ମଣିଷର ମୁର୍ଖାମୀ ପାଇଁ ଷଣ୍ଢ ପାଟିରେ ପଶିଲା ଟିଣ ଡବା। ୪ ଦିନ ହେଲଣି କିଛି ଖାଉନି…ଏ ଗଳିରୁ ସେ ଗଳିକୁ ଦାଣ୍ଡିଆ ମାରୁଛି.. ଭିଡିଓ ଦେଖିଲେ କାନ୍ଦି ପକେଇବେ
ଷଣ୍ଢର ମୂର୍ଖାମୀ ପାଇଁ ପାଟିରେ ପଶିଲା ଟିଣ ଡବା, ଆଉ 4 ରୁ 5 ଦୀନ ଯାଏ ଙ୍ଖଇଆ ନପିଇ ଷଣ୍ଢର ଅବସ୍ଥା ଏମିତି ହେଇଯାଇଛି ଦେଖିଲେ ଆଖିରୁ ଲୁହ ଚାଲି ଆସିବ ।ବନ୍ଧୁମାନେ ଯଦି ମଣିଷ ଟିକୁ ଗୋଟିଏ ଦିନ ଉପାସ ରହିବାକୁ ପଡୁଛି ତେବେ ସେ ତାପର ଦିନ ସେ ଖାଇବା ପାଇଁ ପାଗଳ ହେଉ ପଡୁଛି ।ତେବେ ସେହି ମଣିଷ ର ଛୋଟ ଛୋଟ ଭୁଲ ପାଇଁ ପଶୁପକ୍ଷୀ ମାନେ ଏମିତି ହଇରାଣ ହେଉଛନ୍ତି ଯାହା ହୁଏତ ଆପଣ ଦେଖିଲେ ବିଶ୍ୱାସ କରିପାରିବେ ।
ତେବେ ଦେଖୁ ନାହାଁନ୍ତି ଏହି ଭିଡ଼ିଓରେ କେମିତି ଷଣ୍ଢ ଟିଏ ଖାଇବାକୁ ଯାଇ ପାଟିରେ ଟିଣ ଡବା ପଶେଇ ନେଇଛି ଆଉ ତାପରେ ଭୋକ ବିକଳରେ ସେ କଣ କରୁଛି ଦେଖନ୍ତୁ ।
ବନ୍ଧୁମାନେ ଆମେ ଖାଉଥିବା ଖାଦ୍ୟରୁ ଅନେକ ବଳକା ଖାଦ୍ୟ ବାହାରେ ଫିଙ୍ଗିଦେଉ ଯାହାକୁ ଆମ ଆଖ ପାଖରେ ଥିବା ଜୀବଜନ୍ତୁ ଖାଇ ପରିବେଶ କୁ ସଫା ରଖିଥାନ୍ତି ।ତେବେ ବହୁତ ସମୟରେ ପ୍ଲାଷ୍ଟିକ ଝରି, ଟିଣ ଡବା ଓ ଅନ୍ୟାନ୍ୟ ଜିନିଷ ଭିତରେ ଖାଦ୍ୟ ଫିଙ୍ଗା ଯାଇଥାଏ ।ହେଲେ ନିରୀହ ଜୀବ ସେମାନେ ଖାଦ୍ୟ ଖାଇବା ପାଇଁ ଭୁଲରେ ସେହି ପ୍ଲାଷ୍ଟିକ ଝରି ବା ଡବା କୁ ଖାଇ ନିଅନ୍ତି କିନ୍ତୁ ସେସବୁ ହଜମ କରିବା ସମ୍ଭବ ନୁହେଁ ।ଏଥିପାଇଁ ବହୁତ ସମୟରେ ଅନର୍କ ଜୀବନ ଜୀବନ ବି ହରେଇ ଥାନ୍ତି, ତେବେ ନିକଟରେ ଭୁବନେଶ୍ୱର ରୁ ଏକ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି କାରଣ ଏଠାରେ ଆଜକୁ 4 ରୁ 5 ଦିନ ଯାଏ ଗୋଟିଏ ଷଣ୍ଢ ପାଟିରେ ଟିଣ ଡବା ପଶି ଯାଇଛି ।
ଘଟଣା ହେଉଛି ଭୁବନେଶ୍ୱର ର ଶିଖରଚଣ୍ଡୀ ଅଞ୍ଚଳରେ ତେବେ ସେଠାରେ ଏକ ଷଣ୍ଢ ଖାଦ୍ୟ ଖାଉଥିବା ସମୟରେ କେମିତି ଏକ ଛୋଟ ଘିଅର ଟିଣ ଡବା ତାର ପାଟିରେ ପଶି ଯାଇଛି ।ଆଉ ଷଣ୍ଢ ଟି ଯେତେ ଚେଷ୍ଟା କରି ବି ଟିଣ ଡବା ଟିକୁ ବାହାର କରି ପାରୁନାହିଁ ।ଏହି ଘଟଣାକୁ 4 ରୁ 5 ଦିନ ବିତି ଯାଇଛି ଅଆଉ ଷଣ୍ଢ ଭୋକ ବିକଳରେ ଲୋକଙ୍କୁ ମାରିବାକୁ ବି ଗୋଡାଉ ଥାଏ ।ଅନ୍ୟପଟେ କିଛି ଭଲ ଲୋକମାନେ ଯେତେବେଳେ ଚେଷ୍ଟା କଲେ ବି ଷଣ୍ଢ ପାଟିରୁ ଟିଣ ଡବା ବାହାର କରିବା ପାଇଁ ତାକୁ ଧରିବାକ ଚେଷ୍ଟା କଲେ ବି ଧରି ପାରୁ ନଥିଲେ ।
ଏହାପରେ ଲୋକମାନେ କିଛି ପଶୁ ସୁରକ୍ଷା କର୍ମଚାରୀ ଙ୍କୁ ଡାକିଥିଲେ ଆଉ ସେମାନଙ୍କ ସହିତ ଲୋକମାନେ ଷଣ୍ଢ କୁ ଧରି ତାର ପାଟିରୁ ଟିଣ ଡବା କୁ କାଟି ବାହାର କରିଥିଲେ ।ଆଉ ଷଣ୍ଢ କୁ ଖାଇବାକୁ ବି ଦେଇଥିଲେ, ତେବେ ବନ୍ଧୁମାନେ ଆପଣ ଏନେଇ ସଚେତନ ହେବା ଦରକାର ନିରୀହ ଜୀବଜନ୍ତୁ କଣ ଜାଣିଛନ୍ତି ଯଦି ଆପଣ ଏହିସବୁ ଟିଣ ଡବା ବା ପ୍ଲାଷ୍ଟିକ ଆଦି ଜିନିଷ ବାହାରେ ନଫିଙ୍ଗି ଏକ ନିର୍ଦ୍ଦିଷ୍ଟ ଜାଗାରେ ରଖିବେ ତେବେ ହୁଏତ ଆଉ କୋଉ ଜୀବନ ବିପଦରେ ପଡିବ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।