ବର୍ତ୍ତମାନ ସମାଜରେ ଦିନକୁ ଦିନ ଵିଵାହ ପରି ସମ୍ପର୍କ ଗୁଡିକ ର କିଛି ଅର୍ଥ ନାହିଁ ।ନୀତିଦିନ ଏମିତି ଏମିତି ସବୁ ଘଟଣା ସାମ୍ନାକୁ ଯାହା ଦେଖିଲେ ବିବାହ ସମ୍ପର୍କ ଗୁଡିକ ଉପରୁ ବିଶ୍ୱାସ ଉଠି ଯାଉଛି ।କେତେବେଳେ ଗୋଟିଏ ସ୍ତ୍ରୀ ଥାଉ ଥାଉ ସ୍ୱାମୀ ଦ୍ୱିତୀୟ ବିବାହ କରି ନେଉଛି ତ କେତେବେଳେ ସ୍ତ୍ରୀ ଅନ୍ୟ କୋଉ ପୁରୁଷ ସହିତ ଫେରାର ହେଇ ଯାଉଛି ।
ଆଉ ଏହି ସବୁ ଗୁଡିକ ପାଇଁ ଆମ ସମାଜ ଦିନକୁ ଦିନ ଖରାପ ହେବାରେ ଲାଗିଲାଣି ସମାଜରୁ ବିଶ୍ୱାସ ଶବ୍ଦ ର ଅର୍ଥ ଉଠି ଗଲାଣି ।ହେଲେ କଣ ସବୁ ପରେ ଆଜି ବି ସ୍ତ୍ରୀ ସ୍ୱାମୀର ଘର ଆଗରେ ବସି ନିଜ ଅଧିକାର ମାଗୁଛି ।
ବନ୍ଧୁମାନେ ଦୀପିକା ପରି ଆଜି ବି ଜଣେ ନାରୀ ଯିଏ ବିବାହ କରିଛନ୍ତି ହଁଏଲେ ସେ ସ୍ୱାମୀ ର କେହି ନୁହନ୍ତି ।ସ୍ୱାମୀ କହୁଛି ମୋ ବାପା ମରି ଗଲାଣି ତୁ ତୋ ହାତରୁ ଚୁଡ଼ି କଡୀ ଦେ ।ତେବେ ଏହି ଘଟଣା ଦେଖି ବୁଝି ପାରୁଛନ୍ତି କି ମଣିଷ ନିଜର ସ୍ୱାର୍ଥ ହାସଲ ହେଇ ଗଲା ପରେ ନିଜ ସ୍ତ୍ରୀ ଓ ପିଲା କୁ ଚିହ୍ନି ପାରୁନି ।ତେବେ ଏମିତି ଏମ ଘଟଣା ବର୍ତ୍ତମାନ ସୋସିଆଲ ମେଡିଆରେ ଖୁବ ଚାଞ୍ଚଲ୍ୟ ସୃଷ୍ଟି କରିଛି ।ଆଉ ସବୁଠାରୁ ବଡ଼ କଥା ଏହି ଘଟଣା ଆଉ କୋଉଠି ନୁହେ ବରଂ ପୁରୀ ପରି ପବିତ୍ର ଜାଗାରେ ଦେଖିବାକୁ ମିଳିଛି ।
ତେବେ ଏକ ଭିଡ଼ିଓରେ ଦେଖିବାକୁ ମିଳୁଛି କି ଜଣେ ମହିଳା ଜଣଙ୍କ ଘର ଆଗରେ ବସି କାନ୍ଦୁଛନ୍ତି ଆଉ କଣ କଣ କହୁଛନ୍ତି ଯାହା ବିଷୟରେ କିଛି ବୁଝି ହେଉ ନାହିଁ ।ତେବେ ଆମେ ଯେତେବେଳେ ପୁରା ଘଟଣା ବିଷୟରେ ଜାଣିବାକୁ ପାଇଲୁ ତାହା କିଛି ଏମିତି ଥିଲା ।ତେବେ ମହିଳା ଜଣକ ଯେଉଁ ଘର ଆଗରେ ବସିଛନ୍ତି ତାହା ତାଙ୍କ ସ୍ୱାମୀ ଙ୍କ ଘର, ହେଲେ ସ୍ୱାମୀ ସ୍ତ୍ରୀ କୁ ଘରୁ ବାହାର କରି ଦେଇଥିଲା ।ଆଉ ପରେ ଦ୍ଵିତୀୟ ବିବାହ କରିଥିଲା ଏପ୍ରି ପ୍ରଥମ ସ୍ତ୍ରୀ ନିଜ ପୁଅକୁ ନେଇ କାମ କରି ବଡ଼ କରୁଥିଲା ।ତେବେ ପୁଅ ଏବେ ବଡ଼ ହେଲାଣି ନବମ ପାସ କଲାଣି ତାର ପାଠ ପଡିବା ପାଇଁ ମାଆ ପାଖରେ ସମ୍ବଳ ନାହିଁ ।
ତେବେ ପୁଅର ପାଠ ପଡା ଆଉ ନିଜ ଖର୍ଚ୍ଚ ଉଠାଇବା ପାଇଁ ପ୍ରଥମ ସ୍ତ୍ରୀ ସ୍ୱାମୀର ଘର ଆଗରେ ବସି ଦାବି କରୁଛନ୍ତି ।ହେଲେ ସ୍ୱାମୀ ସ୍ତ୍ରୀ ଘର ଭିତରକୁ ପଶିବାକୁ ଦେବା ଦୂରର କଥା ସ୍ତ୍ରୀ କୁ କହିଛନ୍ତି ମୋ ବାପା ମରି ଗଲେଣି ଯିଏ ତୋତେ ବାହା କରେଇ ଥିଲେ ତେଣୁ ତୁ ତୋ ହାତରୁ ଚୁଡ଼ି କାଡି ଦେ ।ତେବେ ମହିଳା ନିଜ ସାଙ୍ଗରେ କିଛି ମହିଳାଙ୍କୁ ନେଇ ଆସୁଛନ୍ତି ସେମାନଙ୍କ କହିବା ଅନୁଯାୟୀ କୋର୍ଟରେ ଏନେଇ ବହୁତ ଆଗରୁ କେସ ଚାଲୁଚି କିନ୍ତୁ ଏଯାଏ କିଛି ବି ନିଷ୍ପତି ହେଇ ନାହିଁ କି ନ୍ୟାୟ କିଲି ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।