ମହା ଖୁଲାସା…! କୋର୍ଟ ରେ ହାଜିର ହେଲେ ଓଡିଆ Film Director ଅକ୍ଷୟ ପରିଜା…..”ଘଟିଲା ଅପେକ୍ଷାର ଅନ୍ତ ମୁଁ ଯାହା କହିବି ସବୁ ସତ କହିବି”Start ଦେଖନ୍ତୁ ଭିଡିଓ
ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି , ରାଜଧାନୀ ଭୁବନେଶ୍ବର ର ଯୁବତୀ ଅର୍ଚ୍ଚନା ନାଗ ଙ୍କ ବ୍ଲାକମେଲ ଦୁନିଆଁ ବିଷୟରେ। ତେବେ ଅର୍ଚ୍ଚନା ହେଉଛନ୍ତି କଳାହାଣ୍ଡି ର ବାସିନ୍ଦା ମାତ୍ର ବର୍ତ୍ତମାନ ସେ ଭୁବନେଶ୍ୱର ରେ ରହୁଛନ୍ତି ଆଉ ବଡ଼ ବଡ଼ ରାଜ ନେତା ତଥା ବ୍ୟବସାୟୀ ମାନ ଙ୍କୁ ନିଜ ମାୟା ଜାଲ ରେ ଫସାଇ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ।
ତେବେ କିନ୍ତୁ ସେ ଓଡ଼ିଶାର ଜଣେ ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଙ୍କୁ ବ୍ଲାକମେଲ କରିବାକୁ ଉଦ୍ୟମ କରିବା ପରେ ସେ ନିଜ ଜାଲ ରେ ନିଜେ ଫସି ଯାଇଥିଲେ ଅର୍ଚ୍ଚନା ନାଗ ଆଉ ସବୁ ସତ ସାମ୍ନା କୁ ଆସିଥିଲା।
ମାତ୍ର ଏଥିରୁ ବାଦ ପଡି ନଥିଲେ ଓଡ଼ିଆ ସିନେମା ର ପ୍ରଯୋଜକ ଅକ୍ଷୟ ପରିଜା ତାଙ୍କ ଉପରେ ମଧ୍ୟ ଉଠିଥିଲା ପ୍ରଶ୍ନ। ତେବେ କିନ୍ତୁ ଏହାକୁ ନେଇ ଚୁପ ଥିଲେ ଅକ୍ଷୟ , କିନ୍ତୁ ତାଙ୍କର ଅର୍ଚ୍ଚନା ଙ୍କ ସହ ଅଶୀଳ ଫୋଟ ଓ ଭିଡ଼ିଓ ଭାଇରାଲ ହେବା ପରେ ସେ ଅର୍ଚ୍ଚନା ଙ୍କ ନାମ ରେ ଅଭିଯୋଗ କରିଥିଲେ। ଆଉ ତାଙ୍କର ଅଭିଯୋଗ ଅନୁସାରେ ପୋଲିସ ସନ୍ଧାନ କରିଥିଲେ ଯାହା ଫଳରେ ସବୁ ସତ ସାମ୍ନା କୁ ଆସିଥିଲା। ତେବେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଡ଼ିଆ ରେ ଦୁରେଇ ରଖିବା ପରେ ଆଜି ମିଡ଼ିଆ ସାମ୍ନା ରେ ମୁଁହ ଖୋଲିଛନ୍ତି ପରିଜା ବାବୁ ଆଉ ଯାହା ସେ କହିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ।
ତେବେ ଅକ୍ଷୟ ପରିଜା ଯିଏକି ଓଡ଼ିଆ ସିନେମା ଇନ୍ଦ୍ରଷ୍ଟ୍ରି ର ଜଣେ ପ୍ରସିଦ୍ଧ ପ୍ରଦ୍ୟୁସର ଅଟନ୍ତି ସେ ଅର୍ଚ୍ଚନା ,ଭୁବନେଶ୍ୱର ବ୍ଲକମେଲ ଗାର୍ଲ ଙ୍କ ମାମଲା କୁ ନେଇ ଇଡି ଅଫିସ କୁ ଯାଇଥିଲେ। ଆଉ ସେଠାରେ ତାଙ୍କୁ ମିଡ଼ିଆ ସବୁ ଘେରି ଦେଇଥିଲେ। ତେବେ ପ୍ରଥମେ ସେ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ ଏହି ଶୀତ ରେ ମଧ୍ୟ ତାଙ୍କୁ ଦେଖା କରିବା ପାଇଁ ଅପେକ୍ଷା କରି ଥିବାରୁ। ତେବେ ଏହା ପରେ ସେ ସମସ୍ତ ପୋଲିସ , ସି ବି ଆଇ ଆଦି ସମସ୍ତ ଅଫିସ ର ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ଥିଲେ ଏହି ଘଟଣା ଉପରୁ ପର୍ଦା ଉଠେଇବା ପାଇଁ।
ମାତ୍ର ଯେତେବେଳେ ମିଡ଼ିଆ ପକ୍ଷରୁ ତାଙ୍କୁ ପ୍ରଶ୍ନ କରାଯାଇ ଥିଲା ଅର୍ଚ୍ଚନା ଙ୍କ ମାମଲା କୁ ନେଇ ସେତେବେଳେ ସେ ଏହା ଇଗନର କରିଥିଲେ ଆଉ କହିଥିଲେ କି ତୁମ ମିଡ଼ିଆ ମାନେ ଦେଢ଼ ମାସ ହେବ ମୋ ଜୀବନ ବର୍ବାଦ କରି ସାରିଲାଣି , ଏତେ ମିଥ୍ୟା ଓ ମନ ଗଢ଼ା କାହାଣୀ ସବୁ କିପରି ଲେଖି ପାରିଲ। ଆଉ କହିଥିଲେ କି ସବୁକିଛି ପୋଲିସ ଙ୍କ ହାତ ରେ କଥା ଆଉ ଏ ବିଷୟରେ ଯାହା କହିବେ ମୋ ଓକିଲ କହିବେ। ତେବେ ଏତିକି କହି ସେ ସେଠାରୁ ପଳେଇ ଯାଇଥିଲେ। ତେବେ ତାଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।