Daily news update , Real odisha local news

କି ଭୟଙ୍କର ଦୃଶ୍ୟ ! ନଦୀରେ ଗାଧଉଥିବା ସମୟରେ ଭାସିଗଲେ ଦୁଇ ଭାଇ, ଆଉ ତା’ପରେ ଯାହା ହେଲା ଦେଖିଲେ ଛାତି ଥରି ଉଠିବ…ଦେଖନ୍ତୁ Video

0 267

ବେଶ ହସ ଖୁସିରେ ବସିଥିଲେ ଦୁଇ ଭାଇ, ପରସ୍ପର କାନ୍ଧ ରେ ହାତ ପକେଇ ହସି ହସି କଥା ହେଉଥିଲେ ସାଙ୍ଗ ରେ ମଜା କରୁ କରୁ ଗାଧେଇବା ପାଇଁ ଯାଇଥିଲେ। କିନ୍ତୁ କିଏ ଜାଣିଥିଲା କି ତାଙ୍କ ପଛରେ ଅକାଳ ମୃତ୍ୟୁ ଛିଡା ହୋଇଛି ବୋଲି ,

ଆଉ ଦେଖୁ ଦେଖୁ ସବୁ କିଛି ସରିଗଲା। ମାତ୍ର କେଇ ସେକେଣ୍ଡ ଭିତରେ ହସ ଖୁସିରେ ମୁଁହ ଟା କାନ୍ଦ ବୋବାଳି ରେ ଫାଟି ପଡିଲା। ଯେଉଁ ଖୁସି ରେ ବଡ଼ ଭାଇ ସହ ସାନ ଭାଇ ଗାଧେଇବା ଯାଇଥିଲା ,ସେହି ଠାରେ ହିଁ ସେ ତାର ବଡ଼ ଭାଇ କୁ ସବୁଦିନ ପାଇଁ ହଜେଇ ଦେଲା। ତେବେ ସମ୍ପୂର୍ଣ୍ଣ ଘଟଣା ଟି ଜାଣିଲେ ଆପଣ କାନ୍ଦି ପକେଇବେ।

କୁହାଯାଏ କି ଜୀବନ ର କୌଣସି ମାନେ ନାହିଁ, ଏହା କହିବାର ଅର୍ଥ ଏହା କି ଯେ, ଆମ ପାଦ ର ସଂଗେ ସଂଗେ ମୃତ୍ୟୁ ଚାଲିଛି କେତେବେଳେ ଏହା କାହାକୁ ତାର ସ୍ୱୀକାର କରିନବ ତାହା କେହି ବି ଜାଣିନଥାନ୍ତି।ତେବେ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ଘଟଣା ଆପଣ ମଧ୍ୟ ଦେଖୁଥିବେ କିପରି ଅନେକ ବ୍ୟକ୍ତି ଯାଉ ଯାଉ ମୃତ୍ୟୁ ମୁଖରେ ପଡି ଯାଇଥାନ୍ତି ।ତେବେ ଏହିଭଳି ଏକ ଘଟଣା ର ଲାଇଭ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହା ଦେଖିବା ପରେ ଆପଣ ଙ୍କର ଛାତି ଥରି ଉଠିବ ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ।

ତେବେ ଘଟଣା ଟି ହେଉଛି ପଞ୍ଜାବ ର ପୁରୁଷୋତ୍ତମ ଅଞ୍ଚଳ ରେ ଦେଖିବା କୁ ମିଳିଛି ଯେଉଁ ଠାରେ ସନ୍ତୋଷ ମହାନ୍ତି ଙ୍କ ର ଦୁଇ ପୁଅ କାଁହୁ ମହାନ୍ତି ଏବଂ କୃଷ୍ଣଚନ୍ଦ୍ର ମହାନ୍ତି ରାତ୍ରି ରେ ଦୀପାବଳି ରେ ଖୁବ ମଜା ମସ୍ତି କରିଥିଲେ।ଆଉ ତା ପର ଦିନ ସକାଳେ ଦୁଇ ଭାଇ ମିଶି ଋଷିକୂଲ୍ୟା ନଦୀ କୁ ଗାଧେଇବା ପାଇଁ ଯାଇଥିଲେ।କିନ୍ତୁ ନଦୀ ରେ ଦୁଇ ଭାଇ ଙ୍କୁ ଅପେକ୍ଷା କରିଥିଲା ମୃତ୍ୟୁ କରି ବସିଛି ବୋଲି। ତେବେ ଦୁଇ ଭାଇ ଅନ୍ୟ ପିଲାଙ୍କ ସହ ସେହି ନଦୀ ରେ ଗାଧୁ ଥିଲେ ଆଉ ଏହି ସମୟ ରେ ହଠାତ ନଦୀ ପାଣି ର ସୁଅ ବଢ଼ିବା କୁ ଲାଗିଲା।

ଆଉ ପ୍ରଥମେ ବଡ଼ ଭାଇ ଭାସି ଯାଇଥିଲେ ପରେ ପରେ ସାନ ଭାଇ ମଧ୍ୟ ପାଣି ରେ ଭାସିଗଲେ।ତେବେ ପାଖ ଆଖ ଲୋକେ ଏହାକୁ ଦେଖି ସଂଗେ ସଂଗେ ସାନ ଭାଇ କୁ ଉଦ୍ଧାର କରାଯାଇଥିଲା। ଆଉ ସୂଚନା ପାଇ ସେଠାରେ ଅଗ୍ନିଶମ ବାହିନୀ ମଧ୍ୟ ପହଁଚି ଥିଲେ , ମାତ୍ର ବଡ଼ ପୁଅ ର ପତା ମିଳୁ ନଥିଲା। ତେବେ ବର୍ତ୍ତମାନ ସାନ ପୁଅ ର ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ବଡ଼ ପୁଅ କୁ ନଦୀ ରେ ଖୋଜା ଚାଲିଛି। ତେବେ ଏହି ଘଟଣା ଟି ଚାରିଆଡେ ଶୋକ ର ଛାୟା ଖେଳି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.