Daily news update , Real odisha local news

ନୟାଗଡ଼ ର ଦେବପୁର ଗାଁ ରେ ଏହି ଝିଅ ହାଠାତ୍ ନଦୀରେ ଦଉଡି ବାକୁ ଲାଗିଲା ,ତାପରେ ଯାହାହେଲା ସବୁ ଲୋକ ଥରିବାକୁ ଲାଗିଲେ/

0 735

ବନ୍ଧୁମାନେ କଥାରେ କୁହାଯାଏ କି ଭକ୍ତିରେ ଭଗବାନ ଆଉ ଭଗବାନ ଙ୍କୁ ଯିଏ ଯେତେ ନିର୍ମଳ ମନରେ ଡାକିଥାଏ ଭଗବାନ ସାକ୍ଷାତ ତାଙ୍କର ସବୁ ଦୁଃଖ ଦୂର କରିଥାନ୍ତି ।ତେବେ ବର୍ତ୍ତମାନ ସମୟରେ ଯେଉଁଠି ଭଗବାନ ଙ୍କୁ ଲୋକମାନେ ମାନୁ ନଥିବା ବେଳେ ଏମିତି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହାକୁ ଶୁଣିଲେ ପୁଣି ଥରେ ଭଗବାନ ଙ୍କ ଉପରେ ଭରଷା ଉଙ୍କି ମାରେ ।ତେବେ ଆଜିର ଏହି କାହାଣୀ ଟିଏ ଦେଖୁ ନାହାନ୍ତି କେମିତି ଗୋଟିଏ ସାଧାରଣ ଝିଅର ଭକ୍ତି ନଦୀ ବି ଶୁଖିଲା ଭୁଇଁ ପାଲଟିଲା ।

ତେବେ ଘଟଣା ହେଉଛି ବନାରସ ର ଦେବପୁର ଗାଁ ରେ, ତେବେ ସେହି ଗାଁ ବାହାରେ ବାବାମଣି ନାମକ ଜଣେ ବାବା ରହୁଥିଲେ ।ତେବେ ବାବା ଜଣକ ଖୁବ ଶାନ୍ତ ଓ ଦୟାଳୁ ସ୍ୱାଭବ ପାଇଁ ଖୁବ ଲୋକପ୍ରିୟ ଥିଲେ ।ପ୍ରତ୍ୟେକ ଦିନ ଅନ୍ୟ ଏକ ଗାଁ ରୁ ମିରା ନାମକ ଜଣେ ଝିଅ କ୍ଷୀର ବିକିବାକୁ ଆସୁଥିଲା ବାବା ରହୁଥିବା ଗାଁ କୁ ।ତେବେ ଝିଅଟି ସବୁଦିନ ପ୍ରଥମେ ବାବାଙ୍କୁ କ୍ଷୀର ଦେଇ ଅନ୍ୟ ଯୁଆଡେ ଯାଉଥିଲା, ହେଲେ ଦିନେ ଝିଅର ବାବା ଘରେ କ୍ଷୀର ଦେବାକୁ ଖୁବ ଡେରି ହେଇଗଲା ।ଆଉ ଝିଅଟି ପହଁଚିବା ପରେ ଡେରି ହେବାର କାରଣ ପଚାରିଲେ ସେତେବେଳେ ଝିଅଟି କହିଲା ଆଜି ନଦୀ ପାର ହେବାକୁ ବହୁତ ସମୟ ଲାଗିଲା ନାଁରେ ଭୁୟ ଯାତ୍ରୀ ଥିଲେ ।

ଝିଅ ଟିଏ ଏମିତି କଥା ଶୁଣି ବାବା କହିଲେ ତୁ ସାମାନ୍ୟ ନଦୀ ଟିକୁ ପାର କରି ପାରୁ ନାହୁଁ ଏତେ ଡେରି ହେଉଛି ।ସେତେବେଳେ ଝିଅଟି ପଚାଲିଲା କେମିତି ନଦୀ ପାର କରିବେ ଆଉ ଏହାର ଉତ୍ତରରେ ବାବା କହିଲେ ତୁ ଯୋଉ ଭାଗବତ ଶିଖିଛୁ ଓ ଭଗବାନ ଙ୍କୁ ପୂଜା କରିଛୁ ସେଥିରେ ସମ୍ଭବ ହେଇପାରିବ ।ତେବେ ଝିଅ ଟି ବାବଙ୍କର ଏହି କଥା କୁ ମନେ ରଖିଲା ଆଉ ପୂର୍ବ ଡି ଖବ ଜଲଦି ବାବା ଙ୍କ ଘରେ ପହଁଚିଗଲା ।ଆଉ ଝିଅକୁ ଏତେ ସକାଳୁ ଦେଖି ବାବା ପଚାରିଲେ ଏତେ ଜଲଦି କେମିତି ଆସିଲୁ ସେତେବେଳେ ଝିଅଟି କହିଲା ଆପଣ ଯୋଉ ଉପାୟ କହିଥିଲେ ତାହାକୁ ମାନି ।

ହେଲେ ଝିଅ ର ଏହି କଥାକୁ ବାବା ବିଶ୍ୱାସ କରିପାରିଲେ ନାହିଁ ତେଣୁ ଝିଅକୁ କହିଲେ ତୁ କେମିତି ଆସିଲୁ ଚାଲ ମୋତେ ଦେଖାଇବୁ ।ଏହା ଶୁଣି ଝିଅଟି ବାବାଙ୍କୁ ସେହି ନଦୀ ପାଖକୁ ନେଇଗଲା ଆଉ ଭଗବାନ ଙ୍କ ନାମ ଉଚ୍ଚାରଣ କରି ନଦୀରେ ଚାଲିବା ଆରମ୍ଭ କଲା ।ଆଉ ସତରେ ଝିଅଟିର ଅଣ୍ଟା ଉପରକୁ ପାଣି ପହଁଚିଲା ନାହିଁ ସେ ଖୁବ ସହଜରେ ନଦୀ ପାର ହେଇଗଲା ମେହକୁ ଦେଖି ବାବା ପୁରା ଆଶ୍ଚର୍ଯ୍ୟ ହେଇଗଲେ ଆଉ ଝିଅ ର ପାଦରେ ପ୍ରଣାମ କରି କହିଲେ ମୁଁ ଯାହାଙ୍କୁ ନୀତି ପ୍ରାର୍ଥନା କରୁଛି ସେ ତୋ ପାଖରେ ଦେଖିବାକୁ ମିଳୁଛି ।ତେବେ ଏହି କାହାଣୀ ରୁ ଆପଣ ବୁଝି ପାରୁଥିବେ ନିଶ୍ବାର୍ଥପର ଭକ୍ତି ଓ ନିରୀହ ର ପ୍ରାର୍ଥନା ଭଗବାନ ନିଶ୍ଚିତ ଶୁଣିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.