“ଖାଦ୍ୟ , ବସ୍ତ୍ର ଓ ବାସଗୃହ ଭଳି ଶାରୀରିକ ସମ୍ପର୍କ ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ ଉଭୟ ପୁରୁଷ ଓ ନାରୀ ଙ୍କ ପାଇଁ ଏବଂ ଗୋଟିଏ ସୁଖ ର ପରିବାର ପାଇଁଶାରୀରିକ ସମ୍ପର୍କ ର ଆବଶ୍ୟକତା ରହିଛି। ଆଉ ଯେଉଁ ମାନେ ସବୁ କୁହନ୍ତି କି ତାଙ୍କୁ ଶାରୀରିକ ସମ୍ପର୍କ କରିବା କୁ ଇଚ୍ଛା ହୁଏ ନାହିଁ ବା ମୁଁ କେବେ ଶାରୀରିକ ସମ୍ପର୍କ କରି ନାହିଁ ତେବେ ଆପଣ ଜାଣି ଯିବେ କି ସେ ମିଛ କହୁଛନ୍ତି ବୋଲି। ମାତ୍ର ଏହାର ଅର୍ଥ ଏହା ମଧ୍ୟ ନୁହେଁ କି ଆପଣ ସ୍ଥାନ କାଳ ପାତ୍ର ଦେଖିବେ ନାହିଁ”।
ବନ୍ଧୁଗଣ ଏହା କହିଛନ୍ତି ଓଡ଼ିଶା ର ଜଣେ ହାଇକୋଟ ଓକିଲ ବ୍ୟାମକେଶ ତ୍ରିପାଠୀ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟ ରେ।
ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ଟି ବହୁତ ପୁଣ୍ୟ ଏବଂ ପବିତ୍ର ତଥା ସୁଖମୟ ସମ୍ପର୍କ ହୋଇଥାଏ। ଏହା ଉଭୟ ମାନସିକ ଓ ଶାରୀରିକ ସମ୍ପର୍କରେ ବନ୍ଧା ହୋଇଥାଏ।ଆଉ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ, ଗୋଟିଏ ପୁଅ ଓ ଝିଅ ମଧ୍ୟରେ ଶାରୀରିକ ସମ୍ପର୍କ ବା ଶାରୀରିକ ସମ୍ପର୍କ ବିବାହ ପରେ କିମ୍ବା ବିବାହ ପୂର୍ବରୁ ହେବା ଆଇନଗତ ତଥା ସାମାଜିକ ନିୟମ ହୋଇଥାଏ ।ମାତ୍ର ବର୍ତ୍ତମାନ ଦେଖାଯାଉଛି ଯେ,ଯୁବପିଢି ପ୍ରେମ କରୁଛନ୍ତି ଏବଂ ପ୍ରେମ ରେ ପାଗଳ ହୋଇ ଯୋୖନ ସମ୍ପର୍କରେ ବାନ୍ଧି ହେଉଛନ୍ତି ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ ଅଟେ। ଯେଉଁଥି ପାଇଁ ସେମାନେ ନାହିଁ ନଥିବା ଅସୁବିଧା ରେ ମଧ୍ୟ ପଡୁଛନ୍ତି।
ତେବେ ବ୍ୟାମକେଶ ତ୍ରିପାଠୀ କହିଛନ୍ତି କି, ଆମ ସମାଜ ରେ ବନ୍ଚିଵା ପାଇଁ ଖାଦ୍ୟ , ବସ୍ତ୍ର ଓ ବାସଗୃହ ର ଆବଶ୍ୟକତା ରହିଛି ଠିକ ସେହିପରି ଶାରୀରିକ ସମ୍ପର୍କ ର ମଧ୍ୟ ଆବଶ୍ୟକ ରହିଛି। ଆଉ ଆଜି କାଲି ଦୁନିଆଁ ରେ ଦେଖିବା କୁ ମିଳୁଛି କି ପୁରୁଷ ମାନଙ୍କ ଅପେକ୍ଷା ,ନାରୀ ମାନଙ୍କ ରଶାରୀରିକ ସମ୍ପର୍କ କରିବା ରେ ବେସି ଆଗ୍ରହ ରହିଥାଏ। ଆଉ ପୁରୁଷ ମାନଙ୍କ ର ଯେତିକି ଗାର୍ଲଫ୍ରେଣ୍ଡ ନାହାନ୍ତି ସେତିକି ଅଧିକ ପୁରୁଷ ବନ୍ଧୁ ନାରୀ ମାନଙ୍କ ର ଅଧିକ ରହିଛନ୍ତି। ଆଉ ଶାରୀରିକ ସମ୍ପର୍କ ଟା ନିଶ୍ଚିତ ଭାବରେ ଖରାପ ନୁହେଁ ଜଣେ ପୁରୁଷ ଓ ନାରୀ ଭିତରେ ଏହା ସାଧାରଣ ଅଟେ।
ଆଉ ଯେଉଁ ମାନେ କହୁଛନ୍ତି କି ସେମାନଙ୍କ ରଶାରୀରିକ ସମ୍ପର୍କ ପ୍ରତି ଆଗ୍ରହ ନଥାଏ କିମ୍ବା ସେମାନେ କେବେ ବି ଶାରୀରିକ ସମ୍ପର୍କ କରି ନାହାନ୍ତି ତାହେଲେ ଆପଣ ବୁଝିଯିବେ କି ସେମାନେ ମିଛ କହୁଛନ୍ତି ବୋଲି। ମାତ୍ର ଏହାର ଅର୍ଥ ଏୟା ବି ନୁହେଁ କି ଆପଣ ମାନେ କିଛି ଦେଖିବେ ନାହିଁ କେଉଁଠି ବି ଶାରୀରିକ ସମ୍ପର୍କ କରିବା ଆରମ୍ଭ କରିନେବେ। ଆଉ ତାକୁ ନେଇ ହେଉଥିବା ହଜାର ହଜାର ସୁବିଧା ଅସୁବିଧା ମଧ୍ୟ ଆପଣ ଜାଣୁଥିବେ। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି। ଆପଣ ମଧ୍ୟ ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।