Daily news update , Real odisha local news

ସେଲ୍ଫି ନେବା ହେଲା କାଳ….ଭାଇରାଲ ହେଉଛି ଯୁବତୀ ଙ୍କ ମୃତ୍ୟୁ ପୂର୍ବ ର Selfie ନେବା ଭିଡ଼ିଓ କ୍ୟାମେରାରେ ରେକର୍ଡ ହେଲା ଶେଷ ଭିଡିଓ ଭିଜୁଆଲ

0 8,282

ବେଶ ହସୁଥିଲେ ,ଖୁସି ହେଉଥିଲେ ଆଉ ମଜା କରୁଥିଲେ ଅନୁପମା। ମାଟି ମା ର ପାଦ ଦେଶ ରେ ରହି ସୋସିଆଲ ମିଡିଆ ରେ ସେୟାର କରୁଥିଲେ ଫୋଟ ଏବଂ ଲେଖିଥିଲେ ପ୍ରକୃତି ମା ଠାରୁ ସୁନ୍ଦର ଆଉ କିଛି ବି ନୁହେଁ। ଏହିପରି ଅନେକ କିଛି ସେ ଲେଖିଥିଲେ ମାତ୍ର ସେହି ପ୍ରକୃତି ତାଙ୍କର ଜୀବନ ନେଇ ଗଲା।

ଭିଡ଼ିଓ ଓ ଫୋଟ ପୋଷ୍ଟ କରିବାର କିଛି ମିନିଟ ପରେ ପାଣିର ସୁଅ ରେ ଭାସିଯାଇ ଚାଲିଗଲା ତାଙ୍କର ଜୀବନ। ତେବେ ବର୍ତ୍ତମାନ ତାଙ୍କ ମୃତ୍ୟୁ ପୂର୍ବ ର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟ ରେ।

କୁହାଯାଏ କି ଜୀବନ ର କୌଣସି ମାନେ ନାହିଁ, ଏହା କହିବାର ଅର୍ଥ ଏହା କି ଯେ, ଆମ ପାଦ ର ସଂଗେ ସଂଗେ ମୃତ୍ୟୁ ଚାଲିଛି କେତେବେଳେ ଏହା କାହାକୁ ତାର ସ୍ୱୀକାର କରିନବ ତାହା କେହି ବି ଜାଣିନଥାନ୍ତି।ତେବେ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ଘଟଣା ଆପଣ ମଧ୍ୟ ଦେଖୁଥିବେ କିପରି ଅନେକ ବ୍ୟକ୍ତି ଯାଉ ଯାଉ ମୃତ୍ୟୁ ମୁଖରେ ପଡି ଯାଇଥାନ୍ତି ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ବିଷୟ ରେ ଜାଣିଲେ ଆପଣ ଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ଯିବ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ।

ତେବେ ଘଟଣା ଟି କିଛି ଏହିପରି ଥିଲା କି, ଅନୁପମା ପ୍ରଜାପତି ଯିଏକି ନିଜ ବନ୍ଧୁ ମାନଙ୍କ ସହ ଯାଇଥିଲେ ବୁଲିବା ପାଇଁ ଆଉ ସମସ୍ତ ଙ୍କ ସହ ମିଶି ଉଠାଉ ଥିଲେ ସେଲ୍ଫି ଏବଂ ବେଶ ଉପଭୋଗ କରୁଥିଲେ ।ଆଉ ସେ ଜାଣି ନଥିଲେ କି ଯେଉଁ ଝରଣା ଓ ପାଣି ର ସୁଅ କୁ ଦେଖି ସେ ଏତେ ଖୁସି ହେଉଛନ୍ତି ,ଖୁବ କମ ସମୟ ଭିତରେ ସେହି ଜଳ ଗର୍ଭ ରେ ତାଙ୍କର ଜୀବନ ଚାଲିଯିବ ବୋଲି। କିନ୍ତୁ ଘଟିଥିଲା କିଛି ସେହିପରି ଆଉ ସେଲ୍ଫି ନେବା ତାଙ୍କ ପାଇଁ କାଳ ସାଜିଲା କିଛି ମୁହୂର୍ତ୍ତରେ ଚାଲିଗଲା ତାଙ୍କର ଜୀବନ ଯାହାର ଲାଇଭ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।

ତେବେ ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ ଅନୁପମା ଗୋଟିଏ ପଥର ଉପରେ ଛିଡା ହୋଇ ସେଲ୍ଫି ନେଉଛନ୍ତି ଆଉ ଏହି ସମୟ ରେ ତାଙ୍କ ପାଖରେ ଛିଡା ହୋଇଥିଲା ଅନ୍ୟ ଜଣେ ଯୁବକ ସେହି ପଥର କୁ ଆସୁଛନ୍ତି। ମାତ୍ର ସେ ପଥର କୁ ଆସିବା ବେଳେ ପଡି ଯାଉଛନ୍ତି ଆଉ ଅନୁପମା ଙ୍କ ସହ ଧକା ହୋଇଛନ୍ତି। ଆଉ ଏହି ଧକା ରେ ଅନୁପମା ପଥର ରେ ବାଜି ତଳେ ପଡି ଯାଉଛନ୍ତି। ଦେଖୁ ଦେଖୁ ଅଗାଧ ପାଣି ରେ ସେ କୁଆଡେ ଉଭାନ ହୋଇ ଯାଇଛନ୍ତି ଆଉ ତାଙ୍କର ମୃତ୍ୟୁ ଘଟିଛି। ତେବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବା ରେ ଲାଗିଛି। ତେଣୁ ଆପଣ ମାନେ ସର୍ବଦା ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.