ମାତ୍ର ଗୋଟିଏ ଦିଆସିଲି କାଠିରେ ଖେଲିବ “ତାଲା” ଭାଇରାଲ ଏକ୍ସପେରିମେଣ୍ଟାଲ ଭିଡ଼ିଓ ଦେଖୁଦେଖୁ 45 କୋଟିରୁ ଅଧିକ ଲୋକ ଦେଖିସାରିଲେନି
ସୋସିଆଲ ମିଡ଼ିଆ ରେ ଆମ ଓତଃପ୍ରୋତ ଭାବରେ ଜଡିତ ଅଟୁ , ତେବେ ଏହି ମିଡ଼ିଆ ରେ ଆମେ ଅନେକ ପ୍ରକାରର ଘଟଣା ଓ ଦୁର୍ଘଟଣା ବିଷୟରେ ଭିଡିଓ ସବୁ ଦେଖିବାକୁ ପାଇଥାଉ। ମାତ୍ର ଏହି ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଭିଡ଼ିଓ ସବୁ ଆମେ ଦେଖିବାକୁ ପାଇଥାଉ, କେତେକ ଆମ ପାଇଁ ଶିକ୍ଷଣୀୟ ହୋଇଥିବା ବେଳେ ଅନ୍ୟ କେତେକ ଭାରି ମଜାଦାର ଭିଡ଼ିଓ ହୋଇଥାଏ।
ତେବେ ଏହିଭଳି ଏକ ମଜାଦାର ତଥା ଏକ୍ସପେରିମେଣ୍ଟାଲ ଭାଇରାଲ ଭିଡ଼ିଓ ଟି ବିଷୟ ରେ ଆମେ ଆଜି ଆପଣ ଙ୍କୁ ଜଣେଇବା କୁ ଯାଉଛୁ ଯାହା ବିଷୟ ରେ ଜାଣିଲେ ଆପଣ ଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ଲାଗିବ।
ତେବେ ଭାଇରାଲ ଭିଡ଼ିଓ ଟି ହେଉଛି ଦିଆସିଲି କାଠି ଏବଂ ଗୋଟିଏ ବନ୍ଦ ତାଲା ମଧ୍ୟରେ ମୁକାବିଲା। ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କି ବିନା ଚାବି ରେ ଅତି ସହଜରେ ଆପଣ ତାଲା କୁ ଖୋଲି ପାରିବେ ବୋଲି। ତେବେ ଏହାକୁ ଆମର ଜଣେ ୟୁ ଟ୍ୟୁବର ଭାଇ କରି ଦେଖାଇ ଛନ୍ତି ଯାହାକୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଏହି ଏକ୍ସପେରିମେଣ୍ଟ ରେ ବ୍ୟବହାର କରାଯାଇଛି ଏକ ବନ୍ଦ ତାଲା ଏବଂ କିଛି ଦିଆସିଲି କାଠି। ତେବେ ଆସନ୍ତୁ ଜାଣିବା ଏହି ମଜାଦାର ଏକ୍ସପେରିମେଂଟାଲ ଭିଡ଼ିଓ ଟି ବିଷୟ ରେ।
ତେବେ ଭିଡ଼ିଓ ଟି ରେ ଦେଖା ଯାଇଛି କି, ପ୍ରଥମେ ଗୋଟିଏ ତାଲା ନିଅନ୍ତୁ ଏବଂ ତାହାକୁ ଚାବି ସାହାଯ୍ୟ ରେ ବନ୍ଦ କରୀ ଦିଅନ୍ତୁ। ଏହା ପରେ କେତେକ ଡିଆସିଲି କାଠି ନିଅନ୍ତୁ ଏବଂ ସବୁ ଡିଆସିଲି କାଠି ର ଉପର ଭାଗ ରେ ଲାଗି ଥିବା ବାରୁଦ କୁ ଏକ ଛୁରୀ ବା କୌଣସି ଜିନିଷ ମାଧ୍ୟମ ରେ ବାହାର କରି ତାକୁ ସଂଗ୍ରହ କରନ୍ତୁ। ଏହିପରି ୨୫ ରୁ ୩୦ ଟି ଡିଆସିଲି କାଠି ରୁ ବାରୁଦ କୁ ବାହାର କରି ସଂଗ୍ରହ କରି ନିଅନ୍ତୁ। ବର୍ତ୍ତମାନ ଆପଣ ସେହି ବନ୍ଦ ତାଲା ଟିକୁ ଆଣନ୍ତୁ ଏବଂ ସଂଗ୍ରହ କରିଥିବା ସବୁ ବାରୁଦ କୁ ତାର ଚାବି ବା ପିତଳ ପାତ ଭିତରେ ଭର୍ତ୍ତି କରି ଦିଅନ୍ତୁ।
ଏହି ବାରୁଦ କୁ ପୁରା ପିତଳ ପାତ ଭିତରେ ଫୁଲ କରି ନିଅନ୍ତୁ ଏହା ପରେ ଏକ ବାରୁଦ ଯୁକ୍ତ ଡିଆସିଲି କାଠି କୁ ନିଅନ୍ତୁ। ଏହାକୁ ଓଲଟା କରି ସେହି ପାତ ଜାଗା ରେ ଭର୍ତ୍ତି କରି ନିଅନ୍ତୁ ,ଯେଉଁ ଭଳି ଆପଣ ଙ୍କୁ ଏହି ଭିଡ଼ିଓ ରେ ଦେଖା ଯାଇଛ। ଆଉ ତା ପରେ ଡିଆସିଲି ଟିକୁ ନିଆଁ ଲଗାଇ ଦିଅନ୍ତୁ। ଏହା ପରେ ଆପଣ ଦେଖିବେ କି ଡିଆସିଲି କାଠି ଟି ଜଳିବା ସହ ଭିତରେ ଥିବା ବାରୁଦ କୁ ଜଳେଇ ଦେବ ଏବଂ ଆପଣ ଙ୍କ ର ତାଲା ବିନା ଚାବି ରେ ଖୋଲିଯିବ। ତେବେ ଏହା ଏକ ମଜାଦାର ଏକ୍ସପେରିମେଣ୍ଟ ଅଟେ , ଯାହାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।