ କରୁଛନ୍ତି।

ତେବେ ଏହି ବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ଦୁଇ ଜଣ ଏକତ୍ର ଏକ କପୁଲ ହୋଇ ସୁନ୍ଦର ସୁନ୍ଦର ରିଲ ଭିଡିଓ ବନାଇ ଲୋକ ଙ୍କୁ ଏଣ୍ଟଟେନମେଣ୍ଟ କରିଥାନ୍ତି। ଏହି ବିଦ୍ୟାଳୟ ର ସୁନ୍ଦର ଯୋଡ଼ି ଙ୍କର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି। ଯିଏ ଏହି ସ୍କୁଲ ଛାତ୍ର ଛାତ୍ରୀ ଙ୍କର ଟିକ ଟକ ଭିଡିଓ ଦେଖୁଛି ସେ ୟାକୁ ପ୍ରଶଂସା କରିଛନ୍ତି। ତେବେ ଏହି ଯୋଡ଼ି ମଧ୍ୟ ରୁ ପୁଅ ପିଲା ଅପେକ୍ଷା ଛାତ୍ରୀ ଜଣ ଙ୍କର ଅଭିନୟ ଏବଂ ଡ଼୍ୟାନ୍ସ ସମସ୍ତ ଙ୍କୁ ଚକିତ କରିଦେଇଛି।

ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ କି ଏହି ଦୁଇ ଜଣ ଛାତ୍ର ଛାତ୍ରୀ କେଉଁ ବିଦ୍ୟାଳୟ ରେ ପଢୁଛନ୍ତି କିମ୍ବା ଏହି ଭିଡିଓ ସବୁ କୋଉ ସ୍ଥାନ ର ଅଟେ ତଥାପି ଲୋକ ମାନେ ଏହାକୁ ବହୁତ ପସନ୍ଦ କରିଛନ୍ତି। ତେବେ ଆପଣ ମାନେ ମଧ୍ୟ ଏହି ବିଦ୍ୟାଳୟ ର ସୁଇଟ କପୁଲ ଙ୍କର ଭିଡିଓ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.