Daily news update , Real odisha local news

ପାର୍କ ରେ ଯାଉଥିବାବେଳେ ମଙ୍କଡ ସହ ଲାଗୁଥିଲା କୁନି ଝିଅ ହଠାତ୍ ମାଙ୍କଡ ରାଗିଯାଇ ଛୁଆ ସହ ଯାହା କଲା ନଦେଖିଲେ ବିଶ୍ବାସ ହେବନି ..ସମସ୍ତେ ଦେଖିନ୍ତୁ ଓ ସତର୍କ ହୁଅନ୍ତୁ

0 367

ବନ୍ଧୁଗଣ ଓଡ଼ିଆ ରେ ଏକ ଲୋକବାଣୀ ରହିଛି “ଜେସା କୁ ତେସା”।ଆଉ ଏହି ଲୋକବାଣୀ ଟି ଆପଣ ମାନେ ଶୁଣିଛନ୍ତି ଏବଂ ଏହାର ପ୍ରୟୋଗ ମଧ୍ୟ କରିଥିବେ। ତେବେ ଏହା ର ଅର୍ଥ ଏହାକି ଯେ, ଯିଏ ଯେଉଁ ଭଳି କର୍ମ କରିବ ତାକୁ ସେହିଭଳି ଫଳ ମଧ୍ୟ ମିଳିବ।

ତେବେ ବର୍ତ୍ତମାନ ଜାମାଇକା ର ଏକ ଚିଡିଆଖାନା ରୁ ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ବେହସ ହୋଇଯିବେ।ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ବିଶ୍ୱାସ କରିପାରିବେ ନାହିଁ ଏହି ଘଟଣା ଟିକୁ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯେଉଁ ଭିଡ଼ିଓ ଟି ଚିଡିଆଖାନା ର ଭାଇରାଲ ହେଉଛି ତାହାକୁ ଦେଖିଲେ ଆପଣ ହସିବେ କିମ୍ବା କାନ୍ଦିବେ ତାହା ଜାଣି ପାରିବେ ନାହିଁ। ତେବେ ଭିଡ଼ିଓ ଟିରେ ଦେଖା ଯାଇଛି କି ଜଣେ ଯୁବତୀ ଚିଡ଼ିଆ ଖାନା ରେ ଯାଇ ଗୋଟିଏ ମାଙ୍କଡ ସହ ଲାଗୁଥିଲେ ଆଉ ତାକୁ ଚିଡ଼େଇବା ଆରମ୍ଭ କରିଦେଲେ। ତେବେ ମାଙ୍କଡ ବି କିଛି କମ ନୁହେଁ ତେଣୁ ସେ ବି ଯୁବତୀ ଙ୍କ ସହ ଲାଗିବା ଆରମ୍ଭ କରିଦେଲା ଆଉ ତାର ଫଳ ସ୍ୱରୂପ ଯୁବତୀ ଙ୍କୁ ଯାହା ଭୋଗିବା କୁ ମିଳିଲା ତାହା ସେ ତାଙ୍କ ଜୀବନ ରେ କେବେ ବି ଭୁଲି ପାରିବେ ନାହିଁ ।

ତେବେ ଦେଖା ଯାଇଛି କି , ଯୁବତୀ ଜଣଙ୍କ ଚିଡିଆଖାନା କୁ ବୁଲିବା କୁ ଆସିଥିଲେ , ତେବେ ଏହି ସମୟ ରେ ସେ ଚିଡିଆଖାନା ଭିତରେ କଏଦ ଥିବା ମାଙ୍କଡ ସହ ଲାଗୁଥିଲା ଏବଂ ତାର ଭିଡ଼ିଓ ମଧ୍ୟ ବନାଉ ଥିଲେ। ତେବେ କିନ୍ତୁ ଯୁବତୀ ଙ୍କ ର ଏହିପରି ହରକତ ରେ ରାଗି ଯାଇଥିଲା ମାଙ୍କଡ ଟିଏ ତେଣୁ ସେ ଯୁବତୀ ଙ୍କ ଉପରେ ରିଭେଞ୍ଜ ନେଇଗଲା। ଆଉ ଚିଡିଆଖାନା ର ତାର ଜାଲି ରେ ହାତ ପୁରାଇ ଯୁବତୀ ଙ୍କ ଛୁଟି କୁ ଧରିନେଲା। ଆଉ ଏମିତି ଧରିଲା କି ଛାଡିବା ର ନାମ ହିଁ ନେଉ ନଥିଲା।


ତେବେ ଆଖପାଖ ରେ ଥିବା ଲୋକ ମାନେ ଏହାକୁ ଦେଖିବା ପରେ ଯୁବତୀ ଙ୍କୁ ସାହାଯ୍ୟ କରିବା ପାଇଁ ଆସିଗଲେ, ଆଉ ଏତେ ସାରା ଲୋକଙ୍କୁ ଦେଖି ମାଙ୍କଡ ରେ ଯୁବତୀ ର ଛୁଟି କୁ ଛାଡି ଦେଲା। ତେବେ ଏହି ସମ୍ପୂର୍ଣ୍ଣ ଭିଡ଼ିଓ ଟି କେହି ଜଣେ ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡିଆ ରେ ସେୟାର କରିଥିଲେ। ଆଉ ଲୋକେ ଏହାକୁ ଦେଖିବା ପରେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।କେହି କେହି କହିଛନ୍ତି କି ଯେମିତି କର୍ମ କୁ ସେମିତି ଫଳ ବୋଲି , ଆଉ କେହି କହିଛନ୍ତି କି ସେ ଝିଅ ଆଉ ମାଙ୍କଡ ପାଖକୁ ଯିବା ଦୂର କଥା ମାଙ୍କଡ ନାମ ଶୁଣିଲେ ଡରିବ ବୋଲି। ତେବେ ଆପଣ ମାନେ ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.