ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଆକ୍ଟିଭ ରୁହନ୍ତି ସେଲିବ୍ରେଟି ତଥା କଳାକାର ମାନେ।କାରଣ ସାଧାରଣ ଲୋକ ମାନେ ଏହି ସେଲିବ୍ରେଟି ବା କଳାକାର ମାନଙ୍କ ସହ ସବୁବେଳେ ଜଡିତ ରହିଥାନ୍ତି।
ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ କେବେ କେବେ ଲାଇଭ ଆସି ଲୋକ ଙ୍କ ସହ ମଜା ମସ୍ତି ମଧ୍ୟ କରିଥାନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ଓଲିଉଡ ଇନ୍ଦ୍ରଷ୍ଟ୍ରି ର ଅଭିନେତା ଅମ୍ଳାନ ଦାସ ବର୍ତ୍ତମାନ ସମସ୍ତ ଙ୍କୁ ଅତ୍ୟନ୍ତ ଖୁସି ଖବର ଜଣେଇଛନ୍ତି। ଯାହା ଜାଣିବା ପରେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ। ତେବେ ଖବର ଟି କିଛି ଏହିପରି ରହିଛି କି ଅଭିନେତା ଅମ୍ଳାନ ବାପା ହୋଇଛନ୍ତି।ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତା ଅମ୍ଳାନ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ହେଉଛନ୍ତି ଆମ ସ୍ୱର୍ଗତ ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ପୁଅ ଯିଏକି ନିଜ ଅଭିନୟ ର ଯାଦୁ ମାଧ୍ୟମ ରେ ନିଜ ବାପା ଙ୍କ ପରି ସିନେମା ଜଗତ ରେ ଏକ ପରିଚିତ ଚେହେରା ଅଟନ୍ତି।
ସେ ତାଙ୍କର ଅଭିନୟ ଦ୍ୱାରା ପୁରା ସିନେମା ଇନ୍ଦ୍ରଷ୍ଟ୍ରି କୁ ନିଜର କରିଛନ୍ତି ତାଙ୍କର ଅଭିନୟ ଖୁବ ସୁନ୍ଦର ଏବଂ ଆକର୍ଷଣୀୟ ଅଟେ। ତେବେ ସେ କିଛି ବର୍ଷ ତଳେ ବିବାହ ମଧ୍ୟ କରିଥିଲେ। କିନ୍ତୁ ତାଙ୍କ ଜୀବନ ରେ ସେତେବେଳେ ସବୁ ଠାରୁ ଅଧିକ ଦୁଃଖ ଆସିଥିଲା ଯେତେବେଳେ ତାଙ୍କୁ ସବୁଦିନ ପାଇଁ ବାପା ମିହିର ଦାସ ଛାଡ଼ି ଆରପାରି କୁ ଚାଲି ଯାଇଥିଲେ। ମାତ୍ର ବର୍ତ୍ତମାନ ତାଙ୍କ ଜୀବନ ରେ ପୁଣି ଖୁସି ଆସି ଯାଇଛି ଯିଏକି ତାଙ୍କ ର ଲକ୍ଷ୍ମୀ ରୂପରେ ତାଙ୍କ କୋଳ ରେ ଜନ୍ମ ନେଇଛନ୍ତି।
ତେବେ ସୂଚନାଯୋଗ୍ୟ ଯେ, ଅଭିନେତା ଅମ୍ଳାନ ବର୍ତ୍ତମାନ ବାପା ହୋଇଛନ୍ତି ଏବଂ ତାଙ୍କର ଏକ କନ୍ୟା ସଂତାନ ହୋଇଛି। ତେବେ ନିଜ କନ୍ୟା କୁ ନେଇ ସେ ବହୁତ ଖୁସି ଅଛନ୍ତି ଏବଂ ନିଜର ବାପା ହେବା ର ଖୁସି ଖବର ସେ ନିଜେ ସୋସିଆଲ ମିଡ଼ିଆ ରେ ଜଣେଇ ଥିଲେ। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ଭାଇରାଲ ହେଉଛି। ତେବେ ପୁଣି ଥରେ ଅମ୍ଳାନ ଙ୍କ ଜୀବନ ରେ ଖୁସି ରୂପରେ ତାଙ୍କର ଝିଅ ଆସିଛନ୍ତି। ତେବେ ଆଶା କରୁଛୁ କି ସେ ବହୁତ ଖୁସି ରେ ରୁହନ୍ତୁ ଏବଂ ଭଗବାନ ତାଙ୍କର ଶୁଭ କରନ୍ତୁ। ତେବେ ତାଙ୍କ ର ଏହି ଭିଡ଼ିଓ ଟି ଖୁବ ଚର୍ଚ୍ଚା ରେ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।