ମୃତ୍ୟୁ କେତେବେଳେ କାହା ପାଇଁ ଆସିଥାଏ ତାହା ଖିବା ମୁସ୍କିଲ ଅଟେ, ତେବେ ମୃତ୍ୟୁ ର କରାଳ ରୂପ କୁ ଆଖି ଆଗରେ ଦେଖି ତାକୁ ନଡିବା ଏମିତି ଖୁବ କମ ଲୋକ କରିପାରନ୍ତି ।ତେବେ ଯେତେବେଳେ ଯେତେବେଳେ ପ୍ରକୃତି ତେଜି ଉଠିଛି ସେତେବେଳେ ସେ ଅନେକ ଜୀବନ ନେଇ ଯାଇଛି ।
ଆଉ ଆଜିର ଏହି ଭିଡ଼ିଓ ରେ ଦେଖନ୍ତୁ ସମୁଦ୍ର ଏମିତି ତେଜି ଉଠିଛି କି ବଡ଼ ବଡ଼ ବୋଟ ବି ପାଣିରେ ସୋଲ ପରି ଭାଷୁଛି ଆଉ ମଝି ସମୁଦ୍ରରେ ମୃତ୍ୟୁ କୁ ଆଗରେ ଦେଖି ବି ଯୁବକ ଜଣକ ତାହାର ଭିଡ଼ିଓ କରୁଛନ୍ତି ।
କଥାରେ କୁହାଯାଏ ପାଣି ବିହନେ ସୃଷ୍ଟି ନାଶ ଓ ପାଣି ବହୁଳେ ସୃଷ୍ଟି ନାଶ, ତେବେ ଯେତେ ବେଳେ ବି ପାଣି ଭିତରର ଜୀବନ ଫସି ଥାଏ ସେଠାରୁ ଉଦ୍ଧାର ପାଇବା ମୁସ୍କିଲ ଅଟେ ।ତେବେ ଏହି ବ୍ୟକ୍ତି ଙ୍କୁ ଦେଖନ୍ତୁ ସମୁଦ୍ର ଭିତରେ ଏକ ବୋଟ ରେ ରହିଛନ୍ତି ଜୀବନ କୁ ଭରଷା ନାହିଁ ଆଖି ଆଗରେ ବୋଟ ଗୁଡିକ ସୋଲ ପରି ଭାଷୁଛି ହେଲେ ସେହି ଭିତରେ ବି ଯୁବକ ଜଣକ ସମୁଦ୍ର ର କରାଳ ରୂପର ଭିଡ଼ିଓ କରି ଦୁନିଆକୁ ଦେଖାଇଛନ୍ତି ।ଆଉ ଏପଟେ ପୁଅକୁ ଶେଷ ଥର ପାଇଁ ଭିଡ଼ିଓରେ ଦେଖି ବାପାଙ୍କର ଆଖିରୁ ଲୁହ ଝରି ଆସୁଛି ।
ତେବେ ଭିଡ଼ିଓରେ ଦେଖା ଯାଉଥିବା ଘଟଣା ମୁମ୍ବାଇ ର ଅଟେ ତେବେ ସେଠାରେ ବାତ୍ୟା ଆସିଥିବା ବେଳେ ସମୁଦ୍ର ଭିତରେ ଫସି ରହିଥିଲା କେତେ ଗୁଡିଏ ତବ ବୋଟ ।ଆଉ ସେହି ବୋଟ ଭିତରେ ରହିଥିଲେ ଅନେକ ବ୍ୟକ୍ତି ଯେଉଁମାନଙ୍କ ଭିର୍ତୁ କିଛି ଜଣ ସମୁଦ୍ର ଭିତରେ ଭାସି ଯାଇଥିଲେ ଓ ସେହି ବୋଟ ଗଡିକ ପାଣିରେ ସୋଲ ପରି ଭାସିବାରେ ଲାଗିଥିଲା ।ତେବେ ଅନ୍ୟ ଏକ ବୋଟ ଭିତରେ ଥିବା ଯୁବକ ଏହି ସବୁ ଘଟଣା ର ଦୃଶ୍ୟ କୁ ଭିଡ଼ିଓ କରି ସୋସିଆଲ ମେଡିଆରେ ପୋଷ୍ଟ କରିଥିଲେ ।
ଅନ୍ୟପଟେ ଭିଡ଼ିଓ କରିଥିବା ଯୁବକ ର ଡ୍ରେସ କୁ ଦେଖି ବାପା ଚିହ୍ନି ଦେଇଥିଲେ କି ସେହି ଯୁବକ ତାଙ୍କ ପୁଅ ବୋଲି କିନ୍ତୁ ଏହି ଭିଡ଼ିଓରେ ହିଁ ପୁଅ କୁ ସେ ଶେଷ ଥର ଦେଖିଛନ୍ତି ।ଆଉ ଏହାପରେ ପୁଅର ଦେଖା ମିଳି ନଥିଲା ତେଣୁ ପୁଆ କହି ଯାଇଥିବା କଥା ଗୁଡିକ କହି ବାପା ଆଖିରୁ ଲୁହ ଝରି ଆସୁଛି ।ତେବେ ଯୁବକ ଜଣକ ଆଖି ଆଗରେ ଘଟୁ ଥିବା ଏହି ଘଟଣା କୁ ଦେଖି ବି ଭିଡ଼ିଓ ଦ୍ଵାରା ଦୁନିଆ କୁ ଦେଖି ଦେଇଥିଲେ ସମୁଦ୍ର ଆଗରେ ଆମ ସମସ୍ତଙ୍କୁ ହାର ମାନିବାକୁ ପଡିଥାଏ ।ତେବେ ବର୍ତ୍ତମାନ ଏହି ଭିଡ଼ିଓ ଟି ସୋସିଆଲ ମେଡିଆରେ ଭାଇରଲ ହେବା ପରେ ଏହି ଦୃଶ୍ୟ ଦେଖି ସମସ୍ତଙ୍କ ଦେହ ଶୀତେଇ ଯାଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।