Daily news update , Real odisha local news

SPECIAL TIPS – ମାତ୍ର ୨ଟି କଞ୍ଚା ଲଙ୍କା ରାତିରେ ପାଣିରେ ପକାଇ ୪ ଦିନ ପାଣି ପିଇବା ଦ୍ୱାରା ଯାହା ହେବ ଆପଣ ଭାବିନଥିବେ ?

0 615

ବନ୍ଧୁମାନେ କଥାରେ କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆଉ ବର୍ତ୍ତମାନ ସମୟରେ ଆମେ ସମସ୍ତେ ଏହି ଶରୀର ରୂପକ ସମ୍ପଦ ପ୍ରତି ବିଶେଷ ଧ୍ୟାନ ଦେଉନାହୁଁ ।ଅନେକ ସମୟରେ ଓ ଖୁବ କମ ବୟସରେ ଆମେ ଅନେକ ରୋଗର ଶିକାର ହେଇ ସବୁକିଛି ହରେଇ ବିଶୁଛୁ ।

ତେବେ ଯେତେବେଳେ ନେଡି ଗୋଡ଼ କହୁଣୀ କୁ ବୋହି ଯାଉଛି ସେତେବେଳେ ଆମେ ଶରୀର ପ୍ରତି ଧ୍ୟାନ ଦେଲା ବେଳକୁ ଆଉ ଆମ ହାତରେ କିଛିବି ନଥାଏ ।ତେବେ ଆପଣ ଯଦି ଆଜି ଠାରୁ ଚିତ ଛୋଟ କାମ ନିଜ ସ୍ୱାସ୍ଥ୍ୟ ପାଇଁ କରିବେ ତେବେ ଭବିଷ୍ୟତରେ ବହୁତ ବଡ଼ ରୋଗରୁ ବଞ୍ଚିଯିବେ ।

ତେବେ ଆଜି ଆମେ ଆପଣଂକୁ ଦୁଇଟି କଞ୍ଚା ଲଙ୍କାର ବ୍ୟବହାର କରି ନିଜ ଶରୀର କୁ ନିରୋଗ କରିପାରିବେ ସେ ବିଷୟରେ ବତାଇବୁ ।ତେବେ ଲଙ୍କା ଯେଉଁଥିରେ ବହୁତ ପରିମାଣ ରେ ଭିଟାମିନ ସି ରହିଥାଏ ଯାହା ଆମ ଶରୀରର ରୋଗ ପ୍ରତିରୋଧକ ବଡାଇବାରେ ଖୁବ ସାହାଯ୍ୟ କରିଥାଏ ।ଏହାଛଡା କଞ୍ଚା ଲଙ୍କାରେ ଏମିତି କଇଁଛ ପ୍ରୋଟିନ ଓ ମିନେରାଲ ରହିଛି ଯାହା ଆମ ଶରୀରର ଅନେକ ରୋଗରୁ ସୁରକ୍ଷିତ ରଖିଥାଏ ।ତେବେ ଏବେ ଆସନ୍ତୁ ନଜର ଦେବା ଏହି ଏହି କଞ୍ଚା ଲଙ୍କାକୁ ଆପଣ କେମିତି ବ୍ୟବହାର କରିବେ ।

ରିମେଡି ର ପ୍ରସ୍ତୁତି ଓ ବ୍ୟବହାର:-

-ତେବେ ଏହି ରିମେଡି ପାଇଁ ଆପଣଂକୁ ଦୁଇଟି ଜିନିଷ ଦରକାର ଯାହା, କଞ୍ଚା ଲଙ୍କା ଓ ପାଣି ।
-ତେବେ ଆପଣ ପ୍ରଥମେ ଗୋଟିଏ ଗ୍ଲାସରେ ପାଣି ନିଅନ୍ତୁ ଆଉ ରାତିରେ ସେହି ପାଣି ଥିବା ଗ୍ଲାସରେ ଦୁଇଟି କଂଚା ଲଙ୍କାକୁ ଧୋଇ ପକାଇ ଦିଅନ୍ତୁ ।ତାପରେ ସେହି ଗ୍ଲାସ କୁ ଢାଙ୍କି ରଖିଦିଅନ୍ତୁ ।ସକାଳୁ ଉଠିଲା ପରେ ମୁହଁ ଧୋଇ ଆପଣ ସେହି ପାଣି କୁ ଚଡି ପିଇ ଦିଅନ୍ତୁ ।

-ଆଉ ଏହିପରି ଆପଣ ଲଗାତାର 4 ଦିନ ଯାଏ କରନ୍ତୁ ତାପରେ ଦେଖିବେ ଆପଣ ଙ୍କ ଶରୀରରେ ରୋଗ ପ୍ରତିରୋଧକ କେତେ ବଡି ଯାଇଥିବ ।ଏହା ବ୍ୟତୀତ ଆପଣଂକୁଖୁବ ଏନେର୍ଜେଟିକ ବି ଲାଗିବ ।

-ତେବେ ବନ୍ଧୁମାନେ ଆପଣ ଙ୍କ ଶରୀର ଯଦି ଖୁବ ଦୁର୍ବଳ ଆଉ ଖୁବ ଜଲଦି ଭୁତାଣୁ ଓ ଜୀବାଣୁ ଦ୍ୱାରା ସଂକ୍ରମିତ ହେଇ ଯାଉଛି ତେବେ ଆପଣଙ୍କ ପାଇଁ ଏହି ପାଣି ଖୁବ ଉପକାରୀ ଅଟେ ।ଆଉ ବର୍ତ୍ତମାନ ଥଣ୍ଡା ସମୟରେ ସମୟରେ ଏହି କଞ୍ଚା ଲଙ୍କା ପାଣି କୁ ଆପଣ ରେଗୁଲାର ନହେଲେ ଦିନେ ଛାଡି ଦିନେ ନିଶ୍ଚୟ ପିଅନ୍ତୁ ।

-ଯଦି କେହି ବ୍ୟକ୍ତି ଏହି ପାଣି କୁ ଜୀବନ ସାରା ପିଉଛନ୍ତି ତେବେ ସେହି ବ୍ୟକ୍ତି ଖୁବ କମ କୌଣସି ରୋଗର ଶିକାର ହେଇଥାନ୍ତି ।ତେବେ ଆପଣ ବି ଏହି ପାଣି ପିଇ ନିଜର ରୋଗପ୍ରତିରୋଧକ ଶକ୍ତି ବଡାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.