Daily news update , Real odisha local news

କେମିତି ହୋଇଥିଲା ସୁପରଷ୍ଟାର Shahrukh Khan ଙ୍କ (“Dilwale Dulhania Le Jayenge” ) ଫିଲ୍ମ ସୁଟିଂ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ….

0 10,149

ବନ୍ଧୁଗଣ ଯଦି ଆମେ ବଲିଉଡ ଜଗତ ର ସବୁଠାରୁ ଲୋକପ୍ରିୟ ତଥା ରୋମାଣ୍ଟିକ ସିନେମା କଥା କହିବା ତେବେ ନିଶ୍ଚିତ ଭାବରେ ଆପଣ ଙ୍କ ଆଖି ସାମ୍ନା କୁ ସାରୁଖାନ ଓ କାଜଲ ଦେବଗନ ଙ୍କ ର ସିନେମା “ଦିଲବାଲେ ଦୁଲହଁନିୟା ଲେଜାଏଂଗେ” ସିନେମା ଟି ଆସିଯାଏ।

ତେବେ ଏହି ସିନେମା ର କାହାଣୀ ଯେତିକି ସୁନ୍ଦର ଏହାର ଗୀତ ଏବଂ ସମସ୍ତ ଅଭିନେତା ଓ ଅଭିନେତ୍ରୀ ଙ୍କ ର ଅଭିନୟ ମଧ୍ୟ ଖୁବ ଆକର୍ଷଣୀୟ ଅଟେ। କିନ୍ତୁ କିଛି ବର୍ଷ ତଳେ ଏହାକୁ ଏକ ଶହ ବର୍ଷ ମଧ୍ୟ ପୁରୀ ଯାଇଛି। ମାତ୍ର ଏହି ସିନେମା ରେ ମଧ୍ୟ ଅନେକ ଏହିପରି ଭୁଲ ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଏହାର ସେହି ଭୁଲ ଗୁଡିକ ବିଷୟ ରେ।

୧.ବନ୍ଧୁଗଣ ଆପଣ ମାନେ ଦେଖିଥିବେ କି , ଏହି ସିନେମା ରେ ପ୍ରଥମ ଥର ପାଇଁ ରାଜ ଓ ସିମରନ କେହି କାହାକୁ ନଜାଣି ଦେଖା ହୋଇଥିଲେ ଟ୍ରେନ ରେ ।ଯେଉଁ ଠାରେ କାଜଲ ଦୌଡି ଦୌଡି ଆସୁଥିଲେ ରାଜ ଙ୍କ ହାତ ଧରି ଟ୍ରେନ କୁ ଉଠିବା ପାଇଁ ମାତ୍ର ଯଦି କାଜଲ ଟ୍ରେନ ରେ ହିଁ ଉଠିବାର ଥିଲା ତେବେ ପଛ ଗେଟ ଦ୍ୱାରା ମଧ୍ୟ ଆସି ପରିଥାନ୍ତେ।

୨.ଅନ୍ୟ ଏକ ସିନ ଦେଖିଥିବେ କି କାଜଲ ଟ୍ରେନ ରେ ଚଢ଼ିବା ପରେ ତାର ସବୁ ଜିନିଷ ପତ୍ର କୁ ବ୍ୟାଗ ରେ ପ୍ୟାକ କରିଦେଇଛନ୍ତି।ଆଉ ଫ୍ଲୋର ଉପରେ ଗୋଟାଏ ବି କପଡା ନାହିଁ। ମାତ୍ର ଯେତେବେଳେ ରାଜ ସେଠାରେ ବସିବାକୁ ଯାଉଛି ତ , ସେ ଏକ ଲେଡିସ ଅନ୍ତବସ୍ତ୍ର ବାହାର କରି ଦେଉଛି ଯାହାକି ପୂର୍ବରୁ ସେଠାରେ ନଥିଲା। ସେହିପରି ଝରକା ରେ ଥିବା ଚିହ୍ନ ବି ଆପେ ଆପେ ଗାଏବ ହୋଇ ଯାଇଛି।

୩.ଅନ୍ୟ ଏକ ସିନ ରେ ଦେଖିଥିବେ କି , ଯେତେବେଳେ କାଜଲ ଓ ରାଜ ଗୋଟିଏ ଘରେ ଅଛନ୍ତି ଏବଂ ସେଠାରୁ ବରଫପାତ ହେଉଛି ଆଉ କାଜଲ ଙ୍କୁ ବହୁତ ଶୀତ ଲାଗୁଛି। ମାତ୍ର ସଂଗେ ସଂଗେ ଆପଣ ଦେଖିବେ କି ସେ ସେହି ସ୍ଥାନରେ ନାଚିବା କୁ ଲାଗୁଛି ମାତ୍ର ତାକୁ ଥଣ୍ଡା ଜମାରୁ ଲାଗୁ ନାହିଁ ବୋଲି।

୪.ଅନ୍ୟ ଏକ ସିନ ରେ ଦେଖା ଯାଇଛି କି , କାଜଲ ସୁଇମିଙ୍ଗ ପୋଲ ଭିତରେ ରହି ରାଜ ର ଗୋଡ଼ କୁ ଉପରୁ ଟାଣିନେଇଛି। ମାତ୍ର ରାଜ ଆଗ ପଟକୁ ପଡିବା ବଦଳରେ ପଛ ପଟକୁ ପଡି ଯାଉଛନ୍ତି। ଠିକ ସେହିପରି ସେ ପାଣିରେ ପଡି ଉପରକୁ ଉଠିବା ବେଳକୁ ତାଙ୍କର ଡ୍ରେସ ପୁରା ଶୁଖିଲା ରହିଛି ଯାହାକି କିପରି ସମ୍ଭବ ହେଲା ତାହା ସେମାନେ ହିଁ ଜାଣିଛନ୍ତି ।

୫.ଏହି ସିନେମା ର ସବୁଠାରୁ ଦମଦାର ସିନ , ଶେଷ ସିନ ଯେଉଁ ଥିରେ ସିମରନ କୁ ତାର ବାପା ରାଜ ସହ ଯିବାକୁ ଛାଡି ଦେଉଛନ୍ତି। ସେଠାରେ ବି ଟ୍ରେନ ରେ ଯିବା ପାଇଁ ସିମରନ ଦୌଡ଼ି ବାକୁ ଲାଗିଛନ୍ତି ମାତ୍ର ରାଜ ତଳକୁ ବି ଆସି ପରିଥାନ୍ତେ ମାତ୍ର ସେହିପରି ହେଉ ନାହିଁ। ତେବେ ଏହିପରି ଅନେକ ମଜାଦାର ଭିଡ଼ିଓ ରହିଛି ଆପଣ ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.