Daily news update , Real odisha local news

Malaika କିପରି Arbaaz khan ଙ୍କ ଭିତିରି ପ୍ରାଇଭେଟ ଭିଡ଼ିଓ ହେଉଛି ଭାଇରାଲ…ଦେଖନ୍ତୁ ଭିଡ଼ିଓ

0 12,262

ଆମେ ସମସ୍ତେ ସେଲିବ୍ରେଟି ମାନଙ୍କ ବିଷୟରେ ଜାଣିବାକୁ ଯେତେ ଆଗ୍ରହୀ ରହୁ ଆଉ କୋଉ ବିଷୟରେ ଜାଣିବା ପାଇଁ ସେତିକି ଆଗ୍ରହ ରଖୁ ନାହିଁ ।ତେବେ ଟିଭି ହେଉ କି ଫିଲ୍ମ ସବୁ ସେଲିବ୍ରେଟି ମନେ ବହୁତ ସମୟରେ ନିଜର କଥା, ଡ୍ରେସ ବା ଅନ୍ୟ କୌଣସି ଜିନିଷ କୁ ନେଇ ଖୁବ ଚର୍ଚ୍ଚାରେ ରହିଥାନ୍ତି ସୋସିଆଲ ମେଡିଆରେ ।

ତେବେ ଖୁସିର କଥା ହେଉଛି ଆମେ ବି ଆଜି ସେମିତି ଏକ ଚଟପଟା ଗୋସିପ ନେଇ ଆସିଛୁ ଆପଣଙ୍କ ପ୍ରିୟ ସେଲିବ୍ରେଟି ମଲାଇକା ଆରୋରା ଓ ଅର୍ବାଜ ଖାନ ନେଇ ।ତେବେ ଆସନ୍ତୁ ଜାଣିବା ସେହି ଖବର ଟି କଣ ।

ତେବେ ବନ୍ଧୁମାନେ ଆପଣ ସମସ୍ତେ ବଲିଉଡ ର ଖୁବ ପରିଚିତ ଯୋଡି ମଲାଇକା ଆରୋରା ଓ ଅର୍ବାଜ ଖାନ ଙ୍କୁ ନିଶ୍ଚୟ ଜାଣିଥିବେ ।ତେବେ ମଳାଇକା ଜଣେ ଖୁବ ଭଲ ଡ୍ୟାନ୍ସର ହେବା ସହିତ ସେ ଅନେକ ଫିଲ୍ମରେ ବି କାମ କରିଛନ୍ତି ।ଏବେ ଏବେ ସେ ଅନେକ ଗୁଡିଏ ଋଏଲିଟି ସୋ ରେ ଜଜ ଭାବରେ ବି ଦେଖିବାକୁ ମିଳିଛନ୍ତି ।ଆଉ ଠି ସେହିପରି ଅର୍ବାଜ ଖାନ, ଯିଏ ବଲିଉଡ ର ଭାଇଯାନ ସଲମାନ ଖାନ ଙ୍କର ଭାଇ ହେବା ସହିତ ଅର୍ବାଜ ଖାନ ମଧ୍ୟ ଜଣେ ଖୁବ ଜଣାଶୁଣା ଅଭିନେତା ।ତେବେ ନିକଟରେ ଏହି ଦୁଇ କଳାକାର ଙ୍କୁ ନେଇ ବହୁତ ବଡ଼ ଗୋସିପ ସାମ୍ନାକୁ ଆସିଛି ।

ତେବେ ମଲାଇକା ଆରୋରା ଓ ଅର୍ବାଜ ଖାନ ପୂର୍ବରୁ ବିବାହ କରିଥିଲେ ଉଭୟଙ୍କର ପୁଅଟିଏ ବି ଅଛି ତେବେ କିଛି ବର୍ଷ ତଳେ ଉଭୟଙ୍କର ଡିଭର୍ସ ହେଇ ଯାଇଥିଲା ।ଆଉ ଏହି ଖବର ବିଷୟରେ କିଏ ବା ନଜାଣିଛନ୍ତି, ଏହା ପରେ ଉଭୟଙ୍କୁ କେବେ ଏକାଠି ଦେଖିବାକୁ ମିଳି ନଥିଲା ।ଯେତେବେଳେ ବି ଯୋଉ ଭିଡ଼ିଓରେ ଉଭୟ ନଜର ଆସିଲେ ବି କେହି କାହା ସହ କଥା ହେବା ଦୂରର କଥା ଅନାନ୍ତି ବି ନାହିଁ ।କିନ୍ତୁ ସୂଚନା ଅନୁଯାୟୀ ନିକଟରେ ଏକ ସୋ ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି।

ତେବେ ସେହି ସୋ ର ଷ୍ଟେଜ ତଳେ ଉଭୟ ପାଖାପାଖି ବସିଥିଲେ ତେବେ କେହି କାହା ସହ କଥା ହେଉ ନଥିଲେ ।ହେଲେ ଅର୍ବାଜ ଖାନ ଚେଷ୍ଟା କରୁଥିଲେ ମଲାଇକା ସହିତ କଥା ହେବାକୁ କିନ୍ତୁ ମଳାଇକା ଜମା ଧ୍ୟାନ ଦେଇ ନଥିଲେ ।ଆଉ ଏହି ଘଟଣା ଓଡିଏନ୍ସ ମାନଙ୍କ ଆଖିରେ ପିଡ଼ି ଯାଇଥିଲା, ତେବେ ତୁଣ୍ଡ ବୈଡ଼ ସହସ୍ର କୋଷ ପରି ଘଟଣା ଏବେ ସୋସିଆଲ ମେଡିଆରେ ଖୁବ ଜୋର ସୋରରେ ଭାଇରଲ ହେବାରେ ଲାଗୁଛି ।ତେବେ ଏମିତି ବହୁତ ସମୟରେ ଅନେକ କଳାକାର ମାନେ ବିବାହ ବିଛେଦ ପରେ ପରସ୍ପର କୁ ଅନେଇ ନଥାନ୍ତି ।ଆଉ ବଲିଉଡରେ ଏହି ଘଟଣା କୋଉ ନୂଆ କଥା ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.