ମନ୍ଦିରରେ ବସୁ ବସୁ ହଟାତ୍ ସୁସ୍ଥ ହୋଇଗଲା ପାଗଳ ବାପା , ପୁଅକୁ ଭିଡିଓ କଲ କରି କାନ୍ଦିଲା ଭିଡିଓ ଟିକୁ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ
ପାଗଳ ହୋଇ ଏଣେ ତେଣେ ବୁଲୁ ଥିଲେ, କିଏ ଖାଇବା କୁ ଦେଲେ ଖାଉଥିଲେ ନହେଲେ ନାହିଁ ସେମିତି ଭୋକ ଉପାସରେ ,ବିନା କପଡା ରେ ଲଙ୍ଗଳା ହୋଇ ବୁଲୁଥିଲେ। ମାତ୍ର ମନ୍ଦିର ରେ ପାଦ ଦେଉ ଦେଉ ସବୁକିଛି ଓଲଟା ପାଲଟା ହୋଇଗଲା ଆଉ ପାଗଳ ହୋଇଥିବା ବ୍ୟକ୍ତି ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇ ବର୍ତ୍ତମାନ ନିଜ ପରିଚୟ ପାଇଲେ।
ତେବେ ଘଟଣା ଟି ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଘଟଣା ଅଟେ , ଯେଉଁ ଠାରେ ମନ୍ଦିର ରେ ପାଦ ଦେବା ମାତ୍ରେ ଜଣେ ପାଗଳ ବ୍ୟକ୍ତି ସୁସ୍ଥ ହୋଇ ଯାଇଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟ ରେ।
ସୋସିଆଲ ମିଡ଼ିଆ ରେ ଆମ ଓତଃପ୍ରୋତ ଭାବରେ ଜଡିତ ଅଟୁ , ତେବେ ଏହି ମିଡ଼ିଆ ରେ ଆମେ ଅନେକ ପ୍ରକାରର ଘଟଣା ଓ ଦୁର୍ଘଟଣା ବିଷୟରେ ଭିଡିଓ ସବୁ ଦେଖିବାକୁ ପାଇଥାଉ। ମାତ୍ର କେବେ କେବେ ଏହି ସୋସିଆଲ ମିଡ଼ିଆ ରେ ଏପରି କିଛି କମେଡି ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମେ ଅତ୍ୟନ୍ତ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇ ଯାଇଥାଉ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଯାହା ବିଷୟ ରେ ଜାଣିବା ପରେ ଆପଣ ଙ୍କ ର ଆଖି ଖୋଲା କୁ ଖୋଲା ରହିଯିବ।
ତେବେ ଏହିପରି ଘଟଣା ଟି ଦେଖା ଯାଇଛି, ବାଲେଶ୍ଵର ଜିଲ୍ଲା ର ସିମୁଳିଆ ଠାରେ ଯେଉଁ ଠାରେ ଜଣେ ଜଣେ ବୟସ୍କ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇ କିଛି ମାସ ହେବ ବୁଲୁ ଥିଲେ।କିଏ କଣ ଖାଇବା କୁ ଦେଲେ ଖାଉଥିଲେ ନହେଲେ ସେହିପରି ବୁକୁଥିଲେ ଆଉ ବେଳେ ବେଳେ ଲୋକ ଙ୍କୁ ଟେକା ଫୋପାଡି ହଇରାଣ କରୁଥିଲେ। ଦେହ ରେ ଡ୍ରେସ ନଥିଲା କିମ୍ବା ହିତାହିତ ଜ୍ଞାନ ନଥିଲା। ତେଣୁ ସେହି ଗ୍ରାମ ର କିଛି ଲୋକେ ତାଙ୍କୁ ସିମୁଳିଆ ର ମଇଦାନପୁର ର ଏକ ମନ୍ଦିର ରେ ଛାଡି ଦେଲେ ତାଙ୍କୁ ଆଉ ସେଠାରୁ ପଳେଇ ଆସିଥିଲେ।
ତେବେ କିନ୍ତୁ ମନ୍ଦିର ରେ ପହଁଚିବା ମାତ୍ରେ ବ୍ୟକ୍ତି ଜଣଙ୍କ ସହ ଯାଦୁ ହୋଇଥିଲା ଆଉ ସେ ସମ୍ପୂର୍ଣ୍ଣ ଭଲ ହୋଇ ଯାଇଥିଲେ। ତେବେ ପରେ ସେ କହିଥିଲେ କି, ସେ ଆସାମ ର ଲୋକ ଅଟନ୍ତି ଏବଂ ତାଙ୍କ ନାମ ବାଏମ ବୋଲି। ତେବେ ଏହା ଜାଣିବା ପରେ ସେଠାକାର ଲୋକେ ଆସାମ ର କିଛି ଲୋକ ଙ୍କୁ ଯୋଗାଯୋଗ କରିଥିଲେ ଆଉ ପରେ ବ୍ୟକ୍ତି ଜଣଙ୍କ ନିଜ ପରିବାର ଖୋଜି ପାଇଥିଲେ। ତେବେ ସଂଗେ ସଂଗେ ଭିଡ଼ିଓ କଲ ରେ ନିଜ ପୁଅ ଓ ପରିବାର ଲୋକ ଙ୍କ ସହ ମଧ୍ୟ କଥା ହୋଇଥିଲେ। ତେବେ ଏହା ସେହି ମନ୍ଦିର ରେ ପ୍ରବେଶ କରିବା ମାତ୍ରେ ଭଗବାନ ଙ୍କ କୃପା ରେ ସବୁ କିଛି ହୋଇଛି ବୋଲି ଲୋକେ ବିଶ୍ୱାସ କରୁଛନ୍ତି। ତେବେ ଘଟଣା ଟି ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।