Daily news update , Real odisha local news

ମହିଳା ମାନଙ୍କର ହେଉଥିବା ମେନ୍ସ ବିଷୟରେ କଣ କହିଲେ ଅଭିନେତ୍ରୀ ଅର୍ଚ୍ଚିତା, ସୋସିଆଲ ମିଡିଆରେ ଭାଇରାଲ, ଦେଖନ୍ତୁ ଭିଡ଼ିଓ

0 3,014

ତେବେ ସେଲିବ୍ରେଟି ମାନେ ଆମ ସହ ପରକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହିଥାନ୍ତି। ଆମେ ଯେ କେବଳ ତାଙ୍କର ସିନେମା ବା ଅଭିନୟ ଦେଖି ଖୁସି ହୋଇଥାଉ ତାହା ନୁହେଁ ବରଂ ସେମାନେ ଙ୍କ ଦ୍ଵାରା ଆମ ଜୀବନ ରେ ଅନେକ ପ୍ରଭାବ ପଡିଥାଏ ମଧ୍ୟ। ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।

ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିବା ସହ ବହୁତ ସାମାଜିକ ଶିକ୍ଷା ବିଷୟ ରେ ମଧ୍ୟ ଲୋକଙ୍କୁ ବୁଝାଇ ଥାନ୍ତି।

ତେବେ ବର୍ତ୍ତମାନ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯେଉଁ ଥିରେ ସେ ଝିଅ ମାନଙ୍କ ର ମାସିକ ଋତୁସ୍ରାବ ତଥା ପିରିୟସଡ୍ସ ବିଷୟ ରେ କହିଛନ୍ତି। ତେବେ ଆପଣ ମାନେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ଜଣେ ଚୁଲବୁକି ଅଭିନେତ୍ରୀ ଅଟନ୍ତି। ତେବେ ତାଙ୍କର ସୁନ୍ଦର ଓ ଆକର୍ଷଣୀୟ ଅଭିନୟ ଦ୍ୱାରା ସମସ୍ତ ଙ୍କୁ ନିଜର କରି ପାରିଛନ୍ତି ଏବଂ ଓଡ଼ିଶାର ଘରେ ଘରେ ସେ ଖୁବ ପରିଚିତ ଅଟନ୍ତି। ଆଉ ବିବାହ ପରେ ଅନେକ ସମୟ ରେ ସେ ଲାଇଭ ଆସି ଖୁବ ମଜାମସ୍ତି ମଧ୍ୟ କରନ୍ତି।

ତେବେ ବର୍ତ୍ତମାନ ତାଙ୍କର ଯେଉଁ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ସେଥିରେ ସେ ଝିଅ ମାନଙ୍କ ର ପିରିୟସଡ୍ସ କୁ ନେଇ କହିଛନ୍ତି। ତେବେ ସେ କହିଛନ୍ତି କି , ପିରିୟସଡ୍ସ ହେଉଛି ଏକ ପ୍ରାକୃତିକ ପ୍ରକ୍ରିୟା ଯାହାକି ଗୋଟିଏ ଝିଅ ର ପୂର୍ଣ୍ଣତା କୁ ଦର୍ଶାଇ ଥାଏ। ତେବେ ଏହା ସାଧାରଣ କଥା ଅଟେ ଏହା କୌଣସି ଲଜ୍ୟା ଜନକ କିମ୍ବା ଅପବିତ୍ର ର କଥା ନୁହେଁ। ଏହା ଝିଅ ମାନଙ୍କ ପାଖରେ ଏକ ନିର୍ଦ୍ଦିଷ୍ଟ ବୟସ ରେ ହୋଇଥାଏ ଏବଂ କେତେକ ପରିବର୍ତ୍ତନ ମଧ୍ୟ ଦେଖା ଯାଏ ଯାହାକି କଷ୍ଟ ଦାୟକ ମଧ୍ୟ ହୋଇଥାଏ।

ତେବେ ସେ କହିଛନ୍ତି କି ଏହାକୁ ନେଇ ଏବେ ବି ଗ୍ରାମର ମହିଳା ମାନେ ସଚେତନ ନୁହଁନ୍ତି , ତେଣୁ ଏ ସବୁ କୁ ନେଇ ଆମକୁ ତାଙ୍କୁ ସଚେତନ କରିବା ର ଆବଶ୍ୟକତା ରହିଛି। ଛୋଟ ଛୋଟ ସିନେମା ମାଧ୍ୟମ ରେ ପିରିୟସଡ୍ସ କୁ ନେଇ ସଚେତନତା ର ଭିଡ଼ିଓ ବନେଇବା ଦରକାର ଏବଂ ତାଙ୍କୁ ସଚେତନ କରିବା ଉଚିତ। ତେବେ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି ଏବଂ ଲୋକ ମାନେ ମଧ୍ୟ ଏହାକୁ ଖୁବ ପସନ୍ଦ କରିବା ସହ ସମର୍ଥନ ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.