Daily news update , Real odisha local news

ଖେଳ ଖେଲିଦେଲେ ଅପରାଜିତା, ବାବୁଶାନ୍ ଙ୍କୁ ନପଠେଇ ରିୟା ରିସେପସନ କୁ ଏକା ଆସିଲେ! ଦେଖନ୍ତୁ ଭିଡିଓ

0 1,182

ବନ୍ଧୁଗଣ ବର୍ତ୍ତମାନ ର ଯାହା ସବୁଠାରୁ ବଡ଼ ସୂଚନା ରହିଛି କି ପୁଣି ଥରେ ଅଭିନେତ୍ରୀ ଅପରାଜିତା ମହାନ୍ତି ରିୟା ଙ୍କ ରିସେପସନ ପାର୍ଟି ରେ ଖେଳ ଖେଳି ଦେଇଛନ୍ତି। ସେ ବାବୁସାନ ଙ୍କ ଜାଗାରେ ନିଜେ ଆସି ପାର୍ଟି ରେ ଯୋଗ ଦେଇଛନ୍ତି। ତେବେ ବିବାଦ ପରେ ଏହା ପ୍ରଥମ ଥର ଏହିପରି ହୋଇଥିଲା ଯେଉଁ ଠାରେ ଉଭୟ ପ୍ରକୃତି ଓ ଅପରାଜିତା ମହାନ୍ତି ମୁଁହାମୁହିଁ ହୋଇଥିଲେ।

ତେବେ ବର୍ତ୍ତମାନ ର ଯାହା ସୂଚନା ରହୁଛି କି , ଅଭିନେତ୍ରୀ ରିୟା ଙ୍କ ର ବିବାହ ରିସେପସନ ପାର୍ଟି ରେ ଉଭୟ ଏକାଠି ନଜର ରେ ଆସିଥିଲେ। ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଚାଲିଛି।

ତେବେ ସୂଚନା ଯୋଗ୍ୟ ଯେ, ଅଭିନେତ୍ରୀ ରିୟା ତାଙ୍କର ବୟଫ୍ରେଣ୍ଡ ସୁନୀଲ ଙ୍କୁ ବିବାହ କରିଛନ୍ତି। ତେବେ ଉଭୟ ଙ୍କ ର ବିବାହ କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ମଧ୍ୟ ଚାଲିଛି। ତେବେ ଅଭିନେତ୍ରୀ ରିୟା ପ୍ରେମ ବିବାହ କରିଛନ୍ତି ଆଉ ସେ ବର୍ତ୍ତମାନ ଶ୍ରୀ କ୍ଷେତ୍ର ପୁରୀ ର ବୋହୁ ଅଟନ୍ତି। ତେବେ ଅଭିନେତ୍ରୀ ରିୟା ଆମ ଓଡ଼ିଆ ସିନେମା ଜଗତ ର ଜଣେ ଆଗ ଧାଡି ର ତଥା ଖୁବ ପରିଚିତ ଅଭିନେତ୍ରୀ ଅଟନ୍ତି। ତେବେ ରିୟା ଙ୍କ ର ବିବାହ ରେ ପ୍ରାୟ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିବା ର ଦେଖିବା କୁ ମିଳିଥିଲା।

ତେବେ ରିୟା ଙ୍କ ର ରିସେପସନ ପାର୍ଟି ରେ ମଧ୍ୟ ସବୁ କଳାକାର ମାନେ ଯୋଗ ଦେଇଥିଲେ ଆଉ ଖୁବ ମଜା ମସ୍ତି ମଧ୍ୟ କରିଥିଲେ। ତେବେ ଅଭିନେତ୍ରୀ ରିୟା ଙ୍କ ର ରିସେପସନ ରେ ଅପରାଜିତା ମଧ୍ୟ ଆସିଥିଲେ ମାତ୍ର ବାବୁସାନ ଆସି ନଥିଲେ। ତେବେ ଏହା କୁହାଯାଉଛି କି ବାବୁସାନ ରିୟା ଙ୍କ ର ଜଣେ ଭଲ ସାଙ୍ଗ ଅଟନ୍ତି ଏବଂ ସେ ଚାହିଁ ଥିଲେ ନିଜ ପତ୍ନୀ ତୃପ୍ତି ଙ୍କୁ ନେଇ ରିୟା ଙ୍କ ରିସେପସନ ରେ ଆସି ପରି ଥାନ୍ତେ। ମାତ୍ର ଏହି ପାର୍ଟି କୁ ଅଭିନେତ୍ରୀ ପ୍ରକୃତି ମଧ୍ୟ ଆସିଥିଲେ। ତେବେ ବାବୁସାନ ଆସିଲେ କାଳେ କଣ ଘଟିବ ତେଣୁ ଏନେଇ ଅପରାଜିତା ନିଜେ ଆସିଥିଲେ।

ଆଉ ସେ ଚୁପଚାପ ଆସିଲେ ବର ଓ କନ୍ୟା ଙ୍କୁ ଆଶୀର୍ବାଦ ଏବଂ ଉପହାର ଦେଇ ଚୁପଚାପ ସେଠାରୁ ଚାଲି ଯାଇଥିଲେ। ତେବେ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ବାବୁସାନ ଓ ପ୍ରକୃତି ଙ୍କ ର ବିବାଦ କୁ ନେଇ ବହୁତ ବଡ଼ ଘଟଣା ହୋଇଥିଲା ଯେଉଁ ଠି ପାଇଁ ଅପରାଜିତା ଖୁବ କଷ୍ଟ ରେ ନିଜ ପୁଅ ଓ ବୋହୁ ର ଜୀବନ କୁ ପୁଣି ଥରେ ସଜାଡି ଥିଲେ।ତେବେ ଏହି ପାର୍ଟି କୁ ଆସିଲେ ତାଙ୍କ ଉପରେ କାଳେ ପୁଣି କିଛି ଖରାପ ପ୍ରଭାବ ପଡିବ ତେଣୁ ପୁଅ କୁ ନପଠେଇ ସେ ନିଜେ ଆସିଥିଲେ। ସୂଚନା ମଧ୍ୟ ରହିଛି କି ରିୟା ଙ୍କ ଏହି ପାର୍ଟି ରେ ଉଭୟ ପ୍ରକୃତି ଓ ଅପରାଜିତା ମୁଁହାମୁହିଁ ମଧ୍ୟ ହୋଇଥିଲେ ବୋଲି। ତେବେ ଅପରାଜିତା କିନ୍ତୁ ବାଜି ମାରିଥିବା ସମସ୍ତେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.