ମାତ୍ର ୨ ଦିନରେ ଯାଦୁ, କାଛୁ ଓ କୁଣ୍ଡିଆଣ ( Fungal Infection ) ଶୁଖିକି ଝଡି ପଡିବ ଗ୍ୟାରେଣ୍ଟି କରନ୍ତୁ ଏହି ଛୋଟିଆ ଉପାୟ…
ଆମ ଶରୀର ରକ୍ତ ମାଂସରେ ଗଡ଼ା ଆଉ ଏହି ଶରୀରକୁ ଆମେ ଠିକରେ ଯତ୍ନ ନନେଲେ ଅନେକ ସମୟରେ ନାନା ରୋଗ ଆକ୍ରମଣ କରିଥାନ୍ତି ।ଏହାଛଡା ବହୁତ ଛୋଟ ଆମେ ଛୋଟ ଛୋଟ ରୋଗକୁ ଖୁବ ଅଣଦେଖା କରିଥାଉ ଯେପରି କାଛୁ କୁଣ୍ଡିଆ ଆଦି ।
ତେବେ ଏହା ଏକ ପ୍ରକାର ଫୋଙ୍ଗଲ ଇନଫେକସନ ଯୋଗୁ ହେଇଥାଏ କିନ୍ତୁ ଆମେ ପ୍ରଥମେ ପ୍ରଥମେ ଏହା ହେଲେ ଆମ୍ମେ ତାହାର ଠିକରେ ଚିକିତ୍ସା କରି ନଥାଉ ।ଆଉ ଧିରେ ଧିରେ ବଡ଼ ହେଲା ପରେ ଏହି କୁଣ୍ଡିଆକୁ ଭଲ କରିବା ବହୁତ କଷ୍ଟ ହେଇପଡ଼େ ।
ତେବେ କାଛୁ କୁଣ୍ଡିଆ ଥରେ ହେଲେ ବହୁତ ସମୟ ଲାଗିଥାଏ ଭଲ କରିବାକୁ ତେବେ ସହଜରେ ଏହାକୁ କେମିତି ଭଲ କରିବେ ତାହାବି ଆପଣଂକୁ ଜଣା ନଥାଏ ।ତେବେ ଆଜି ଆମେ ଆପଣଂକୁ ଏକ ସହଜ ଉପାୟ ବିଷୟ ରେ ବତାଇବୁ ଯାହାକୁ ଆପଣ ଦୁଇ ଦିନ କରିବା ଭିତରେ ଖୁବ ସୁନ୍ଦର ରେଜଲ୍ଟ ପାଇ ପାରିବେ ।ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଜାଣିବା ।
ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ନଡ଼ିଆ ତେଲ
– କର୍ପୁର
-ମୂଳା
– ନିମ୍ବ ପତ୍ର ଗୁଣ୍ଡ
ରିମେଡି ପ୍ରସ୍ତୁତି ପ୍ରଣାଳୀ:-
-ତେବେ ଏହି ଉପାୟ ପାଇଁ ଆପଣ ପ୍ରଥମେ ଆବଶ୍ୟକ ସାମଗ୍ରୀ ନରି ଯାଆନ୍ତୁ ତାପରେ ଏବେ ଗୋଟିଏ ଖାଲି ପାତ୍ର ନିଅନ୍ତୁ ।ସେହି ପାତ୍ରରେ ଏକ ଚାମଚ ନଡ଼ିଆ ତେଲ ପକାନ୍ତୁ, ତେବେ ଘର ତିଆରି ନଡ଼ିଆ ତେଲ ଥିଲେ ଆହୁରି ଭଲ ହେବ ।ଆଉ ଏବେ ସେହି ପାତ୍ରରେ ଏବେ ଗୋଟିଏ କର୍ପୁର କୁ ପକାଇ ତେଲ ସହିତ ଭଲ କରି ମିଶେଇ ଦିଅନ୍ତୁ ।
-ଏବେ ଆପଣ ଗୋଟିଏ ମୂଳା ନିଅନ୍ତୁ ଆଉ ତାଙ୍କୁ କାଟି ଗ୍ରାଣ୍ଡିଂ କରି ନିଅନ୍ତୁ, ଏବେ ସେହି ମୂଳା କୁ ତେଲ ଆଉ କର୍ପୂର ଥିବା ପାତ୍ରରେ ପକାଇ ମିଶାଇ ନିଅନ୍ତୁ ।ତାପରେ ଅଳ୍ପ ଶୁଖିଲା ନିମ୍ବ ପତ୍ର ନିଅନ୍ତୁ ତାକୁ ଭଲ କରି ଗୁଣ୍ଡ କରି ନିଅନ୍ତୁ, ଏବେ ସେହି ଗୁଣ୍ଡକୁ କୁ ପୂର୍ବରୁ ସବୁ ମିଶଇଥିବା ଜିନିଷ ସହିତ ମିଶାଇ ନେବେ ଏହାପରେ ଆପଣଙ୍କ ର ରେମେଡି ତିଆରି ହେଇଯିବ ।
ରିମେଡି ର ବ୍ୟବହାର:-
-ତେବେ ଆପଣ ଏହି ତିଆରି କରିଥିବା ରିମେଡି କୁ ରାତିରେ ଶୋଇବା ବେଳେ ଯେଉଁଠି କାଛୁ କୁଣ୍ଡିଆ ହେଇଥିବ ସେହି ଜାଗାରେ ଲଗାଇବେ ।ତେବେ ପ୍ରଥମେ ଭଲ କରି ସେହି ଜାଗାକୁ ସଫା କରିବେ ତାପରେ ଏହାକୁ ଲଗାଇବେ ।ତେବେ ମାତ୍ର ଦୁଇ ଦିନ ଏହାକୁ ବ୍ୟବହାର କଲା ପରେ ଦେଖିବେ କେତେ ଆରାମ ମିଳିବ ଆଉ କିଛି ଦିନ ପରେ ଦେଖିବେ କାଛୁ କୁଣ୍ଡିଆ ଭଲ ହେବା ସହିତ ଦାଗ ବି ଲିଭି ଯାଇଥିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।