ମହା ଖୁଲାସା ! ମୋ ସ୍ୱାମୀର 12 ଟା ସ୍ତ୍ରୀ ଅର୍ଚ୍ଚନା ନାଗୁଣୀ ହେଲେ ସେ ଡବଲ ନାଗ… ଏ ନେଇ କଣ କହୁଛନ୍ତି ଏହି ମହିଳା, ଦେଖନ୍ତୁ Video
ଅର୍ଚ୍ଚନା ନାଗୁଣି ହେଲେ ମୋ ସ୍ୱାମୀ ଡବଲ ନାଗ, ଅର୍ଚ୍ଚନା କଣ ଅର୍ଚ୍ଚନା କୁ ତ୍ରିପୁଲ ହେଉଛନ୍ତି ମୋ ସ୍ୱାମୀ। ୧୨ ଟା ସ୍ତ୍ରୀ କରି ଲୋକଙ୍କୁ ବକରା ବନାଇ ଟଙ୍କା ଲୁଟିବା ରେ ମାହୀର। ଅର୍ଚ୍ଚନା ର କି ସମ୍ପତ୍ତି ଅଛି ମୋ ସ୍ୱାମୀ ର ଆହୁରି ଅଧିକ ସମ୍ପତ୍ତି”।ବନ୍ଧୁଗଣ ଏହା କହିଛନ୍ତି ଜଣେ ପତ୍ନୀ ଯିଏକି ଦିନେ ନିଜ ସ୍ୱାମୀ ହାତରେ ନିର୍ଯାତିତ ହେବାକୁ ଯାଉଥିଲେ ଆଉ ଅଳ୍ପକେ ବଂଚି ଯାଇଥିଲେ।
ମାତ୍ର ବର୍ତ୍ତମାନ ଅର୍ଚ୍ଚନା ଙ୍କ ଖେଳ ସମସ୍ତ ଙ୍କ ସାମ୍ନା କୁ ଆସିବା ପରେ ସେ ନିଜ ସ୍ୱାମୀ ର କଳା କାର୍ଣ୍ଣମା ବିଷୟ ରେ ମୁଁହ ଖୋଲିଛନ୍ତି ଯାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ମଧ୍ୟ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ରାଜଧାନୀ ଭୁବନେଶ୍ବର ର ଯୁବତୀ ଅର୍ଚ୍ଚନା ନାଗ ଙ୍କ ବ୍ଲାକମେଲ ଦୁନିଆଁ ବିଷୟରେ। ତେବେ ଅର୍ଚ୍ଚନା ହେଉଛନ୍ତି କଳାହାଣ୍ଡି ର ବାସିନ୍ଦା ମାତ୍ର ବର୍ତ୍ତମାନ ସେ ଭୁବନେଶ୍ୱର ରେ ରହୁଛନ୍ତି ଆଉ ବଡ଼ ବଡ଼ ରାଜ ନେତା ତଥା ବ୍ୟବସାୟୀ ମାନ ଙ୍କୁ ନିଜ ମାୟା ଜାଲ ରେ ଫସାଇ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ। ତେବେ କିନ୍ତୁ ସେ ଓଡ଼ିଶାର ଜଣେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କୁ ବ୍ଲାକମେଲ କରିବାକୁ ଉଦ୍ୟମ କରିବା ପରେ ସେ ନିଜ ଜାଲ ରେ ନିଜେ ଫସି ଯାଇଥିଲେ ଅର୍ଚ୍ଚନା ନାଗ।
ତେବେ ବର୍ତ୍ତମାନ ସେହି ରାଜଧାନୀ ଭୁବନେଶ୍ବର ରେ ଆଉ ଜଣେ ଯୁବକ ଙ୍କ ବିଷୟ ରେ ଜଣା ପଡ଼ିଛି ଯିଏକି ଅନେକ ଯୁବତୀ ଙ୍କୁ ବିବାହ କରି ସେମାନଙ୍କ ସହ ଅନ୍ୟ ଙ୍କୁ ଶାରୀରିକ ସମ୍ପର୍କ ରେ ରହିବା କୁ କହି ତାଙ୍କ ର ଭିଡ଼ିଓ ବନାଇ ବ୍ଲାକମେଲ କରନ୍ତି। ଆଉ ସେମାନ ଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନିଅନ୍ତି। ତେବେ ଏନେଇ ତାଙ୍କର ପ୍ରଥମ ସ୍ତ୍ରୀ ମୁଁହ ଖୋଲିଛନ୍ତି ଆଉ ସେ କହିଛନ୍ତି କି ତାଙ୍କ ସ୍ୱାମୀ ଅନେକ ଝିଅ ଙ୍କୁ ବିବାହ କରନ୍ତି ଯେପରି ତାଙ୍କୁ ମଧ୍ୟ କରିଥିଲେ। ଆଉ ବିବାହ ପରେ ତାଙ୍କ ର ଗୋଟିଏ କୁନି ପୁଅ ଟିଏ ମଧ୍ୟ ହେଲା ମାତ୍ର ତା ପରେ ତାଙ୍କର ସ୍ୱାମୀ ତାଙ୍କୁ ଅନ୍ୟ ପୁରୁଷ ଙ୍କ ସହ ଶୋଇବା ପାଇଁ ବାଧ୍ୟ କରୁଥିଲେ ଯାହାର ଭିଡ଼ିଓ ଦେଖାଇ ପରେ ଟଙ୍କା ନେବା ର ଯୋଜନା ଥିଲା।
ମାତ୍ର ଯୁବତୀ ଜଣଙ୍କ ତାକୁ ବିରୋଧ କଲେ ଆଉ ତାଙ୍କ ଠାରୁ ଛାଡପତ୍ର ମଧ୍ୟ ନେଇ ଆସିଛନ୍ତି। ତେବେ ବର୍ତ୍ତମାନ ସେ କହିଛନ୍ତି କି ତାଙ୍କ ସ୍ୱାମୀ ଗୋଟେ କି ଦୁଇଟି ନୁହେଁ ୧୨ ଜଣ ଯୁବତୀ ଙ୍କୁ ବିବାହ କରିଛନ୍ତି ଆଉ ସମସ୍ତ ଙ୍କୁ ସେ ଅନ୍ୟ ଧନୀ ଟଙ୍କା ଥିବା ଲୋକଙ୍କ ସହ ନିୟୁଡ଼ କଲ କିମ୍ବା ଘର କୁ ଡାକି ସେକ୍ସ କରିବାରେ ଲଗାଇ ଦିଅନ୍ତି ଆଉ ପରେ ତାର ଭିଡ଼ିଓ ବନାଇ ସେମାନ ଙ୍କ ଠାରୁ ଟଙ୍କା ନିଅନ୍ତୁ। ତେଣୁ ବନ୍ଧୁଗଣ ଆପଣ ମାନେ ଏହି ସବୁ ପ୍ରତି ସଜାଗ ରୁହନ୍ତୁ ନଚେତ କେତେବେଳେ ଆପଣ ବି ଫସି ଯାଇ ପାରନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।