ରାମ ନବମୀ ରେ ୬ବର୍ଷ ପରେ ଏକ ସାଙ୍ଗରେ ଜନ୍ମ ନେଲେ ୩ଶିଶୁ , ଲୋକେ କହୁଛନ୍ତି ରାମ ,ଲକ୍ଷ୍ମଣ ଓ ସୀତା ଆସିଛନ୍ତି ଦେଖନ୍ତୁ ଭିଡିଓ
ରାମ ନବମୀ ରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ରେ ଘଟିଛି ଏହିପରି ଏକ ଘଟଣା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ।ତେବେ ରାମ ନବମୀ ରେ ଜଣେ ମହିଳା ଏକା ସାଙ୍ଗ ରେ ୩ ଟି ପିଲା ତଥା ଦୁଇ ଟି ପୁଅ ଓ ଗୋଟିଏ କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି। ତେବେ ଏହାକୁ ନେଇ ଲୋକେ ବର୍ତ୍ତମାନ ଅନେକ ପ୍ରକାରର କଥା କହୁଛନ୍ତି କିଏ କହୁଛି କି, ଆଉ ସମସ୍ତେ କହୁଛନ୍ତି କି ରାମ ନବମୀ ରେ ଜଗନ୍ନାଥ , ବଳରାମ ଓ ସୁଭଦ୍ରା ଜନ୍ମ ନେଇଛନ୍ତି ବୋଲି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ।
ବନ୍ଧୁଗଣ ଗତକାଲି ଥିଲା ପବିତ୍ର ରାମ ନବମୀ ଆଉ ସମସ୍ତେ ରାମ ନବମୀ ପାଳନ କରିବା ରେ ବେସ୍ତ ଥିଲେ ତେବେ ଏହି ରାମ ନବମୀ ରେ ବାଲେଶ୍ଵର ଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟ ର ହୋଇଥିବା ଘଟଣା ସମସ୍ତ ଙ୍କୁ ତା ଆଡ଼କୁ ଟାଣି ନେଇଥିଲା। ତେବେ ସୂଚନା ଅନୁସାରେ ଗତକାଲି ର ପବିତ୍ର ରାମ ନବମୀ ରେ ବାଲେଶ୍ଵର ର ଦେବଜାନୀ ନାମକ ଜଣେ ମହିଳା ଏକା ସଙ୍ଗ ରେ ତିନୋଟି ଛୁଆ କୁ ଜନ୍ମ ଦେଇଛନ୍ତି ।ଆଉ ସବୁ ଠାରୁ ଆଶ୍ଚର୍ଯ୍ୟ କଥା କି , ସେହି ତିନୋଟି ପିଲା ମଧ୍ୟରୁ ଦୁଇ ଟି ପୁଅ ଓ ଗୋଟିଏ ଝିଅ ଅଟେ।
ତେବେ ସୂଚନାଯୋଗ୍ୟ ଯେ, ବାଲେଶ୍ଵର ର ବେତନଟୀ ଅଞ୍ଚଳ ରେ ରବୀନ୍ଦ୍ର ଙ୍କ ପତ୍ନୀ ଦେବଜାନୀ ଙ୍କୁ ଲେବର ପେନ ଆରମ୍ଭ ହୋଇଥିଲା ରାମ ନବମୀ ପୂର୍ବ ରାତି ରେ। ତେବେ ତାଙ୍କର ବିବାହ କୁ ୬ ବର୍ଷ ହେବା ପରେ ସେ ଗର୍ଭବତୀ ହୋଇଥିଲେ। ତେବେ ତାଙ୍କୁ ଯେତେବେଳେ ଲେବର ପେନ ହୋଇଥିଲା ତାଙ୍କୁ ବାଲେଶ୍ଵର ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ତେବେ ସେଠାରେ ସେ ହସ୍ପିଟାଲ ରେ ଏକା ସାଙ୍ଗ ରେ ତିନୋଟି ପିଲା କୁ ଜନ୍ମ ଦେଇଥିଲେ।
ତେବେ ସେହି ତିନି ଜଣ ପିଲାଙ୍କ ମଧ୍ୟ ରୁ ଦୁଇ ଜଣ ପୁଅ ଓ ଜଣେ ଝିଅ ହୋଇଛନ୍ତି। ତେବେ ଏହି ଖବର ଆସିବା ପରେ ସୋସିଆଲ ମିଡ଼ିଆ ରେ ଏକ ଭିନ୍ନ ତରଙ୍ଗ ଖେଳି ଯାଇଥିଲା। ତେବେ ପ୍ରଥମେ ପ୍ରଥମେ ସମସ୍ତେ ଏମାନ ଙ୍କୁ ରାମ ଲଷ୍ମଣ ଓ ସୀତା ବୋଲି କହିଥିଲେ। ମାତ୍ର ସମସ୍ତେ କହିଥିଲେ କି ରାମ ଓ ସୀତା ଭାଇ ଭଉଣୀ କେମିତି ହୋଇପାରିବେ। ଆଉ ଏହା ପରେ ସମସ୍ତେ ତାଙ୍କୁ କହିଥିଲେ କି, ରାମ ନବମୀ ରେ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ଙ୍କ ର ଜନ୍ମ ହୋଇଛି ବୋଲି। ତେବେ ଏହି ଘଟଣା କୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।