“ଆମେ ଆମର ନିଷ୍ପତ୍ତି ନେଇ ସାରିଛୁ , ମୋର ସ୍ତ୍ରୀ ଶ୍ରୀୟା ଓ ଛୁଆ ଦୁହେଁ ଦରକାର। ଆମେ କେବେ ବି ଧର୍ମ କୁ ନେଇ ତାଙ୍କୁ ବାଧ୍ୟ କରି ନାଁହୁ ଆମେ ଘରେ ଆମେ ଆମ ଦେବତା ଙ୍କୁ ପୂଜା କରୁ ଆଉ ସେ ତାଙ୍କ ଦେବତା କୁ ପୂଜା କରନ୍ତି। ଘର ଥିଲେ ଛୋଟ ବଡ଼ ସମସ୍ୟା ହୋଇଥାଏ।
ତେବେ ମୋର ଶ୍ରୀୟା ଓ ଛୁଆ ଦୁହେଁ ଦରକାର ମୋ ପରିବାର ମଧ୍ୟ ଏହା ଚଂହାନ୍ତି। ତେବେ ସେ କଣ କରିବେ କଣ ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ”।ତେବେ ବନ୍ଧୁଗଣ ଏହା କହିଛନ୍ତି ଆମ ଗାୟକ ହ୍ୟୁମାନ ସାଗର ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଓଲିଉଡ ର ସୁପର ଷ୍ଟାର ଗାୟକ ହ୍ୟୁମାନ ସାଗର ଙ୍କ ନାମ ରେ ଥାନା ରେ ଅଭିଯୋଗ କରିଛନ୍ତି। ତେବେ , ହ୍ୟୁମାନ ସାଗର ପତ୍ନୀ ଓ ତାଙ୍କର କୁନି ଝିଅ ସହ କଟକ ରେ ରୁହନ୍ତି। ତେବେ ପତ୍ନୀ କହିଛନ୍ତି କି ହ୍ୟୁମାନ ସାଗର ତାଙ୍କୁ ଓ ଝିଅ କୁ ଭଲ ପାଆନ୍ତି ନାହିଁ ଏବଂ ପ୍ରାୟ ଗୀତ ଗାଇ ଫେରିବା ପରେ ସେ ମଦ୍ୟପାନ କରିଥାନ୍ତି। ଖାଲି ଏତିକି ନୁହେଁ ବରଂ ତାଙ୍କୁ ସେ ବହୁତ ମାର ପିଟ କରନ୍ତି ଯାହାକୁ ନେଇ ବର୍ତ୍ତମାନ ହ୍ୟୁମାନ ଙ୍କ ସ୍ତ୍ରୀ ଶ୍ରୀୟା ଥାନା ରେ ଅଭିଯୋଗ କରିଛନ୍ତି।
ତେବେ ଏହାକୁ ନେଇ ବର୍ତ୍ତମାନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି। ତେବେ ହ୍ୟୁମାନ କହିଛନ୍ତି କି ଆମ ବାହାଘର କୁ ୮ ବର୍ଷ ବିତି ଗଲାଣି ଆମର ପିଲା ଟିଏ ମଧ୍ୟ ରହିଛି। ତେବେ ଯାହା ଭୁଲ ହୋଇଛି ମୁଁ ତାକୁ ସୁଧାରିବା କୁ ଚେଷ୍ଟା କରିବି , ଆମ ମୋ ମା ଓ ପରିବାର ଲୋକଙ୍କ ସହ କଥା ହୋଇ ଆମେ ନିଷ୍ପତ୍ତି ନେଇ ସାରିଛୁ। ଆମେ ଚଂହୁଛୁ ସେ ଆମ ସହ ରୁହନ୍ତୁ ବୋଲି।
ତାଙ୍କୁ କେବେ ବି ଧର୍ମ କୁ ନେଇ ତାଙ୍କୁ ବାଧ୍ୟ କରି ନାଁହୁ ଆମେ ଘରେ ଆମେ ଆମ ଦେବତା ଙ୍କୁ ପୂଜା କରୁ ଆଉ ସେ ତାଙ୍କ ଦେବତା କୁ ପୂଜା କରନ୍ତି। ଘର ଥିଲେ ଛୋଟ ବଡ଼ ସମସ୍ୟା ହୋଇଥାଏ। ତେବେ ମୋର ଶ୍ରୀୟା ଓ ଛୁଆ ଦୁହେଁ ଦରକାର ମୋ ପରିବାର ମଧ୍ୟ ଏହା ଚଂହାନ୍ତି। ତେବେ ସେ କଣ କରିବେ କଣ ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ। ତେବେ ବନ୍ଧୁଗଣ ଗାୟକ ହ୍ୟୁମାନ ସାଗର ଙ୍କ ର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି। ତେବେ ଆମେ ଆଶା କରୁଛୁ କି ଏହି ଦମ୍ପତି ଙ୍କ ର ସମସ୍ୟା ରେ ସମାଧାନ ହୋଇଯିବ ଏବଂ ପୁଣି ହ୍ୟୁମାନ ଓ ଶ୍ରୀୟା ଏକାଠି ହୋଇଯିବେ ବୋଲି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।