Daily news update , Real odisha local news

ମାତ୍ର ୩ ଦିନ ଏହାକୁ ଲଗାନ୍ତୁ ନା ରହିବ ବ୍ରଣ, କଳାଦାଗ ମୁହଁ କ୍ଷୀର ଭଳି ଚମକିବ – Beauty Skin Care

0 3,859

ସୁନ୍ଦର ଚେହେରା ଆମ ସମସ୍ତଙ୍କୁ ଭଲ ଲାଗିଥାଏ କିନ୍ତୁ ଯେତେବେଳେ ଫେସରେ ବ୍ରଣ ବାହାରିବା ଆରମ୍ଭ ହେଇଯାଏ ସେତେବେଳେ ଫେସ ଅସୁନ୍ଦର ଦେଖାଯିବା ଆରମ୍ଭ ହେଇଯାଏ ।ଆଉ କଳା ଦାଗ ଥରେ ହେଇଗଲେ ତାହାକୁ ଭଲ କରିବା ବଡ଼ ମୁସ୍କିଲ ହେଇ ପଡେ ।ତେବେ ଏହି ସମସ୍ୟା ଉଭୟ ପୁଅ ଓ ଝିଅ ଙ୍କ ପାଖରେ ଦେଖିବାକୁ ମିଳିଥାଏ ।ତେବେ ଯେତେବେଳେ ଆମ ପେଟ ଠିକରେ କ୍ଲିଅର ନହୁଏ ଆଉ ଫେସରେ ଅଧିକ ଡେଡସେଲ ବଡିଯାଏ ସେତେବେଳେ ଅଧିକ ବ୍ରଣ ବାହାରିଥାଏ ।

ତେବେ ବର୍ତ୍ତମାନ ସମସ୍ୟା ହେଉଛି ଏହି ବ୍ରଣ ଓ ଦାଗ ଗୁଡିକୁ କେମିତି ଭଲ କରିବେ, ତେବେ ବନ୍ଧୁମାନେ ଚିନ୍ତା ଛାଡ଼ନ୍ତୁ ।କାରଣ ଆମେ ଆଜି ଏମିତି ଗୋଟାଏ ଘରୋଇ ଉପାୟ ଖୀବୁ ଯାହା ବିଷୟରେ ଆପଣ ଆଗରୁ ଜାଣି ନଥିବେ ।କିନ୍ତୁ ଏହି ଉପାୟକୁ ଯଦି ଆପଣ ନିଜ ଉପରେ ଏପ୍ଲାଏ କରୁଛନ୍ତି ତେବେ ଜାଣି ରଖନ୍ତୁ ମାତ୍ର 15 ଦିଙ୍କରେ ଆପଣଙ୍କ ମୁହଁରେ କୌଣସି ଦାଗ ଚିହ୍ନ ବର୍ଣ୍ଣ ନଥିବ ।ତେବେ ଏବେ ଆସନ୍ତୁ ଜାଣିବା ସେହି ଉପାସ୍ୟ ବିଷୟରେ….

ଆବଶ୍ୟକ ସାମଗ୍ରୀ:-ବ୍ରଣ

-ଅରୁଆ ଚାଉଳ
-ଆଳୁ
-ଲେମ୍ବୁ

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ଏହି ରିମେଡି ପ୍ରସ୍ତୁତି ପାଇଁ ଆପଣ ପ୍ରଥମେ 4 ଚାମୁଚ ଅରୁଆ ଚାଉଳ ନେଇ ନିଅନ୍ତୁ, ତାପରେ ଗୋଟିଏ ଲେମ୍ବୁ ଓ ଗୋଟିଏ ବଡ଼ ଆଳୁ ରଖନ୍ତୁ ।ଏବେ ଆଲୁକୁ ଭଲ ଭାବରେ ଛଡେଇ ତାର ଚୋପା ବାହାର କରି ଦିଅନ୍ତୁ ତାପରେ ତାହାକୁ ଛୋଟ ଛୋଟ କରି କାଟି ନିଅନ୍ତୁ ।ତେବେ ଚାଉଳ କୁ ଆପଣ ଭିଜେଇ ରଖି ଦେଇଟିଯିବେ କିନ୍ତୁ ଗୁଣ୍ଡ ବେଳେ ଏହା ଶୁଖିଲା ରହିବା ଦରକାର ।ତେବେ ଗ୍ରାଇଣ୍ଡର ରେ ଚାଉଳକୁ ଭଲ କରି ଗୁଣ୍ଡ କରିନିଆନ୍ତୁ ।ତାପରେ ସେଥିରେ କଟା ଆଉ ଆଳୁ ଲେମ୍ବୁ ରସ ଚିପୁଡି ଦେଇ ଆଉ ଥରେ ଭଲରେ ଗ୍ରାଣ୍ଡିଂ କରି ଦିଅନ୍ତୁ ।
-ଏବେ ଦେଖିବେ ରିମେଡି ପୁରା ପ୍ରସ୍ତୁତ ହେଇଯିବ ଆଉ ତାହାକୁ ଆପଣ ରଖିବା ପାଇଁ ଫ୍ରିଜର ଆଇସ କ୍ୟୁବରେ ରଖି ଫ୍ରିଜରେ ରଖି ଦିଅନ୍ତୁ ।

ରିମେଡି ର ବ୍ୟବହାର:-

-ତେବେ ରିମେଡି ର ବ୍ୟବହାର ଆଗରୁ ଆଜି ମୁହଁରେ କିଛି ଟମାଟୋ ଯୁସ ଲଗାନ୍ତୁ ଆଉ ଟମାଟୋ ଯୁସକୁ 3 ରୁ 4 ଲେଆର ଯାଏ ଲଗାଇବା ଦରକାର ।ତାପରେ ଆପଣ ତିଆରି କରିଥିବା ରିମେଡିକୁ ମୁହଁରେ ଲଗାନ୍ତୁ ।ତେବେ ଯେତେବେଳେ ମୁହଁ ଶୁଖିଯିବ ସେତେବେଳେ ଆପଣ ଭଲ ପାଣିରେ ମୁହଁ ଧୋଇ ଦିଅନ୍ତୁ ।କିନ୍ତୁ ମନେ ରଖିବେ ମୁହଁରେ କୌଣସି ପ୍ରକାରର ଫେସ୍ୱାସ୍ ବ୍ୟବହାର କରିବେ ନାହିଁ ।ତେବେ ଏମିତି 15 ରୁ ମାସେ ଯାଏ ବ୍ୟବହାର କଲାପରେ ଦେଖିବେ ଆପଣଙ୍କ ଫେସରେ ଆଉ କଳା ଦାଗ ନଥିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.