Daily news update , Real odisha local news

ମା ଲୋ କି ଡ୍ୟାନ୍ସ ! ଅଭିନେତ୍ରୀ Riya ଙ୍କ ବାହାଘରରେ  କି ଠୁମକା ଡ୍ୟାନ୍ସ ଏହି ଭିଡିଓ ସେୟାର ହେବା ମାତ୍ରେ ଏହା କିଛି ସମୟ ମଧ୍ୟରେ ଭାଇରାଲ ହେବାରେ ଲାଗିଛି

0 424

 

 

ବର୍ତ୍ତମାନ ସବୁଠାରୁ ବଡ଼ ଖବର ରହିଛି କି ଓଲିଉଡ ର ଅଭିନେତ୍ରୀ ରିୟା ଦେ ଙ୍କ ର ବିବାହ ଶେଷ ହୋଇ ଯାଇଛି ଆଉ ସେ ବର୍ତ୍ତମାନ ବିବାହ ବନ୍ଧନ ରେ ବାନ୍ଧି ହୋଇସାରିଛନ୍ତି ଏବଂ ନିଜର ନୂଆ ଜୀବନ ଆରମ୍ଭ କରିବା ପାଇଁ ଯାଉଛନ୍ତି। , ବର୍ତ୍ତମାନ ଭାଇରାଲ ହେଉଛି ରିୟା ଙ୍କର ବିବାହ ର ଭିଡ଼ିଓ ଯାହା ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଅଭିନେତ୍ରୀ ରିୟା ଦେ ଙ୍କ ର ତାଙ୍କର ବୟଫ୍ରେଣ୍ଡ ଙ୍କ ସହ ନିର୍ବନ୍ଧ ମଧ୍ୟ ସମାପ୍ତ ହୋଇଛି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ରିୟା ଙ୍କ ର ନିର୍ବନ୍ଧ ର ଫୋଟ ଓ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଥିଲା। ତେବେ ବର୍ତ୍ତମାନ ତାଙ୍କର ବିବାହ ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ରେ ଲାଗିଛି।

 

ତେବେ ଆପଣ ମାନେ ଅଭିନେତ୍ରୀ ରିୟା ଦେ ଙ୍କୁ ବେଶ ଭଲ ଭାବରେ ଜାଣିଛନ୍ତି ସେ ୨୦୧୦ ମସିହା ରେ ତାଙ୍କର ଅଭିନୟ ର ଜୀବନ ଆରମ୍ଭ କରିଥିଲେ। ତେବେ ପ୍ରଥମେ ସେ ସାଇଟ ହିରୋଇନ ଭାବରେ କାମ କରୁଥିଲେ ଆଉ ପରେ ସେ ମୁଖ୍ୟ ଅଭିନେତ୍ରୀ ଭାବ ରେ ଅଭିନୟ କରିଛନ୍ତି ।ତେବେ ତାଙ୍କର ଅଭିନୟ ଖୁବ ଲୋକପ୍ରିୟ ରହିଛି। ତେବେ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ଅଭିନେତ୍ରୀ ରିୟା ଙ୍କ ହଳଦୀ ଓ ମେହେନ୍ଦୀ ର ଭିଡ଼ିଓ ଭାଇରାଲ ହୋଇଥିଲା ଏବଂ ବର୍ତ୍ତମାନ ତାଙ୍କ ର ବିବାହ ର ଭିଡ଼ିଓ ଆସନ୍ତୁ ଜାଣିବା ଏହି ଭିଡ଼ିଓ ଟି ବିଷୟ ରେ।

 

ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି ଯେ , ଅଭିନେତ୍ରୀ ରିୟା ତାଙ୍କର ବିବାହ କୁ ନେଇ ଖୁବ ଆଗ୍ରହୀ ଏବଂ ଖୁସି ଅଛନ୍ତି। କାରଣ ସେ ନିଜ ବାହାଘର ରେ ଡ୍ୟାନ୍ସ କରି ଖୁବ ମଜାମସ୍ତି କରୁ ଥିବା ର ନଜର ରେ ଆସିଛନ୍ତି। ତେବେ ଆମ ଓଲିଉଡ ର ଏହି ଅଭିନେତ୍ରୀ ଜଣେ ବଙ୍ଗାଳୀ ଅଟନ୍ତି ଆଉ ସେ ଯେତେବେଳେ ବଙ୍ଗାଳୀ କନ୍ୟା ବେଶ ରେ ସଜ ହୋଇଥିଲେ ସେତେବେଳେ ସେ ଖୁବ ସୁନ୍ଦର ଲାଗୁଥିଲେ ଯାହାଙ୍କୁ ଦେଖିଲେ ଆପଣ ଙ୍କ ର ନଜର ହଟିବ ନାହିଁ ଏହା ନିଶ୍ଚିତ ଅଟେ।

ତେବେ ରିୟା ଙ୍କ ର ବିବାହ ରେ ତାଙ୍କର ପରିବାର ସହ ବନ୍ଧୁ ବାନ୍ଧବ ସମସ୍ତେ ଖୁବ ମଜାମସ୍ତି କରୁଛନ୍ତି। ଏବଂ ରିୟା ଙ୍କୁ ତାଙ୍କ ବିବାହ ର ସୁବେଚ୍ଛ ଓ ଶୁଭକାମନା ପାଇଁ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ। ତେବେ ବର୍ତ୍ତମାନ ତାଙ୍କର ବିବାହ ର ଫୋଟ ଓ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି। ତେବେ ଆପଣ ମଧ୍ୟ ଅଭିନେତ୍ରୀ ରିୟା ଙ୍କ ର ବିବାହ ର ଏହି ଭାଇରାଲ ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.